ଜାମ୍ମୁ କାଶ୍ମୀରରେ କଂଗ୍ରେସ- NC ମେଣ୍ଟ ସରକାର, ଜାଣନ୍ତୁ ସଫଳତା ପଛର ୫ଟି କାରଣ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ୨୦୧୯ ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଆଜି ଜାମ୍ମୁ କାଶ୍ମୀରର ୯୦ଟି ବିଧାନସଭା ଅସନ ପାଇଁ ଭୋଟ ଗଣତି ହୋଇଥିଲା । ତେବେ ଏକଜିଟ୍ ପୋଲର ଫଳାଫଳ ସମସ୍ତଙ୍କୁ…