ନୂତନ ଆଧାର ପାଇଁ NRC ନମ୍ବର ବାଧ୍ୟତାମୂଳକ, ଅକ୍ଟୋବର ୧ରୁ ଲାଗୁ ହେବ ନିୟମ

ଦିସପୁର: ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ରାଜ୍ୟରେ ବୃଦ୍ଧି ପାଉଥିବା ଅବୈଧ ବିଦେଶୀ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସାମ ସରକାର ଆଧାର କାର୍ଡ଼ ତିଆରି କରିବାକୁ ନେଇ…

ନୂଆଁଖାଇରେ ଚାଷୀଙ୍କୁ ଭେଟି; ସିଏମ୍ କିଷାନ୍ ସହାୟତା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବେ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର…

ଦେଶର ନୂତନ ଅର୍ଥ ସଚିବ ଭାବେ ତୁହିନକାନ୍ତ ପାଣ୍ଡେ ନିଯୁକ୍ତ

ନୂଆଦିଲ୍ଲୀ: ଶନିବାର ବରିଷ୍ଠ ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ ନୂତନ ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଥିଲା ।…

ଫେକ୍ ମେସେଜର ଶିକାର ହୋଇଛନ୍ତି ୮୨% ଭାରତୀୟ, ବର୍ତ୍ତମାନ ସୁଦ୍ଧା ରିପୋର୍ଟ ହୋଇଛି ୯୩ ହଜାର ଟେଲିକମ୍ ସ୍କାମ୍

ନୂଆଦିଲ୍ଲୀ: ଦିନକୁ ଦିନ ଅନଲାଇନ୍ ଠକାମୀ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସଂଚାର ମନ୍ତ୍ରଳାୟୟ ଅନ୍ତର୍ଗତ ଦୂରସଂଚାର ବିଭାଗ(DoT)ର ଏକ ରିପୋର୍ଟରୁ ପ୍ରକାଶ କି ଦେଶରେ ଟେଲିକମ୍ ୯୩, ୦୮୧ ଟେଲିକମ୍ ସ୍କାମ୍ ମାମଲା…

ବପ୍ପାଙ୍କ ପାଖରେ କାହିଁକି ଭୋଗ ଲାଗେ ମୋଦକ ? ଜାଣନ୍ତୁ ଏହା ପଛରେ ଥିବା ପୌରାଣିକ କାରଣ

ଓଡ଼ିଶା ଭାସ୍କର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ପାର୍ବତୀ ନନ୍ଦନ । ଶ୍ରୀ ଗଣେଶଙ୍କୁ ଜ୍ଞାନ ଓ ବୁଦ୍ଧିର ଦେବତା ଭାବେ ବିବେଚିତ କରାଯାଇଛି । ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ତାଙ୍କୁ…

ଏହି ୫ଟି ଦେଶରେ ରହିଛି ୧ ହଜାରରୁ ଅଧିକ ଏୟାରପୋର୍ଟ

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ବିମାନ ଦ୍ୱାରା କମ୍ ସମୟ ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସହଜ ହୋଇଥାଏ । ତେବେ ଏମିତି କିଛି ଦେଶ ଅଛି…

ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ଗିରଫ, ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଆଜି…

ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତି ଗାନ୍ଧୀମାର୍ଗରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରଥର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟବ୍ୟାପି ସୁଭଦ୍ରା…

ଅକ୍ଟୋବର ୧ରୁ PPF ଯୋଜନାର ୩ଟି ନିୟମରେ ହେବ ପରିବର୍ତ୍ତନ, ଏହି ଆକାଉଣ୍ଟରେ ମିଳବ ନାହିଁ ସୁଧ

ନୂଆଦିଲ୍ଲୀ: ପୋଷ୍ଟ ଅଫିସର ସ୍ମଲ ସେଭିଂ ସ୍କୀମ୍ ଅନ୍ତର୍ଗତ PPF ଯୋଜନାରେ ୩ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଅକ୍ଟୋବର ୧ ତାରିଖରୁ ଏହି ନୂତନ ନିୟମ ଲାଗୁ ହେବା ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଜାରି…

ଷ୍ଟେସନରୁ ମାତ୍ର ୧୫୦ ମିଟର ଦୂରରେ ଲାଇନଚୁତ୍ ହେଲା ଏକ୍ସପ୍ରେସ୍ ଟ୍ରେନ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଜବଲପୁର ରେଳ ଷ୍ଟେସନ ନିକଟରେ ଇନ୍ଦୋର- ଜବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହେବା ଘଟଣା ସାମ୍ନାକୁ ଆସିଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଶନିବାର…