ସାବଧାନ୍…ଜିମରେ ଭୁଲରେ ବି କରନ୍ତୁ ନାହିଁ ଏହି 2 ଭୁଲ, ହୋଇପାରେ ହାର୍ଟ ଆଟାକ୍, ଏଡ଼ାଇବାକୁ ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ…
ଓଡ଼ିଶା ଭାସ୍କର: ବ୍ୟାୟାମ କରିବା ସମୟରେ ହୃଦଘାତର ଘଟଣା ଏବେ ବହୁତ ମାତ୍ରାରେ ବୃଦ୍ଧି ପାଉଛି। ତେବେ ଆପଣଙ୍କର କିଛି ଭୁଲ ପାଇଁ ଆଜି ଏହି ସମସ୍ୟା ବଢିବାରେ ଲାଗିଛି । ହାର୍ଟକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମକୁ…