ଚଳିତ ବର୍ଷ ଲାଗିବ 7.5 କୋଟି ଗଛ, ବିଶ୍ବ ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ସଙ୍କଟ । କେହି ବି ଏଥିରୁ ନିସ୍ତାର ପାଉନାହାନ୍ତି । ଲଘୁଚାପ ନହେଲେ ମୌସୁମୀ ସକ୍ରିୟ ହେଉନି । ପାଣି, ପବନ, ମାଟି ସବୁଥିରେ ବିଷ ଖୁନ୍ଦି ହୋଇଗଲାଣି । ଏହାର ମୂଳ କାରଣ…

ଏବେ ପିନକୋଡ଼କୁ ବାଏ ବାଏ; India Post ଲଞ୍ଚ କଲା DIGIPIN, ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ: ଯେତେବେଳେ ଆପଣ ଆପଣଙ୍କର ଠିକଣା କାହାକୁ କୁହନ୍ତି, ସେତେବେଳେ ପିନ୍ କୋଡ୍ ବ୍ୟବହାର କରନ୍ତି । ପିନ୍ କୋଡ୍ ହେଉଛି ଏକ 6-ଅଙ୍କ ବିଶିଷ୍ଟ ସଂଖ୍ୟା । ଯାହା ଡାକ ବିଭାଗ ଦ୍ୱାରା ଭାରତର ଏକ ଅଞ୍ଚଳ କିମ୍ବା…

ଜୁନ 30 ସୁଦ୍ଧା କରେଇ ଦିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ମାଗଣା ରାସନ୍

ଭୁବନେଶ୍ବର: ଚଳିତ ଜୁନରେ ସରିବ ରାସନ୍ କାର୍ଡ ପାଇଁ ଇ-KYC ଯାଞ୍ଚ । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବାଦ୍ ପଡ଼ିପାରନ୍ତି 20 ଲକ୍ଷ ହିତାଧିକାରୀ । କାରଣ ଏବେ ସୁଦ୍ଧା 20 ଲକ୍ଷ ହିତାଧିକାରୀ…

ସକାଳେ ଖରା, ଅପରାହ୍ଣରେ କାଳବୈଶାଖୀ; ଉପକୂଳ ଓଡ଼ିଶାର 11 ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ବର: ସକାଳେ ଖରା, ଅପରାହ୍ଣରେ ବର୍ଷା । ଏନେଇ ପାଣିବିଭାଗ ପକ୍ଷରୁ ସତର୍କବାଣୀ । ଆଜି 11ଟି ଉପକୂଳ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ସେପଟେ ଆଗକୁ ଗ୍ରୀଷ୍ମ ପ୍ରବାହ…

ଦେଶରେ ବେକାବୁ କୋରୋନା, ଗତ 24 ଘଣ୍ଟାରେ ଗଲାଣି 7 ଜୀବନ

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ମୁଣ୍ଡ ଟେକିଛି କୋରୋନା । କୋରୋନା ସଂକ୍ରମିତ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏପର୍ଯନ୍ତ ସାରା ଦେଶରେ 4 ହଜାରରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ ଆସିଛି। ଗତ 24 ଘଣ୍ଟା…

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ହେବେ ସାମିଲ

ଭୁବନେଶ୍ବର:  ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ଜୁନ 11 କିମ୍ବା 12 ତାରିଖରେ ଓଡ଼ିଶା ଆସିବା ନେଇ PMO ପକ୍ଷରୁ…

ସରାକରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତାରେ 7% ବୃଦ୍ଧି; ଜୁନରେ ମିଳିବ ଅଧିକ ଟଙ୍କା

ମହାରାଷ୍ଟ୍ର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମହଙ୍ଗା ଭତ୍ତାରେ 7% ବୃଦ୍ଧି କଲେ ରାଜ୍ୟ ସରକାର । ମହାରାଷ୍ଟ୍ର ସଡ଼କ ପରିବହନ ନିଗମର କର୍ମଚାରୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ଉପମୁଖ୍ୟମନ୍ତ୍ରୀ ଏକନାଥ…

ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାଶ; 1840 କୋଟିରୁ ଊର୍ଦ୍ଧ୍ବ PASSWORD ଲିକ୍‌

ନୂଆଦିଲ୍ଲୀ: ଅନଲାଇନ ଡାଟା ଲିକ୍ ଆଜିର ସମୟରେ ଏକ ବଡ଼ ସମସ୍ଯା ପାଲଟିଛି । ତେବେ ଏକ ବଡ଼ ଧରଣର ଡାଟା ଲିକ୍‌ର ପର୍ଦ୍ଦାଫାଶ ହୋଇଛି । ଏହି ବ୍ୟାପକ ଡାଟା ଉଲ୍ଲଙ୍ଘନର ଶିକାର ହୋଇଛନ୍ତି ପ୍ରମୁଖ ଟେକ୍ ପ୍ଲାଟଫର୍ମ,…

ଟ୍ରଫି ମିଳିବା ପରେ ବିରାଟଙ୍କ ଭାବପ୍ରବଣ ପୋଷ୍ଟ: “ଏହି ବିଜୟ ଅନୁଷ୍କାଙ୍କ ପାଇଁ ଅଧିକ ସ୍ବତନ୍ତ୍ର”

ମୁମ୍ବାଇ:  IPL 2025 ଟ୍ରଫି ଜିତିବା ପରେ, ବିରାଟ କୋହଲି ସୋସିଆଲ ମିଡିଆରେ ଭାବପ୍ରବଣଭରା ପୋଷ୍ଟ ଲେଖିଛନ୍ତି। ପ୍ରଥମ ଥର ପାଇଁ ଆଇପିଏଲ୍ ଜିତିବା ପରେ, ବିରାଟ କୋହଲି ଏବେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ପାଇଁ ଏକ…

ଢେଙ୍କାନାଳକୁ 254 କୋଟିର ପ୍ରକଳ୍ପ ଭେଟି, 30 ହଜାର ବେକାରୀଙ୍କୁ ନିଯୁକ୍ତି ମିଳିବ କହିଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ:  254 କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ଏହା ସହ ଢେଙ୍କାନାଳର 23ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । 30 ହଜାର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ମିଳିବ…