ପୁଣି ରଙ୍ଗ ବଦଳାଇଲେ ମୋହନ ସରକାର; ଏବେ ସବୁଜ ନୁହେଁ, ଗେରୁଆ ଆଇ-କାର୍ଡ ପିନ୍ଧିବେ ସ୍କୁଲ ପିଲା
ଭୁବନେଶ୍ବର: ପ୍ରଥମେ ଡ୍ରେସକୋର୍ଡ ଆଉ ଏବେ ଆଇ କାର୍ଡ । ପୁଣିଥରେ ରଙ୍ଗ ବଦଳାଇଛନ୍ତି ମୋହନ ସରକାର । ଏଣିକି ଆଉ ଅଲଗା ଅଲଗା ରଙ୍ଗର ନୁହେଁ ବରଂ ଗେରୁଆ ରଙ୍ଗର ଆଇ-କାର୍ଡ ପକାଇ ସ୍କୁଲ ଆସିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ…