12 ନୁହେଁ, ଜୁନ 20ରେ ଓଡ଼ିଶା ଆସିବେ ମୋଦି; ରାଜ୍ୟ ସରକାରଙ୍କର ବର୍ଷପୂର୍ତ୍ତି ଉତ୍ସବରେ ହେବେ ସାମିଲ

ଭୁବନେଶ୍ବର:  ଆସନ୍ତା 20 ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଜୁନ 12 ବଦଳରେ 20 ରେ ଆସିବେ ମୋଦି । 20 ରେ ପାଳନ ହେବ ରାଜ୍ୟ ସରକାରଙ୍କର ବର୍ଷପୂର୍ତ୍ତି ବଡ଼ ଉତ୍ସବ । ଆଉ ଏହି ଉତ୍ସବରେ ଯୋଗଦେବେ…

ଆଜି ଇଦ୍ ଅଲ୍-ଅଦା ବା ବକ୍ରୀଦ, ଏହି ଦିନ କାହିଁକି ଦିଆଯାଏ ପଶୁ ବଳି ?

ଓଡ଼ିଶା ଭାସ୍କର: ଇସଲାମ୍ ଧର୍ମର ଏକ ବଡ଼ ପର୍ବ ହେଉଛି ଇଦ୍ ଅଲ୍ ଅଦା । (Eid Al Adha 2025) ବା ବଡ଼ ଇଦ୍ । ଏହାଛଡ଼ା ଏହାକୁ ବଳିଦାନର ପର୍ବ ବୋଲି ମଧ୍ଯ କୁହାଯାଏ । ଏହି ଦିନ (Prophet Ibrahim)  ଇସଲାମ ଧର୍ମର…

ପୁଣି ମିଳିଲା 100 କେଜି ବିସ୍ଫୋରକ, ଝାଡ଼ଖଣ୍ଡ ତିରିଲିପୋଷି ଜଙ୍ଗଲରୁ ହେଲା ଜବତ

କୋଇଡ଼ା: ପୁଣି ମିଳିଲା ବିସ୍ଫୋରକ । ଝାଡ଼ଖଣ୍ଡ ତିରିଲିପୋଷି ଜଙ୍ଗଲରୁ ପ୍ରାୟ 100 କେଜି ବିସ୍ଫୋରକ ଜବତ । କୁମ୍ବିଂ ଅପରେସନ ବେଳେ ବିସ୍ଫୋରକ ଉଦ୍ଧାର କଲା ସୁରକ୍ଷା ବାହିନୀ । ଗତ 27 ତାରିଖରେ 4 ଟନରୁ ଅଧିକ…

ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଭାସ୍କର ମୃତ, ମୁଣ୍ଡ ଉପରେ ଥିଲା 25 ଲକ୍ଷର ପୁରସ୍କାର ରାଶି

ରାୟପୁର: ମୋଷ୍ଟ ୱାଣ୍ଟୋଡ୍ ହାର୍ଡକୋର ମାଓବାଦୀ ନିହତ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ମାଓନେତା ଭାସ୍କର । ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓ ଏନକାଉଣ୍ଟର୍ ଚାଲିଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ମାଓନେତା…

ଆଜିଠୁ ନିୟମିତ ଟ୍ରେନ, କଟ୍ରାରୁ ଶ୍ରୀନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଶ୍ରୀନଗର: ଆଜିଠାରୁ କଟ୍ରାରୁ ଶ୍ରୀନଗରକୁ ନିୟମିତ ଗଡ଼ିବ ଟ୍ରେନ । ଏଣିକି କଟ୍ରାରୁ ଶ୍ରୀନଗର ଯାତ୍ରା ମାତ୍ର 3 ଘଣ୍ଟା । ଆଜିଠୁ ନିୟମିତ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ । ସପ୍ତାହରେ 6 ଦିନ ମିଳିବ ଏହି ଟ୍ରେନ…

ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେଉ ହେଉ ଅନ୍ଧାର ହୋଇଗଲା ଷ୍ଟେଜ୍, ସିନେପ୍ରେମୀ ଅସନ୍ତୁଷ୍ଟ

ଭୁବନେଶ୍ବର: ଫିଲ୍ମ ଫେଷ୍ଟିଭାଲରେ ଅବ୍ୟବସ୍ଥା । ପ୍ରଥମ ଦିନ ଶୋ, ଚାଲିଥିବା ବେଳେ କଟିଗଲା ବିଜୁଳି । ଜୟଦେବ ଭବନକୁ ଦୀର୍ଘ ସମୟ ଆସିଲାନି ଲାଇନ । ତେବେ ଏଭଳି ଅବ୍ୟବସ୍ଥାକୁ ନେଇ ସିନେପ୍ରେମୀ ଅସନ୍ତୁଷ୍ଟ ହୋଇଥିବା…

ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଲେ କଥା ଦେଇଥିଲି…

ଭୁବନେଶ୍ବର: ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ରେ ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ । “ନିର୍ବାଚନ ବେଳେ କଥା ଦେଇଥିଲି, ଅଫିସର…

ଭୁବନେଶ୍ବରରେ ଉଦଘାଟିତ ହେଲା ମାଗଣା ନ୍ୟୁରୋ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର: ଆଜି ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ରାମକୃଷ୍ଣ ବିବେକାନନ୍ଦ ପ୍ରତିଷ୍ଠାନ ପରିସରରେ ଏକ ନିଶୁଳ୍କ ବା ମାଗଣା ନ୍ୟୁରୋ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉକ୍ତ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ସ୍ନାୟୁ ବିଶେଷଜ୍ଞ…

ଉଦଘାଟିତ ହେଲା ବିଶ୍ବର ସର୍ବୋଚ୍ଚ ଚେନାବ ସେତୁ, ଜମ୍ମୁ-କାଶ୍ମୀରକୁ 46 ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ମୋଦୀ

ଶ୍ରୀନଗର: ଭାରତର ରେଳ ଇତିହାସରେ ନୂଆ ଅଧ୍ୟାୟ । ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ୍ ବ୍ରିଜ୍ । ଜାମ୍ମୁ-କାଶ୍ମୀର ଯାଇ ଦେଶବାସୀଙ୍କୁ ଚେନାବ୍ ବ୍ରିଜ୍ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ…

9,000mAh ବ୍ୟାଟେରୀ ସହିତ ଲଞ୍ଚ ହେଲା Redmi Pad 2, କମ୍ ଦାମରେ ମିଳିବ ଜବରଦସ୍ତ ଫିଚର୍ସ

ନୂଆଦିଲ୍ଲୀ: 9,000mAh ବ୍ୟାଟେରୀ ସହିତ ଲଞ୍ଚ ହେଲା Redmi Pad 2 । Redmi ଏହାର ବଜେଟ୍ ଫ୍ରେଣ୍ଡଲି ଟାବଲେଟ୍ Pad 2 ଲଞ୍ଚ କରିଛି । ଏହି ଟାବଲେଟର୍ 9,000mAh ବ୍ୟାଟେରୀ, 2.5k ରିଜୋଲ୍ୟସନ୍ ଡିସପ୍ଲେ ସମେତ ଅନେକ…