ବାନ୍ଧବଗଡ ରିଜର୍ଭ ଫରେଷ୍ଟରେ ହାତୀ ମଡକ: ୪ ମୃତ, ୫ ଅସୁସ୍ଥ

ଭୋପାଲ: ମଧ୍ୟପ୍ରଦେଶର ବାନ୍ଧବଗଡ ଟାଇଗର ରିଜର୍ଭ ଫରେଷ୍ଟରୁ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକା ସାଙ୍ଗରେ ୪ ହାତୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ବନ ବିଭାଗର କର୍ମଚାରୀ । ଅନ୍ୟ ୫ ହାତୀଙ୍କୁ ଅଚେତ…

କାନାଡାର ଗ୍ୟାଙ୍ଗଷ୍ଟର ହିଁ ଭାରତରେ ରଚୁଛନ୍ତି ଷଡଯନ୍ତ୍ର: RCMP

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଜାରି ଥିବା ବିବାଦ ମଧ୍ୟରେ ରୟାଲ କାନାଡିୟାନ ମାଉଣ୍ଟେଡ ପୋଲିସ (ଆରସିଏମପି)ର କମିଶନର ମାଇକ ଡ୍ୟୁହେମ ସ୍ୱୀକାର କରିଛନ୍ତି କି, କାନାଡାର ଅପରାଧୀ ଭାରତରର ଅପରାଧୀଙ୍କୁ ନିର୍ଦ୍ଦେଶ…

(Breaking) ଆସନ୍ତା ୨୬ରୁ ବସିବ ୩୦ ଦିନିଆ ଶୀତ ଅଧିବେଶନ

ଭୁବନେଶ୍ୱର: ୨୬ରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଆସନ୍ତା ୨୬ରୁ ଜିସେମ୍ବର ୩୧ ଯାଏ ଚାଲିବ । ମୋଟ ୩୦ଟି କାର୍ଯ୍ୟଦିବସ ରହିବ ଚଳିତ ଅଧିବେଶନରେ । କାର୍ଯ୍ୟ ଦିବସ ମଧ୍ୟରୁ ୫ଟି ବେସରକାରୀ ଓ…

ଜମି ବିବାଦ: ମା’ ବିଜୟମ୍ମା କଲେ ଝିଅକୁ ସମର୍ଥନ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓା୍ୱଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ୍ଡୀ ଓ ତାଙ୍କ ଭଉଣୀ ତଥା ପ୍ରଦେଶ କଂଗ୍ରେସ ଆଧ୍ୟକ୍ଷା ଓା୍ୱଇ ଏସ ଶର୍ମିଳାଙ୍କ ମଧ୍ୟରେ ଜମିବାଡି ବିବାଦ ତେଜିବାରେ ଲାଗିଛି…

୫ ଟିବି ପ୍ରବଣ ଦେଶ ଭିତରେ ରହିଛି ଭାରତ: WHO

ନୂଆଦିଲ୍ଲୀ: ଟ୍ୟୁବରକୁଲସିସ (ଟିବି)କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ଚାଞ୍ଚଲ୍ୟକର ରିପୋର୍ଟ । ୨୦୨୩ରେ ୮୦ଲକ୍ଷ ଏହି ରୋଗରେ ସଂକ୍ରମିତ ହୋଇଥିଲେ । ଏଥିସହ ରିପୋର୍ଟରେ ଦର୍ଶା ଯାଇଛି କି, ଗତ ବର୍ଷ ୧.୨୫ ମିଲିୟନ…

ସେୟାର ବଜାର: ପ୍ରତିରକ୍ଷା କମ୍ପାନୀରେ ଇନଭେଷ୍ଟ ପାଇଁ ନିବେଶଙ୍କ ମଧ୍ୟରେ ଆଗ୍ରହ

ନୂଆଦିଲ୍ଲୀ: ସେୟାର ବଜାରରେ ବେପାର ମାନ୍ଦା ଚାଲିଛି । ନିବେଶକ ଚିନ୍ତାରେ । ଏମିତି ସମୟରେ କିନ୍ତୁ ଡିଫେନ୍ସ କମ୍ପାନୀର ସେୟାରରେ ଭାରି ଅଭିବୃଦ୍ଧି ଦେଖିବାକୁ ମିଳିଛି । ସେୟାର କିଣିବାକୁ ନିବେଶକଙ୍କ ମଧ୍ୟରେ ଲାଗିଛି…

ପ୍ରେମିକର ଜିଦି ମାନି ବ୍ଲାକମେଲର ଶିକାର ହେଲେ ଛାତ୍ରୀ, ଆଉ…

ନୂଆଦିଲ୍ଲୀ: ବନ୍ଧୁତ୍ୱରୁ ପ୍ରେମ, ପ୍ରେମରୁ ଶାରୀରିକ ସମ୍ପର୍କ, ତା ପରେ ଯାହା ସବୁ ଘଟୁଛି ସମାଜକୁ ଅବସାଦଗ୍ରସ୍ତ କରିଦେଉଛି । ଦିନକୁ ଦିନ ଏମିତି ଘଟଣା ବ୍ୟାଧି ପରି ବ୍ୟାପିବାରେ ଲାଗିଛି । ଠିକ ଯେମିତି ଘଟିଛି ଉତ୍ତର…

ବନ୍ୟା, ବାତ୍ୟାରେ ଓଡିଶାର ମହିଳାମାନେ ସରକାରଙ୍କୁ ସହଯୋଗ କରିବେ ବିପର୍ଯ୍ୟୟ ପରିଚାଳନାରେ

ଭୁବନେଶ୍ୱର: ମହିଳାଙ୍କ ସଶକ୍ତି ଦିଗରେ ନୂଆ ବିଜେପି ସରକାର ତତ୍ପରତା ଦେଖାଉଛନ୍ତି । ମହିଳାଙ୍କୁ କେବଳ ଋଣ ଦେଇ ବ୍ୟବସାୟ କରିବା ଭିତରେ ସୀମିତ ନ କରି, ସେମାନଙ୍କୁ ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ନିୟୋଜିତ…

ଦଳ ଛାଡିବା ପରେ ସୁନନ୍ଦାଙ୍କ ବିଷୋଦ୍ଗାର: ପାଳି ପାଳି କରି ବର୍ଷୁଛନ୍ତି ସମସ୍ତଙ୍କ ଉପରେ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲି । ଠାକୁର ମୋ ଡାକ ଶୁଣିଲେ ଓ ବିଜେଡି ହାରିଲା । ଖୁସି ହୋଇ ମୁଁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଯାଇଥିଲି ଓ…

ଜନଗଣନାରେ ପଚରାଯିବାକୁ ଥିବା ପ୍ରଶ୍ନ ଜାଣି ଆଗରୁ ଉତ୍ତର ପାଇଁ ଥାଆନ୍ତୁ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତା ବର୍ଷରୁ ଭାରତରେ ଜନଗଣନା ଆରମ୍ଭ ହୋଇଯିବ । ଏହି ପ୍ରକ୍ରିୟା ଏକ ବର୍ଷ ଧରି ଚାଲିବ ଓ ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ସାର୍ବଜନୀନ ହେବ । ଏହି ଜନଗଣନା ୨୦୨୧ରେ ଆରମ୍ଭ ହେବାକୁ ଥିଲା । କିନ୍ତୁ…