ଜେଲକୁ ଆସିବାର ୩ ଦିନରେ ବିଚାରାଧୀନ କଏଦୀ ବୁଜିଲେ ଆଖି, ସଂଗୀନ ଅଭିଯୋଗରେ ହୋଇଥିଲେ ଗିରଫ

ବଲାଙ୍ଗୀର- ବଲାଙ୍ଗୀର ଜେଲରେ ବିଚାରାଧୀନ ଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଭୀମ ଭୋଇ ହସ୍ପିଟାଲରେ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତ ୧୯ ତାରିଖରେ ସେ ବଲାଙ୍ଗୀର ଜେଲକୁ ଆସିଥିଲେ । ତାଙ୍କ ବିରୋଧରେ ଥିଲା…

ସରକାର ଦ୍ୱାରା ୧୮ OTT ବ୍ୟାନ, ସମାଜରେ ଅଶ୍ଳୀଳତାକୁ ବଢାଇବା ଅଭିଯୋଗ

ନୂଆଦିଲ୍ଲୀ- ଅଶ୍ଲୀଳତା ଉପରେ କେନ୍ଦ୍ରର ବଡ ପଦକ୍ଷେପ । ଅଶ୍ଲୀଳ ଲେଖା ଓ ବିଡିଓ ପ୍ରସାରଣ କରୁଥିବା ୧୮ ଓଟିଟି ଉପରେ ୨୦୨୪ରେ ସରକାର ନେଇଛନ୍ତି ବଡ ଆକ୍ସନ । ଡିଜିଟାଲ ମିଡିଆକୁ ରେଗୁଲେଟ କରିବାକୁ ସରକାର ଏହି ପଦକ୍ଷେପ…

ସାମାନ୍ୟ ବଚସାରୁ ଭାଇ ହେଲା ଭଗାରୀ,ଭଉଣୀ ଘର ଉପରେ ପକାଇଲା ବୋମା

ନୟାଗଡ- ସାମାନ୍ୟ ବଚସାରୁ ଭାଇ ହେଲା ଭଗାରୀ । ଭଉଣୀ ଘର ଉପରେ ପକାଇଲା ବୋମା । ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲାରେ । ବୋମା ମାଡରେ ଭଉଣୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପରିବାରର ଅନ୍ୟ ୩ ଜଣ ମଧ୍ୟ ଆହତ…

ଇସ୍ପାତ ନଗରୀରେ ମାରାଥନ ବେଳେ ଗୁଳିମାଡ, ଜଣେ ଗୁରୁତର

ରାଉରକେଲା- ଇସ୍ପାତ ନଗରୀରେ ଫାୟାରିଂ । ଏକ ମାରାଥନ ଚାଲିଥିବା ବେଳେ ଫୁଟିଲା ଗୁଳି । ଏଥିରେ ଜଣେ ବ୍ୟକ୍ତି ଗୁରୁତର । ଆହତଙ୍କୁ ରାଉରକେଲାର ଆଇଜିଏଚରେ ଭର୍ତ୍ତି କରାଯାଇଛି । ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ…

ଆଡଭୋକେଟ ୱେଲଫେୟାର ଫଣ୍ଡକୁ ଦ୍ୱିଗୁଣିତ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟର ଆଇନଜୀବୀଙ୍କ ପାଇଁ ଆସିଲା ବଡ ଓ ଖୁସି ଖବର । ରାଜ୍ୟର ଆଇନଜୀବୀ କଲ୍ୟାଣ ପାଣ୍ଠି ବଢିଲା । ରାଜ୍ୟ ସରକାର ଆଇନଜୀବୀ ୱେଲଫେୟାର ଫଣ୍ଡକୁ ବଢାଇ ଦିଆଯାଇଛି । ସୂଚନା ଦେଲେ ଆଇମନ୍ତ୍ରୀ ପୃଥିରାଜ…

(Video) ଘରେ ବିଲେଇ ପାଳନ୍ତୁ, ଦେଖିବେ କେମିତି ବିଭିନ୍ନ କାମରେ କରିବ ସାହାଯ୍ୟ

ଗାଜିଆବାଦ- ବିଲେଇ ଦେଖିଲେ ଆପଣ ଚିଡୁଛନ୍ତି କି, ଥରେ ଦେଖନ୍ତୁ ବିଲେଇ କେତେ ସାହାଯ୍ୟ କରିପାରେ ତାର ମାଲିକଙ୍କୁ । ସେ ମଧ୍ୟ ପରିବାରର ସଦସ୍ୟଙ୍କ ପରି ଛୋଟ ମୋଟ କାମରେ ସାହାଯ୍ୟ କରିପାରେ । ଘରକୁ କେହି ଆସିଲେ…

(Video) ଜଙ୍ଗଲ ଭିତରୁ ପରିତ୍ୟକ୍ତ ଇନୋଭା କାରରୁ ୫୨ କିଲୋ ସୁନା ବିସ୍କୁଟ ସହ ୧୦ କୋଟି ଟଙ୍କା ଉଦ୍ଧାର

ଭୋପାଲ- ମଧ୍ୟପ୍ରଦେଶ ଭୋପାଲର ଏକ ଜଙ୍ଗଲ ଭିତରୁ ଇନୋଭା କାରରୁ ୫୨ କିଲୋର ସୁନା ବିସ୍କୁଟ ସହ ୧୦ କୋଟି ଟଙ୍କା ଜବତ ହୋଇଛି । ଇନୋଭା କାରଟି ସହ ଏତେ ସମ୍ପତ୍ତି ପରିତ୍ୟକ୍ତ ଅବସ୍ଥାରେ ଜବତ ହୋଇଛି । ଜବତ ସୁନା ବିସ୍କୁଟର…

ଓଃ କି ଅମାନବୀୟକାଣ୍ଡ, ଉଧାର ଟଙ୍କା ମାଗି ହସ୍ପିଟାଲରେ ଛଟପଟ ହେଉଛନ୍ତି ମହିଳା…

ନୂଆଦିଲ୍ଲୀ- କି ଯୁଗ ଆସିଲା । ଏଠି ଲୋକଙ୍କୁ ସେମାନଙ୍କ ଅସୁବିଧା ବେଳେ ସାହାଯ୍ୟ କଲେ ଓଲଟା ବିପଦକୁ ଡାକିଆଣିବା କଥା । ଟଙ୍କା ଉଧାର ଦେଇ ଟଙ୍କା ମାଗିଲେ ଜୀବନ ଯିବାର ରହିଛି ସମ୍ଭାବନା । ଏମିତି ଏକ ଭିଡିଓ ସୋସିଆଲ…

ଏମଏସପି ଗ୍ୟାରେଣ୍ଟି ଆଇନ ଆଣିବାକୁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ଚାଷୀ

ନୂଆଦିଲ୍ଲୀ- ଏମଏସପିକୁ ନେଇ ସୁପ୍ରିମ କୋର୍ଟରେ ପହଞ୍ଚିଲେ ଚାଷୀ । ଚାଷୀ ସଂଗଠନ ସଂଯୁକ୍ତ କିସାନ ମୋର୍ଚ୍ଚ ଓ କିସାନ ମଜଦୁର ମୋର୍ଚ୍ଚା ସୁପ୍ରିମ କୋର୍ଟଙ୍କୁ ଚିଠି କରି ଏମଏସପି ଗାରେଣ୍ଟି ଆଇନ କରିବାକୁ ଆଦେଶ ଦେଇଛନ୍ତି…

(Breaking) ବିଲ କରିବାକୁ୫ ହଜାର ନେଉଥିବା ବେଳେ ୨ ବୟନ ଶିଳ୍ପ ନିରୀକ୍ଷକ ଭିଜିଲାନ୍ସ ଜାଲରେ

ବୌଦ୍ଧ- ଭିଜିଲାନ୍ସ ଜାଲରେ ୨ ବୟନ ଶିଳ୍ପ ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ୨ ବୟନ ଶିଳ୍ପ ନିରୀକ୍ଷକଙ୍କୁ କାବୁକଲା ଭିଜିଲାନ୍ସ । ଏହା ପରେ ଉଭୟଙ୍କ ଘର ସହ ଏକାଧିକ ଯାଗାରେ ରେଡ କରୁଛି ତଦନ୍ତକାରୀ ସଂସ୍ଥା । ସୂଚନା…