(Video) ମେରା ଭାରତ ମହାନ, ପ୍ରଥମ ଦଳିତ ବର ଚଢିଲେ ଘୋଡୀ

ଭୋପାଲ- ମଧ୍ୟପ୍ରଦେଶର ଟିକମଦଗଡ ଜିଲ୍ଲାରେ ଜଣେ ବ୍ୟକ୍ତି ବିବାହ କରିବା ବେଳେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ବର ଘୋଡୀ ଚଢି ଯାଉଥିବା ବେଳେ ବରଯାତ୍ରୀ ସାଜିଛନ୍ତି ପୋଲିସବାବୁମାନେ । ସେମାନେ ପୁଣି ୟୁନିଫର୍ମରେ ।…

ନିର୍ବାଚନ ଆଗରୁ ମହାରାଷ୍ଟ୍ରରେ ହିଂସା, ଅନୀଲ ଦେଶମୁଖଙ୍କ ଉପରେ ଆକ୍ରମଣ

ପୁଣେ- ମହାରାଷ୍ଟ୍ରରେ ୨୦ ନଭେମ୍ବରକୁ ୨୮୮ ଆସନରେ ହେବ ମତଦାନ । ସୋମବାର ପ୍ରଚାରର ଶେଷ ଦିନ ଥିଲା । ଠିକ ମତଦାନ ଆଗରୁ ଏନସିପି , ସରଦଙ୍କ ଦଳର ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ହୋଇଛି ଆକ୍ରମଣ…

Breaking- କ୍ୟାପିଟାଲ ହସ୍ପିଟାଲ ଡାଏଲୋସିସ ସିଟିଂକୁ ୩ରୁ ବଢାଇ ୪ କରାଯିବ: ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର- କ୍ୟାପିଟାଲ ହସ୍ପିଟାଲ ଉପରେ ରାଜଧାନୀର ଲୋକଙ୍କ ସହ ଆଖପାଖ ଜିଲ୍ଲା ନିର୍ଭରଶୀଳ । କଟକ ଏସସିବି ହସ୍ପିଟାଲ ପରେ ପରେ ଆସୁଛି କ୍ୟାପିଟାଲ ହସ୍ପିଟାଲର ବିଶ୍ୱସନୀୟତା । ଏହି ହସ୍ପିଟାଲ ସବୁ ସମୟରେ ରୋଗୀଙ୍କୁ…

ମହାକାଶରେ ଫସିଥିବା ସୁନିତାଙ୍କ ହାଡର ଘନତ୍ୱ କମୁଛି, ସେ ହେଉଛନ୍ତି ଦୁବର୍ଳ

ଓଡିଶା ଭାସ୍କର- ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ ଗତ ଜୁନରୁ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ଫସି ରହିଛନ୍ତି । ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଅତ୍ୟନ୍ତ ଦୁର୍ବଳ ଦିଶୁଛନ୍ତି । ତାଙ୍କ ଫଟୋକୁ…

Breaking- ଭରତପୁର ଘଟଣାର ତଦନ୍ତ ପାଇଁ ଥାନାରେ ପହଞ୍ଚିଲେ ମେଜର, ବାନ୍ଧବୀ

ଭୁବନେଶ୍ୱର- ଭରତପୁର ଥାନାରେ ମେଜର ବାନ୍ଧବୀ ମାମଲାର ତଦନ୍ତ କରିବାକୁ ପହଞ୍ଚିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ । ଥାନାରେ ପୋଲିସର ଦୁର୍ବ୍ୟବହାର ଓ ମାଡ ଘଟଣାର ତଦନ୍ତ କରିବେ ଜଷ୍ଟିସ୍ । ଏଥିସହ ଥାନାରେ ବାନ୍ଧବୀଙ୍କ…

Unwanted ମେସେଜ, କଲ ପାଇଁ ବ୍ୟସ୍ତ କି, ତେବେ ଏମିତି କରିନ୍ତୁ, ଆସିବନି…

ଓଡିଶା ଭାସ୍କର- ଆଜିକାଲି ସମସ୍ତଙ୍କ ପାଖରେ ରହିଛି ହ୍ୱାଟ୍ସଆପ । ଏହି ସାଙ୍ଗସାଥୀ, ପରିଜନ, ଅଫିସ ସହ କ୍ୱାଲିଟି ଟାଇମ ବିତାଇବାର ସୁଯୋଗ ଦେଇଥାଏ । କିନ୍ତୁ ଏମିତି ବି କିଛି ଲୋକ ରହିଛନ୍ତି, ଯେଉଁମାନେ ଅଯଥା ମେସେଜ…

ପ୍ରତ୍ୟେକ ପୁରୁଷ ନିଜଠାରୁ କମ ଉଚ୍ଚର ଝିଅଙ୍କୁ ପସନ୍ଦ କରନ୍ତି, କାରଣ…

ଓଡିଶା ଭାସ୍କର- ପୁରୁଷମାନେ ସେମାନଙ୍କ ପ୍ରେମିକା ବା ପତ୍ନୀ ସେମାନଙ୍କ ସମାନ ବା ସେମାନଙ୍କଠାରୁ ଉଚ୍ଚ ହେଉ ଏହା ପସନ୍ଦ କରନ୍ତି ନାହିଁ । ସେମାନେ ସବୁ ସମୟରେ ନିଜଠାରୁ କମ ଉଚ୍ଚତାର ଝିଅଙ୍କୁ ପସନ୍ଦ କରନ୍ତି । ତେବେ…

ସ୍ୱାମୀ- ସ୍ତ୍ରୀ ଗୋରା ଗୋରା, ପିଲା ହେଲା କଳା କିଚମିଚ, ପତ୍ନୀର ଚରିତ୍ରକୁ ସନ୍ଦେହ କରି …

ନୂଆଦିଲ୍ଲୀ- ନବଜାତକର ରଙ୍ଗ କଳା ଦେଖି ବାପାର ଉଡିଗଲା ହୋସ । ନିଜ ସନ୍ତାର ପ୍ରଥମ ଝଲକ ପାଇ ଖୁସିହେବା ବା ତାକୁ କୋଳକୁ ନେବା ବଦଳରେ ପତ୍ନୀଙ୍କୁ ମାଗିଲା ପାଟର୍ନିଟି ଟେଷ୍ଟ । ସ୍ୱାମୀଙ୍କ ଏମିତି ବ୍ୟବହାରରେ ପତ୍ନୀଙ୍କ…

ସରୁଛି ରାସନ କାର୍ଡର E-KYC ଅବଧି, ଲିଙ୍କ ବିନା ମିଳିବନି ମାଗଣା ଚାଉଳ କି ଗହମ

ଭୁବନେଶ୍ୱର- ରାଜ୍ୟରେ ୭୦ ଲକ୍ଷ ହିତାଧିକାରୀ ବାଦ ପଡିପାରନ୍ତି ରାସନରୁ । ନଭେମ୍ବର ୩୦ରେ ରାସନ ପାଇଁ ସରକାର ଇକେୱାଇସିକୁ ବାଧ୍ୟତାମୂଳକ କରିଥିବା ବେଳେ ଏଥିପାଇଁ ଦିଆଯାଇଥିବା ଅବଧି ଶେଷ ହେବାକୁ ଯାଉଛି । ଆଉ ହାତରେ…

ପ୍ରାର୍ଥନା ପରେ ଛାତ୍ରୀମାନେ ପହଞ୍ଚିବାରୁ ରାଗରେ ଏମିତି କଲେ କ୍ଲାସ ଟିଚର, ମୁଣ୍ଡ ଟେକିଲା ବିବାଦ

ଅମରାବତୀ- ସ୍କୁଲରେ ଆୟୋଜିତ ହେଉଥିବା ଦୈନିକ ପ୍ରାର୍ଥନା ସଭାରେ ପହଞ୍ଚିବାରେ ଛାତ୍ରୀଙ୍କ ବିଳମ୍ବତାକୁ ନେଇ ଏମିତି ରାଗିଲେ ଶିକ୍ଷୟିତ୍ରୀ କି, ସେ ଛାତ୍ରୀଙ୍କୁ ଦେଲେ କଠୋର ଦଣ୍ଡ । ଏହି ଘଟଣା ଜଣାପଡିବା ପରେ ଏବେ…