ଧାରଣାରେ ବସିଥିଲେ ଦ୍ରୌପଦୀ, ଉଠାଇନେଲା ପୋଲିସ

କୋଲକାତା: ଦ୍ରୌପଦୀ ଗିରଫ । ବିଆର ଚୋପ୍ରାଙ୍କ ଟିଭି ସିରିଏଲରେ ଦ୍ରୌପଦୀ ଭୂମିକାରେ ଅଭିନୟ କରି ଚର୍ଚ୍ଚା ସାଉଁଟିଥିବା ବିଜେପି ନେତ୍ରୀ ରୁପା ଗାଙ୍ଗୁଲି ଗିରଫ । ସ୍ଥାନୀୟ ମହିଳା ବିଜେପି ନେତା ରୁବି ଦାସଙ୍କୁ ପୋଲିସ…

ଏମିତି ଏକ ଟ୍ରେନ, ଯାହାର ଭଡା ଯେମିତି, ସୁବିଧା ସୁଯୋଗ ବି ସେମିତି

ଓଡିଶା ଭାସ୍କର: ପାସେଞ୍ଜର ଟ୍ରେନଠୁ ଆରମ୍ଭ କରି ଲଗ୍ଜୁରୀଅସ ଟ୍ରେନରେ ପ୍ରାୟ ସମସ୍ତେ ଯାତ୍ରା କରିଥିବା । ଟ୍ରେନ ଯାତ୍ରାର ଖର୍ଚ୍ଚ ମଧ୍ୟ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା । ହେଲେ ଏମିତି ଏକ ଟ୍ରେନ ଯାତ୍ରାର ଖର୍ଚ୍ଚ…

‘ବିଜେଡି ଖାଲି ହେବ’ ବୟାନକୁ ନେଇ ବିଜେଡି ପ୍ରତିକ୍ରିୟାଶୀଳ

ଭୁବନେଶ୍ବର: ଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିଜେଡ଼ି ଫାଙ୍କା ହେଇଯିବା ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ଦେଖାଦେଇଛି ଉଷ୍ଣତା । ବିଜେପି ନେତା ଏଥିରେ ଉତ୍ସାହିତ ହୋଇଥିବା ବେଳେ ବିଜେଡି ନେତା ହୋଇଛନ୍ତି…

ବବିଙ୍କ ଯାଜପୁର ବିକାଶ ବୟାନ ଉପରେ ଧୋଇଲେ ବଡଚଣା ବିଧାୟକ

ଭୁବନେଶ୍ୱର: ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାଶ ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଦେଇଥିବା ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ପୁଣି ସେ ଯାଜପୁରର ନେତୃତ୍ୱ ନେବେ ବୋଲି କହିଥିବା ବୟାନକୁ ନେଇ…

ମହିଳା ବିରୋଧୀ ଅପରାଧ ପ୍ରତି ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ, ନିରାପଦ ଓଡିଶା ଦିଗରେ ପାଦେ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ରାଜ୍ୟ ସରକାର ଏହି କ୍ଷେତ୍ରରେ…

କିନ୍ନର ଆସିଲେ ଗ୍ରହ ଶାନ୍ତି କରିବାକୁ, ଲୁଟିନେଲେ ସୁନା ଗହଣା

ନୂଆପଡା: ଲୋକଙ୍କ ଅନ୍ଧ ବିଶ୍ୱାସ ହେଉ ବା କୁ ସଂସ୍କାର, ତାର ଫାଇଦା ନେବା ଅତି ସହଜ । ଗ୍ରହ ଶାନ୍ତି, ରିଷ୍ଟ ଖଣ୍ଡନ, ଗୁଣି ଗାରେଡିର ଭୟ ଦେଖାଇ ଲୋକଙ୍କୁ ଲୁଟିବା ଠକ ତଥା ମନ୍ଦପ୍ରକୃତିର ଲୋକଙ୍କ ପାଇଁ ସହଜ ହୋଇଛି ।…

(Breaking)୧୧୨ ଦିନରେ ଶୁକ୍ରଯାନ-୧ ପହଞ୍ଚିବ ପଡୋଶୀ ଗ୍ରହରେ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଶୁକ୍ର ଯାନ-୧ ଲଞ୍ଚର ତାରିଖ ଘୋଷଣା କରିଛି । ଆସନ୍ତା ୨୦୨୮ ମାର୍ଚ୍ଚ ୨୯ରେ ଏହି ବହୁପ୍ରତୀକ୍ଷିତ ମିଶନ ଲଞ୍ଚ ନେଇ ଲକ୍ଷ୍ୟ ରଖିଛି ଇସ୍ରୋ । ବାହୁବଳି ରକେଟ…

ଗାନ୍ଧୀଙ୍କ ଆଦର୍ଶରେ ଦେଶ ଶାସନ ବିଜେପି ସରକାରର ଲକ୍ଷ୍ୟ: ମୋହନ ମାଝୀ

କଟକ: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲ୍ଲା ତେଲେଙ୍ଗା ପେଣ୍ଠରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧୀଙ୍କର ମାନବିକତା ଓ ସମାଜ ପ୍ରତି ଅବଦାନର…

ଘର ତୋଳିବାକୁ ଚାହୁଁଛନ୍ତି କି, ତେବେ ନିର୍ମାଣ ଆଗରୁ ଏହି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ, ନୋହିଲେ…

ଓଡିଶା ଭାସ୍କର: ଆମ ସମସ୍ତଙ୍କ ପାଇଁ ଘରଟିଏ ନିହାତି ଦରକାର । ଭଡା ଘରେ ଭଡା ଗଣିବା ଅପେକ୍ଷା ନିଜର ଘର ଖଣ୍ଡିଏ ହେଲେ ଅନେକ ଫାଇଦା ରହିଛି । ତେଣୁ ଆଜିକାଲିର ଯୁବପିଢି ଏହି ଦିଗଟି ପ୍ରତି ସଚେତନ । ତେଣୁ ଚାକିରି କରିବା…

ହରିଆଣା ଭୋଟ ଆଗରୁ ରାମ ରହିମଙ୍କ ପାରୋଲ ବିଜେପି ଆଡକୁ ଭୋଟରଙ୍କୁ କରିପାରିବ କି ଆକୃଷ୍ଟ?

ଚଣ୍ଡିଗଡ: ହରିଆଣା ବିଧାନସଭା ନିର୍ବାଚନର ଠିକ ୩ ଦିନ ପୂର୍ବରୁ, ବୁଧବାର ସକାଳୁ ସକାଳୁ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମଙ୍କୁ ପାରୋଲରେ ଛଡା ଯାଇଥି । ସେ ୨୦ ଦିନ ପାରୋଲରେ ଜେଲରୁ…