ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଦକ୍ଷ ଯୁବ ଶକ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟେସନରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ…

ଓସ୍କାର ଆୱାର୍ଡ ୨୦୨୫: ଦ୍ୱିତୀୟ ହିନ୍ଦୀ ଫିଲ୍ମ ଭାବେ ଏସଭିଏସ ମନୋନୀତ

ନୂଆଦିଲ୍ଲୀ: ଭାରତକୁ ଆସିପାରେ ବିଶ୍ୱର ସମ୍ମାନସ୍ପଦ ଓସ୍କାର ଆୱାର୍ଡ । ୨୦୨୫ ଓସ୍କାର ପାଇଁ ଦୁଇ ଦୁଇଟି ହିନ୍ଦୀ ମୁଭି ଏଣ୍ଟ୍ରୀ ମାରିଛି । ପ୍ରଥମେ ଲାପତା ଲେଡିଜ୍ ଓସ୍କାର ପୁରସ୍କାର ମନୋନୟ ଶ୍ରେଣୀରେ ସାମିଲ ହୋଇଥିଲା…

ପରାଜୟର ୩ ମାସ ପରେ ବି ଶୁଖୁନି ଘାଆ, ବେଳ ଅବେଳରେ ଉଖୁରଉଛନ୍ତି ନେତା

ଓଡିଶା ଭାସ୍କର: ନିର୍ବାଚନକୁ ବିତିଲାଣି ୩ ମାସ, ହେଲେ ବିଜେଡି ନେତାଙ୍କ ଭିତରେ ଥିବା ପରାଜୟ ଗ୍ଲାନି ହେଉନି ପ୍ରଶମିତ । ପରାଜୟର ଯେଉଁ କାରଣକୁ ନେଇ ଦଲ ମୁଖିଆ ସମୀକ୍ଷା କରିବାକୁ ଚାହୁଁ ନାହାନ୍ତି, ଦଳର ବରିଷ୍ଠମାନେ…

(video) ମୟୂରଭଞ୍ଜରେ ହାତୀ ଉପଦ୍ରବ: ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ

ମୟୂରଭଞ୍ଜ: ଜିଲ୍ଲାର ବାରିପଦା ବନଖଣ୍ଡର ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଶୁଳିଆପଦା ଥାନା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।…

ପ୍ରିନ୍ସିପାଲଙ୍କ ଲୋଳୁପ ନଜରରେ ପଡିଲା ପ୍ରଥମ ଶ୍ରେଣୀ ଛାତ୍ରୀ, ଦୁଷ୍କର୍ମରେ ବିଫଳ ହୋଇ ଚିପିଦେଲେ ତଣ୍ଟି

ଗାନ୍ଧୀନଗର: ଗୁଜୁରାଟର ଦାହୋଡ ଥାନା ଅଧୀନରେ ଲଜ୍ଜା । ପ୍ରଥମ ଶ୍ରେଣୀ ଛାତ୍ରୀ ସହ ଦୁଷ୍କର୍ମ କରିବାକୁ ଯାଇ ମାରିଦେଲା ନରପିଶାଚ ରୂପୀ ସ୍କୁଲର ପ୍ରିନ୍ସିପାଲ । ୬ ବର୍ଷର ଛାତ୍ରୀର ମୃତଦେହ ସ୍କୁଲ ପରିସରରୁ ଉଦ୍ଧାର ପରେ…

(Breaking) ଶ୍ରୀମନ୍ଦିର ଘିଅରେ ଅପମିଶ୍ରଣ! ଯାଞ୍ଚ କରିବ ଜିଲ୍ଲା ପ୍ରଶାସନ

ପୁରୀ: ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଜଣାପଡିବା ପରେ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଜିଲ୍ଲାପାଳ…

ସଫେଇ କର୍ମୀ ଧାରଣାରେ, ଉଠୁନି ଅଳିଆ, କ୍ୟାପିଟାଲ ହସ୍ପିଟାଲ ଫାଟିପଡୁଛି ଦୁର୍ଗନ୍ଧରେ

ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ ରେଫର୍ଡ ହସ୍ପିଟାଲ ଭାବେ ଜଣାଶୁଣା ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପରିସର ଦୁର୍ଗନ୍ଧରେ ଫାଟିପଡୁଛି । ହସ୍ପିଟାଲର ସବୁ ଆଡେ କୁଢ କୁଢ ଅଳିଆ ଆବର୍ଜନା । ହସ୍ପିଟାଲର ସଫେଇ କର୍ମଚାରୀଙ୍କ…

ପ୍ୟାରିସ ଫାସନ ୱିକ ୨୦୨୪: ଐଶ୍ୱର୍ଯ୍ୟାଙ୍କୁ ଦେଖି ଲୋକେ ହରାଇଲେ ହୋସ

ପ୍ୟାରିସ: ପ୍ୟାରିସ ଫାସନ ସପ୍ତାହ ପାଇଁ ଫାସନ ଜଗତ ଚଳଚଞ୍ଚଳ । ବହୁ ଫିଲ୍ମ ଓ ମଡେଲିଂ ଜଗତର ଦିଗ୍ଜଙ୍କ ମେଳି ଏହି ଇଭେଣ୍ଟରେ । ଏଠାରେ ଉପସ୍ଥିତ ରହି ଅଭିନେତା, ଅଭିନେତ୍ରୀ ଓ ମଡେଲ ନିଜ ଜଲୱା ଦେଖାଉଛନ୍ତି । ତେବେ…

ସେୟାର ବଜାର ଭାଙ୍ଗିଲା ସର୍ବକାଳୀନ ରେକର୍ଡ, ୮୫ ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ: ସେୟାର ମାର୍କେଟ ଭାଙ୍ଗିଲା ସର୍ବକାଳୀନ ରେକର୍ଡ । ଉଭୟ ସେନସେକ୍ସ ଓ ନିପ୍ଟିରେ ସୃଷ୍ଟିହେଲା ନୂଆ ରେକର୍ଡ । ବମ୍ବେ ଷ୍ଟକ ଏକ୍ଚେଞ୍ଜରେ ସେନସେକ୍ସ ୮୫ ହଜାର ଛୁଇଁଛି, ଯାହା ୮୪,୯୨୮ ପଏଣ୍ଟରୁ କାରବାର ଆରମ୍ଭ…

ହେଙ୍ଗୁରେ ରହିଛି ବହୁ ଔଷଧୀୟ ଗୁଣ, ବଡ ବଡ ରୋଗର କରିବ ନିଦାନ

ଓଡିଶା ଭାସ୍କର: ଖାଦ୍ୟ ସ୍ୱାଦିଷ୍ଟ କରିବାକୁ ଆମେ ହେଙ୍ଗୁ ବ୍ୟବହାର କରିଥାଉ । ହେଲେ ଆପଣ ଜାଣନ୍ତି କି, ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରିବା ନୁହେଁ, ବହୁ ରୋଗର ନିରାକରଣ କରିପାରେ ହେଙ୍ଗୁ । ଏଥିରେ ରହିଛି ଅନେକ ଔଷଧୀୟ…