ହିନ୍ଦୁତ୍ୱ ଶବ୍ଦକୁ ନେଇ ସୁପ୍ରିମ କୋର୍ଟରେ କଣ କୁହାଯାଇଛି ?

ନୂଆଦିଲ୍ଲୀ: ହିନ୍ଦୁତ୍ୱ ଶବ୍ଦକୁ ନେଇ ଉଠିଲା ଆପତ୍ତି । ହିନ୍ଦୁତ୍ୱକୁ ଧର୍ମ ସହ ଯୋଡିବାକୁ ହୋଇଥିବା ଚେଷ୍ଟାକୁ ନିରସ୍ତ୍ର କରି ଦେଇଛନ୍ତି ସୁପ୍ରିମ କୋର୍ଟ । ଜଣେ ୬୫ ବର୍ଷୀୟ ଡାକ୍ତରଙ୍କ ଜନହିତ ଯାଚିକାକୁ ଖାରଜ କରି…

ନିତି ଦିନିଆ କଥା ହୋଇଛି ରେଳ ଦୁର୍ଘଟଣା, କାରଣ ଖୋଜୁଛି ସଂସଦୀୟ ସମିତି

ନୂଆଦିଲ୍ଲୀ: କିଛି ମାସ ହେବ ଦେଶରେ ରେଳଦୁର୍ଘଟଣା ଯେମିତି ଏକ ନିୟମିତ ବ୍ୟବସ୍ଥା ହୋଇଗଲାଣି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ରେଳ ଯାତ୍ରା ପ୍ରତି ଭୟ ଦେଖାଦେଲାଣି । ବାରମ୍ବାର ରେଳ ଦୁର୍ଘଟଣାକୁ ନେଇ ସଂସଦୀୟ ସମିତି ରେଳ…

(Video) ଲରେନ୍ସକୁ ଏନକାଉଣ୍ଟର କଲେ ପୋଲିସକୁ ମିଳିବ ଏକ କୋଟି ପୁରସ୍କାର, କରନି ସେନା କଲା ଘୋଷଣା

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଓ ଅଭିନେତା ସଲମାନ ଖାନଙ୍କ ହତ୍ୟା ଧମକ ପରେ ଚର୍ଚ୍ଚାରେ ଲରେନ୍ସ ବିଷ୍ଣୋଇ । ଏପରି ସମୟରେ କରନି ସେନା କରିଛି ଏକ ବଡ ଘୋଷଣା । ଲରେନ୍ସକୁ ଏନକାଉଣ୍ଟର କରିବା…

ଦୁଇ ଜମଜ ସନ୍ତାନଙ୍କୁ ନିଆରା ଢଙ୍ଗରେ ୱିସ କଲେ ଅଭିନେତା ସଞ୍ଜୟ ଦତ୍ତ

ନୂଆଦିଲ୍ଲୀ: ବଲିଉଡର ଖଳନାୟକ ତଥା ଅଭିନେତା ସୁନିଲ ଦତ୍ତ ଓ ଅଭିନେତ୍ରୀ ନର୍ଗୀସଙ୍କ ଏକମାତ୍ର ପୁଅ ସଞ୍ଜୟ ଦତ୍ତଙ୍କ ଷ୍ଟାଇଲ ସମସ୍ତଙ୍କଠାରୁ ନିଆରା । ସବୁ ସମୟରେ କିଛି ହଟକେ ଥାଏ ସଞ୍ଜୁବାବାଙ୍କ ଷ୍ଟାଇଲ, ଯାହାକୁ ନେଇ…

ମୋଦିଙ୍କ ଡିଗ୍ରୀ: ମାନହାନୀ ମକଦ୍ଦମାରେ ଛନ୍ଦିହେବେ ଆପର ଦୁଇ ନେତା

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମ କୋର୍ଟରୁ ମିଳିଛି ସୁପ୍ରିମ ଝଟକା । ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କରିଥିବା ଟିପ୍ପଣୀରେ କେଜରିିୱାଲଙ୍କୁ ହୋଇଥିଲା…

ନିଜ ପାରମ୍ପରିକ ଗଡ ଗାନ୍ଦରବଲ ରଖି ବଡଗାମ ଛାଡିଲେ ଉମାର

ଶ୍ରୀନଗର: ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ହେବା ପରେ ଉମାର ଅବଦୁଲ୍ଲା ବଡଗାମ ବିଧାନସଭା ଆସନରୁ ଇସ୍ତଫା ଦେଇଥିବା ବେଳେ ନିଜ ପରିବାରର ପାରମ୍ପରିକ ଗଡ ଗାନ୍ଦରବଲକୁ ରଖିଛନ୍ତି । ଏନେଇ ଜମ୍ମୁ ବିଧାନସଭାର ପ୍ରୋଟେମ…

ଭଗବାନଙ୍କ ଉପରେ ବିଶ୍ୱାସ ଥିଲେ, ସେ ବାଟ ଦେଖାନ୍ତି: ନିଜ ଅଙ୍ଗେନିଭା କଥା କହିଲେ ସିଜେଆଇ

ନୂଆଦିଲ୍ଲୀ: ମୁଁ ପ୍ରତିଦିନ ଭଗବାନଙ୍କ ପୂଜା କରିଥାଏ । ଅଯୋଧ୍ୟାବିବାଦକୁ ନେଇ ଭଗବାନଙ୍କୁ ପ୍ରାର୍ଥନା କରିଥିଲି । ଏମିତି କହିଛନ୍ତି ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ । ସିଜେଆଇ ନିଜ ପୈତୃକ ଗାଁ, ପୁଣେର ଖେଡ…

ଗାଧେଇବା ବେଳେ ପଡିଗଲେ ଲୁଲା, ମୁଣ୍ଡରେ ଆଘାତ, ଡାକ୍ତର ଦେଲେ ବେଡ ରେଷ୍ଟ ପରାମର୍ଶ

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦ ସିଲ୍ୱା ଗାଧୁଆ ଘରେ ଖସିପଡିବାରୁ ଆହତ ହୋଇଛନ୍ତି । ଡାକ୍ତରୀ ଦଳ ରାଷ୍ଟ୍ରପତିଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ଆହତ କାରଣରୁ ଲୁଲାଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ…

୨୦୨୫ରେ ଶନି, ରାହୁ, କେତୁ ଗୋଚର ଯୋଗ; ୭ ରାଶି ପାଇଁ ଭୟଙ୍କର ପରିସ୍ଥିତି ବେଳେ ୫ ରାଶିର ରହିଛି ସବୁ କ୍ଷେତ୍ରରେ ଉନ୍ନତି

ଓଡିଶା ଭାସ୍କର: ଆଉ ଦିନ କେଇଟା, ଶେଷ ହେବ ବର୍ଷ ୨୦୨୪ ଓ ଆରମ୍ଭ ହେବ ୨୦୨୫ । ତେଣୁ ଆଗାମୀ ବର୍ଷ କେମିତି ରହିବ କେଉଁ ରାଶି ପାଇଁ ତାକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ । ନିଜ ନିଜ ଜାତକ ଧରି ଅନେକ ଜୋତିଷଙ୍କ ପାଖକୁ…

(breaking) ବାତ୍ୟା ଦାନା’ର ମୁକାବିଲା ପାଇଁ କି କି ପଦକ୍ଷେପ ନେଉଛି ପ୍ରଶାସନ?

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାର ସଜାଗ । ଘନଘନ ବୈଠକ କରି ବିଭିନ୍ନ ବିଭାଗ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଜାରି କରାଯାଉଛି । ଆଜି ବାତ୍ୟା ସ୍ଥିତି ଓ ମୁକାବିଲା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…