ଶୀତରୁ ବର୍ତ୍ତିବାକୁ ଦେଶୀ ଜୁଗାଡ ବାହାର କରିଛନ୍ତି ଜେଜେ, ଯାହାର ଭିଡିଓ ଭାଇରାଲ ହେଉଛି

ଓଡିଶା ଭାସ୍କର: କାର୍ତ୍ତିକ ମାସ ହେଲାଣି, ହେଲେ ଶୀତ ନାହିଁ । ହେଲେ ସୋସିଆଲ ମିଡିଆରେ ଶୀତକୁ ମାତ ଦେବାର ଏକ କୌଶଳ ଜୋରସୋରରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ କେମିତି ଶୀତରୁ ବଞ୍ଚିବାକୁ ଜଣେ ବୃଦ୍ଧ କି ଦେଶୀ…

ବିମାନରେ ବୋମା ଗୁଜବ: ଆଇନରେ ସଂଶୋଧନ ପାଇଁ ବିଭାଗ ଚିନ୍ତା କରୁଛି କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ବିଗତ କିଛି ଦିନ ହେବ ବିମାନରେ ବୋମା ନେଇ ଗୁଜବ ଚିନ୍ତାର କାରଣ ହୋଇଛି । ଏହାକୁ ଗମ୍ଭୀରତା ସହ ନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ମନ୍ତ୍ରଣାଳୟ ତରଫରୁ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ସହ…

ଭାଇ ଛାଡିଥିବା ୱାଇନାଡରୁ ନାମାଙ୍କନ ଭରିଲେ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା, ସାଙ୍ଗରେ ଥିଲେ ସ୍ୱାମୀ ରବର୍ଟ

ୱାଇନାଡ: ନାମାଙ୍କନ ପତ୍ର ଭରିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । କେରଳର ୱାଇନାଡ ଆସନ ରାହୁଲ ଛାଡିବା ପରେ ଏହି ଆସନ ଖାଲି ଥିବା ବେଳେ ଏଠି ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ପ୍ରୟଙ୍କା ଭାଇ ରାହୁଲ…

ମହିଳାଙ୍କ କ୍ଷେତ୍ରରେ ଘାତକ ହେଉଛି ଏମପକ୍ସର ନୂଆ ଭାରିଆଣ୍ଟ, ହୁ ଦେଲା ସୂଚନା

ନୂଆଦିଲ୍ଲୀ: ମଙ୍କିପକ୍ସର ନୂଆ ଷ୍ଟ୍ରେନକୁ ନେଇ ୱାର୍ଲ୍ଡ ହେଲ୍ଥ ଅରଗାନାଇଜେନର ଚିନ୍ତା । ଏମପକ୍ସ ଭୂତାଣୁ ଜନିତ ରୋଗ । ଏହା ଆନ୍ଥୋପକ୍ସ ଭୁତାଣୁର ଏକ ପ୍ରଜାତି । ହୁ କହିଛି, ନୂଆ ଏମପକ୍ସ ଛୋଟ ଝିଅ ଓ ଯୁବା ମହିଳାଙ୍କ…

ଦାନାକୁ କେମିତି କରିବା ପ୍ରତିହତ, ନିଜକୁ ଓ ପରିବାରକୁ ରଖିବେ ସୁରକ୍ଷିତ?

ଭୁବନେଶ୍ୱର: ବାତ୍ୟା ଦାନାକୁ ନେଇ ରାଜ୍ୟବାସୀ ଆତଙ୍କିତ । କିନ୍ତୁ ଭୟଭୀତ ହେଲେ କିଛି ଲାଭ ନାହିଁ । ଯେମିତି ରୋଗ ପାଇଁ କୁହାଯାଏ, ସତର୍କତା ହିଁ ଉପଶମଠାରୁ ଭଲ । ସେମିତି ବାତ୍ୟା ପାଇଁ ଆତଙ୍କିତ ହୋଇ ବସିରହିବା…

ବିମାନରେ ବୋମା… ଗୁଜବ କଲ ପାଇଁ ଏୟାର ଇଣ୍ଡିଆକୁ କେତେ କ୍ଷତି ସହିବାକୁ ପଡିଛି?

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିମାନରେ ବୋମା ପରି ଫେକ କଲ ଏକ ସାଧାରଣ ଘଟଣା ହୋଇଗଲାଣି । ସରକାର ଏହା ମଧ୍ୟରେ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି ଓ କଠୋର ନିୟମ ପ୍ରଣୟନ କରିଛନ୍ତି । ହେଲେ ଏହି ବେନାମୀ ଓ ମିଛ…

ମଦ୍ରାସା ଆକ୍ଟର ରାୟ ସଂରକ୍ଷିତ, ଶୁଣାଣି କାଳରେ କୋର୍ଟ କହିଲେ, ୭୦୦ ବର୍ଷର ଇତିହାସ ନଷ୍ଟ କରିପାରିବା ନାହିଁ

ନୂଆଦିଲ୍ଲୀ: ୟୁପିର ମଦ୍ରାସା ଆକ୍ଟକୁ ନେଇ ସୁପ୍ରିମ କୋର୍ଟ ରାୟ ସଂରକ୍ଷିତ ରଖାଯାଇଛି । ୟୁପି ସରକାର ଶିଣାଣି କାଳରେ ନିଜ ପକ୍ଷ ରଖି କହିଛନ୍ତି କି, ମଦ୍ରାସା ଆକ୍ଟର ସେହି ସବୁ ବ୍ୟବସ୍ଥାର ସମୀକ୍ଷା ହେବା ଜରୁରୀ,…

(Breaking) ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ, ବହୁ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ ଓଡିଶା । ମୋଦିଙ୍କର ରାଉରକେଲା ଗସ୍ତର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସିବେ । ଜନଜାତି…

ପାଟନା ଯିବାକୁ ୬୦୦ ଟଙ୍କା ଧାର ନେଇ ଯାଇଥିବା ଶିକ୍ଷକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ

ପାଟନା: ବିହାରର ବେଗୁସରାଇରେ ଚାଞ୍ଚଲ୍ୟ । ଏକ ପୋଖରୀରୁ ମିଳିଛି ମୁହଁ ବନ୍ଧା ବସ୍ତା, ଯେଉଁଥିରେ ସ୍ଥାନୀୟ ଅଞ୍ଚଳରୁ ନିଖୋଜ ଜଣେ ଶିକ୍ଷକଙ୍କ କଟା ମୃତଦେହ ମିଳିଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ବାତାବରଣ । ପୋଲିସ…

ଜେପିସି ବୈଠକରେ ହଙ୍ଗାମା, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କମିଟିରୁ ନିଲମ୍ବିତ

ନୂଆଦିଲ୍ଲୀ: ୱାକ୍ଫ ରାଗରେ ଜେପିସି ମିଟିଂରେ ନେତା ପାଣି ବୋତଲ ଭାଙ୍ଗିଛନ୍ତି । ୱାକ୍ଫ ସଂଶୋଧନ ବିଧେୟକ ଉପରେ ଜେପିସି ବୈଠକରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ, ବିଜେପିର ଅବିଜିତ ଗଂଗୋପାଧ୍ୟାୟଙ୍କ ମଧ୍ୟରେ ଭୀଷଣ…