ପ୍ରିନ୍ସିପାଲଙ୍କ ଲୋଳୁପ ନଜରରେ ପଡିଲା ପ୍ରଥମ ଶ୍ରେଣୀ ଛାତ୍ରୀ, ଦୁଷ୍କର୍ମରେ ବିଫଳ ହୋଇ ଚିପିଦେଲେ ତଣ୍ଟି

ଗାନ୍ଧୀନଗର: ଗୁଜୁରାଟର ଦାହୋଡ ଥାନା ଅଧୀନରେ ଲଜ୍ଜା । ପ୍ରଥମ ଶ୍ରେଣୀ ଛାତ୍ରୀ ସହ ଦୁଷ୍କର୍ମ କରିବାକୁ ଯାଇ ମାରିଦେଲା ନରପିଶାଚ ରୂପୀ ସ୍କୁଲର ପ୍ରିନ୍ସିପାଲ । ୬ ବର୍ଷର ଛାତ୍ରୀର ମୃତଦେହ ସ୍କୁଲ ପରିସରରୁ ଉଦ୍ଧାର ପରେ…

(Breaking) ଶ୍ରୀମନ୍ଦିର ଘିଅରେ ଅପମିଶ୍ରଣ! ଯାଞ୍ଚ କରିବ ଜିଲ୍ଲା ପ୍ରଶାସନ

ପୁରୀ: ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଜଣାପଡିବା ପରେ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଜିଲ୍ଲାପାଳ…

ସଫେଇ କର୍ମୀ ଧାରଣାରେ, ଉଠୁନି ଅଳିଆ, କ୍ୟାପିଟାଲ ହସ୍ପିଟାଲ ଫାଟିପଡୁଛି ଦୁର୍ଗନ୍ଧରେ

ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ ରେଫର୍ଡ ହସ୍ପିଟାଲ ଭାବେ ଜଣାଶୁଣା ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପରିସର ଦୁର୍ଗନ୍ଧରେ ଫାଟିପଡୁଛି । ହସ୍ପିଟାଲର ସବୁ ଆଡେ କୁଢ କୁଢ ଅଳିଆ ଆବର୍ଜନା । ହସ୍ପିଟାଲର ସଫେଇ କର୍ମଚାରୀଙ୍କ…

ପ୍ୟାରିସ ଫାସନ ୱିକ ୨୦୨୪: ଐଶ୍ୱର୍ଯ୍ୟାଙ୍କୁ ଦେଖି ଲୋକେ ହରାଇଲେ ହୋସ

ପ୍ୟାରିସ: ପ୍ୟାରିସ ଫାସନ ସପ୍ତାହ ପାଇଁ ଫାସନ ଜଗତ ଚଳଚଞ୍ଚଳ । ବହୁ ଫିଲ୍ମ ଓ ମଡେଲିଂ ଜଗତର ଦିଗ୍ଜଙ୍କ ମେଳି ଏହି ଇଭେଣ୍ଟରେ । ଏଠାରେ ଉପସ୍ଥିତ ରହି ଅଭିନେତା, ଅଭିନେତ୍ରୀ ଓ ମଡେଲ ନିଜ ଜଲୱା ଦେଖାଉଛନ୍ତି । ତେବେ…

ସେୟାର ବଜାର ଭାଙ୍ଗିଲା ସର୍ବକାଳୀନ ରେକର୍ଡ, ୮୫ ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ: ସେୟାର ମାର୍କେଟ ଭାଙ୍ଗିଲା ସର୍ବକାଳୀନ ରେକର୍ଡ । ଉଭୟ ସେନସେକ୍ସ ଓ ନିପ୍ଟିରେ ସୃଷ୍ଟିହେଲା ନୂଆ ରେକର୍ଡ । ବମ୍ବେ ଷ୍ଟକ ଏକ୍ଚେଞ୍ଜରେ ସେନସେକ୍ସ ୮୫ ହଜାର ଛୁଇଁଛି, ଯାହା ୮୪,୯୨୮ ପଏଣ୍ଟରୁ କାରବାର ଆରମ୍ଭ…

ହେଙ୍ଗୁରେ ରହିଛି ବହୁ ଔଷଧୀୟ ଗୁଣ, ବଡ ବଡ ରୋଗର କରିବ ନିଦାନ

ଓଡିଶା ଭାସ୍କର: ଖାଦ୍ୟ ସ୍ୱାଦିଷ୍ଟ କରିବାକୁ ଆମେ ହେଙ୍ଗୁ ବ୍ୟବହାର କରିଥାଉ । ହେଲେ ଆପଣ ଜାଣନ୍ତି କି, ଖାଲି ଖାଦ୍ୟକୁ ସ୍ୱାଦିଷ୍ଟ କରିବା ନୁହେଁ, ବହୁ ରୋଗର ନିରାକରଣ କରିପାରେ ହେଙ୍ଗୁ । ଏଥିରେ ରହିଛି ଅନେକ ଔଷଧୀୟ…

ଚନ୍ଦ୍ରର ଦକ୍ଷିଣ ମେରୁରେ ଗଭୀର ଗର୍ତ୍ତ ପାଇଛି ପ୍ରଜ୍ଞାନ, ଏହା ହୁଏତ ସର୍ବ ପୁରାତନ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରାୟନ-୩ର ରୋଭର ପ୍ରଜ୍ଞାନ ଆଜି ବି ଚନ୍ଦ୍ରର ଦକ୍ଷିଣ ମେରୁରେ କାର୍ଯ୍ୟକ୍ଷମ ରହିଛି । ବିଭିନ୍ନ ସମୟରେ ଚନ୍ଦ୍ର ସମ୍ବନ୍ଧୀୟ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିବାରେ ଲାଗିଛି । ନିକଟରେ ପ୍ରଜ୍ଞାନ…

ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣାଇବାକୁ ଆଉ ଆସିବାକୁ ହେବନି ଭୁବନେଶ୍ୱର, ଜିଲ୍ଲାରେ ଶୁଣିବେ…

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ନିଜ ନିଜ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇବାକୁ ଆଉ ରାଜଧାନୀକୁ ଖର୍ଚ୍ଚାନ୍ତ ହୋଇ ଆସିବାକୁ ପଡିବନାହିଁ । ମୁଖ୍ୟମନ୍ତ୍ରୀ ଯିବେ ଲୋକଙ୍କ…

ଯାହା କଲେ ବି ଅର୍ଥାଭାବ ଲାଗିରହୁଛି, ତେବେ ସହଜ ଉପାୟ ଆପଣାନ୍ତୁ ଦୂର ହେବ ସମସ୍ୟା

ଓଡିଶା ଭାସ୍କର: ଦୈନନ୍ଦିନ ଜୀବନରେ ଝାଡୁର ଆବଶ୍ୟକତା ରହିଛି । ଘର ଓଳେଇବା କାମରେ ଝାଡୁ ଲାଗୁଥିବା ସମସ୍ତେ ଭାବନ୍ତି । କିନ୍ତୁ ଅନେକଙ୍କୁ ଜଣା ନାହିଁ, ଝାଡୁ ମଧ୍ୟ ଆପଣଙ୍କୁ ଆଣିଦେବ ସୌଭାଗ୍ୟ । ହୁ ହୁ ହୋଇ ବଢିଚାଲିବ…

(video) ଭରତପୁର ଥାନାରେ ବାସ୍ତୁଦୋଷ, ଖଣ୍ଡନ ପାଇଁ ହେଲା ପୂଜା ପାଠ

ଭୁବନେଶ୍ୱର: ଦୀର୍ଘ ବିବାଦ ପରେ ଭରତପୁର ଥାନା ଘଟଣାରେ ଆସିଛି ଶୀଥିଳତା । ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ପରେ ସବୁ ପକ୍ଷ ଆଶ୍ୱସ୍ତ । ସେପଟେ ଥାନାବାବୁ ଦୀନବନ୍ଧୁ ମିଶ୍ରଙ୍କ ନିଲମ୍ବନ ପାଇଁ ଥାନାକୁ ମିଳିଛନ୍ତି ନୂଆ…