(Video) ଦୈନନ୍ଦିନ କାମ କରିବାକୁ ପ୍ରସ୍ତୁତ ମସ୍କଙ୍କ ରୋବଟ ଆର୍ମୀ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ୱି, ରୋବଟ ଇଭେଣ୍ଟରେ ଟେଲ୍ସା ତାର ସଦ୍ୟତମ ଉଦ୍ଭାବନ ପ୍ରଦର୍ଶନ କରିଛି । ମନୁଷ୍ୟାକୃତ ରୋବଟଗୁଡିକୁ ସର୍ବ ସମ୍ମୁଖକୁ ଆଣିଛନ୍ତି ଟେଲ୍ସାର ମାଲିକ ଏଲେନ ମସ୍କ । ଏହି ଇଭେଣ୍ଟରେ ଟେଲ୍ସାର…

ପ୍ରତିଶୋଧ ନେବ ଇଜରାଏଲ, ଇରାନ ଉପରେ ଆକ୍ରମଣ କରିବାକୁ ଡାକିଲା ବୈଠକ

ନୂଆଦିଲ୍ଲୀ: ଇଜରାଏଲ ଉପରେ ଇରାନର ୧୮୦ ମିଜାଇଲ ଆଟାକର ପ୍ରତିେଶୋଧ ନେବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କଲେଣି ରଣନୀତି ପ୍ରସ୍ତୁତ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା କ୍ୟାବିନେଟ ବୈଠକ ହେବାକୁ…

ଏସିଆନ-ଇଣ୍ଡିଆ ସମିତି: ଚୀନର ବିସ୍ତାରବାଦକୁ ସଦସ୍ୟ ରାଷ୍ଟ୍ରଙ୍କ ନିନ୍ଦା, ମୋଦି ଦେଲେ ଚୀନକୁ ପରାମର୍ଶ

ନୂଆଦିଲ୍ଲୀ: ଚୀନର ବିସ୍ତାରବାଦରେ ଅତିଷ୍ଟ ହେଲେଣି ଏସିଆର ବହୁ ରାଷ୍ଟ୍ର । ମେଳି କଲେଣି ୧୦ ଦେଶ । ଏହାର ଭରପୁର ଫାଇଦା ଉଠାଇବାର କୌଣସି ମୌକା ଛାଡିବାକୁ ନାରାଜ ପ୍ରଧାନମନ୍ତ୍ରୀ ମୋଦି । ଏସିଆନ ଶୀଖର ସମ୍ମିଳନୀ…

କ୍ୟାବିନେଟ ବୈଠକ ମଝିରୁ କାହିଁକି ଉଠି ଚାଲିଗଲେ ଉପମୁଖ୍ୟମନ୍ତ୍ରୀ?

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନର ଠିକ ପୂର୍ବରୁ ମହାୟୁତି ମେଣ୍ଟରେ ଫାଟ ପରି ଅନୁଭୂତ ହେଉଛି । ଏମିତି ଚର୍ଚ୍ଚା ଗୁରୁବାର କ୍ୟାବିନେଟ ମିଟିଂ ପରଠାରୁ ଜୋର ଧରିଛି । ଗୁରୁବାର କ୍ୟାବିନେଟ ମିଟିଂ ବସିଥିଲା । ମିଟିଂର…

ଲେବାନନ ଆତଙ୍କୀ ସଂଗଠନକୁ ବ୍ୟାନ କଲା ଭାରତ ସରକାର

ନୂଆଦିଲ୍ଲୀ: ଲେବାନନ ଆତଙ୍କୀ ସଂଗଠନ ଉପରେ କେନ୍ଦ୍ରର କଡା ପଦକ୍ଷେପ । ବ୍ୟାନ କରାଗଲା ଲେବାନନର ଆତଙ୍କୀ ସଂଗଠନ ହିଜବ ଉତ ତହରିର । ସଂଗଠନ ପୁଣି ଥର ସାରା ବିଶ୍ୱରେ ମୁସମାନଙ୍କୁ ଏକତ୍ରିତ କରି ଇସ୍ଲାମିକ ଖଲିଫା…

ଥମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର, ଦେବାଦେବୀଙ୍କୁ ବି ଛାଡୁନାହାନ୍ତି ଦୁରାଚାରୀ

ନୂଆଦିଲ୍ଲୀ: ପଡୋଶୀ ବାଙ୍ଗଲାଦେଶରେ ନୂଆ ମହମ୍ମଦ ୟୁନୁସ ସରକାର ଆସିବା ପରଠାରୁ ହିନ୍ଦୁ ଧର୍ମାବଲମ୍ବୀଙ୍କ କଥା ନ କହିବା ଭଲ । ଖାଲି ହିନ୍ଦୁଙ୍କ ଉପରେ ନୁହେଁ, ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଦୁବୃତ୍ତ ରଚୁଛନ୍ତି…

କାମ ଦେଉନି ନବୀନଙ୍କ ଫର୍ମୁଲା, ଦଳ ଛାଡିଲେ କଟକ ବାରବାଟୀ ପ୍ରାର୍ଥୀ

ଭୁବନେଶ୍ୱର: ଆଜି ଶଙ୍ଖ ଛାଡିଲେ କଟକ ବାରବାଟୀର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା । ଏହା ପରେ ବିଜେଡି ସୁପ୍ରିମୋଙ୍କ ଅବସ୍ଥାକୁ ନେଇ ସବୁଠି ଚର୍ଚ୍ଚା । କୁହାଯାଉଛି, ପ୍ରାୟ ଏକ ଦଶନ୍ଧି ଧରି ନିଜ ନେତା ମନ୍ତ୍ରୀ,…

ଖଣ୍ଡଗିରି ଥାନାକୁ ଶନିଦଶା, ରାତି ହେଲେ…

ଭୁବନେଶ୍ୱର: ଖଣ୍ଡଗିରି ଥାନାକୁ ପଡିଛି ଶନିଦଶା । ନିଶାସକ୍ତ ମହିଳାଙ୍କ ଏହି ଥାନା ଉପରେ ନଜର । ଆଗରୁ ଏହି ଥାନାରେ ମହିଳା ମଦ ପିଇ ମାତାଲ ଅବସ୍ଥାରେ ଆସି ଏଠି ହଙ୍ଗାମା କରୁଥିବା କଥା ଶୁଣିବାକୁ ମିଳୁଥିଲା । ଏବେ ଏକ…

(Video) ନାବାଳିକାକୁ ଅଚେତ କରିବା ପରେ ଦୁଷ୍କର୍ମ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ଗିରଫ ମୁସଲମାନ ଯୁବକ

ଚମେଲି: ଉତ୍ତରାଖଣ୍ଡ ଥେରାଲିର ଜଣେ ମୁସଲମାନ ଯୁବକଙ୍କୁ ଗିରଫ କରିଥି ଚମୋଲି ପୋଲିସ । ବାରିକ କାମ କରୁଥିବା ଏହି ଯୁବକ ବିରୋଧରେ ରହିଛି ସଂଗୀନ ଅଭିଯୋଗ । ସେ ଗାଁରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହ ଦୁଷ୍କର୍ମ…

(Video) ଓଃ କି ମାନସିକତା, ତାନ୍ତ୍ରିକର ପ୍ରରୋଚନାରେ ଜନ୍ମକଲା ଝିଅର ଜୀବନ ନେଲା ବାପା

ଲକ୍ଷ୍ନୌ: ଅନ୍ଧବିଶ୍ୱାସର କରୁଣ ପରିଣତି । ପତ୍ନୀଙ୍କୁ ଆରୋଗ୍ୟ କରିବାକୁ ନିଜ କୁନି ଝିଅକୁ ଦେଲେ ବଳି । ଏମିତି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁଜାଫରନଗରରେ । ଘଟଣା ସାର୍ବଜନୀନ ହେବା ପରେ ପୋଲିସ…