(Video) ଆମେରିକା ପ୍ରଚାର ମଞ୍ଚରେ ଟେଲ୍ସା ସିଇଓ, ସମ୍ବିଧାନର ଦ୍ୱାହି ଦେଇ ଟ୍ରମ୍ପଙ୍କୁ ଜିତାଇବାକୁ ଦେଲେ ଆହ୍ୱାନ
ୱାସିଂଟନ: ଆମେରିକାର ପେନସିଲଭେନିଆ ଅନ୍ତର୍ଗତ ବଟଲରରେ ଆୟୋଜିତ ନିର୍ବାଚନ ରାଲିରେ ଖଚାଖଚ ଭିଡ ଆଗରେ ନାଚିଲେ ଦୁନିଆର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମର ସିଇଓ ତଥା ମାଲିକ ଏଲୋନ ମସ୍କ । ଡୋନାଲ୍ଡ ଟ୍ରମ୍ପଙ୍କ…