ଆକାଶ ଛୁଆଁ ଆଳୁ, ପିଆଜ, ଟମାଟୋ ଦରକୁ କେମିତି କରିହେବ ନିୟନ୍ତ୍ରଣ, ରିସର୍ଚ୍ଚ ଦେଲା ଉପାୟ
ନୂଆଦିଲ୍ଲୀ: ଦେଶବାସୀ ଆଳୁ, ପିଆଜ, ଟମାଟୋର ଦରଦାମକୁ ନେଇ ଘାଇଲା ହୋଇପଡିଥିବା ବେଳେ ରିଜର୍ଭ ବ୍ୟାଙ୍କ ଏହାକୁ ନେଇ କରିଛି ରୋଚକ ଖୁଲାସା । ଗ୍ରାହକ ଏହି ସବୁ ସାମଗ୍ରୀ ପାଇଁ ଯେତେ ବି ଖର୍ଚ୍ଚ କରୁ ନା କାହିଁକି,…