୩ ବାଳକଙ୍କ ଉପରେ ଚଢିଗଲା କରଣ ଭୂଷଣଙ୍କ ପ୍ରଚାର ଗାଡି; ୨ ମୃତ, ଅନ୍ୟ ଜଣେ ଗୁରୁତର

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶ କେସରଗଞ୍ଜ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରଣ ଭୂଷଣ ସିଂହଙ୍କ ପ୍ରଚାର ଗାଡି ୩ ବାଳକଙ୍କ ଉପରେ ଚଢିଯିବା ଦ୍ୱାରା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ଜଣେ ଗୁରୁତର…

ମନ୍ଦିରରେ ଯାଇ ରୁହନ୍ତୁ ମୋଦୀ, ରାଜନୀତିରେ ତାଙ୍କର କ’ଣ କାମ ? ମୋଦୀଙ୍କୁ କାହିଁକି ଏପରି କହିଲେ ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯଦି ସେ ଦେବତା ତେବେ ତ ସେ ରାଜନୀତିରେ ସାମିଲ ହେବା କଥା ନୁହେଁ । ଏହା ପରିବର୍ତ୍ତେ ତାଙ୍କ…

ଏହି ଦେଶରେ ଛଡାଯାଇଛି ଲ୍ୟାବରେ ତିଆରି ହୋଇଥିବା ଲକ୍ଷ ଲକ୍ଷ ମଶା, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆଫ୍ରିକାର ବିଭିନ୍ନ ଦେଶ ମଶା ଓ ମଶାଙ୍କୁ ନେଇ ହେଉଥିବା ରୋଗକୁ ନେଇ ପୁରା ସମସ୍ୟାରେ ଅଛନ୍ତି । ଏବେ ସେମାନେ ମଶାଙ୍କ ଠାରୁ ମୁକ୍ତି ପାଇବା ପାଇଁ ଏକ ଭିନ୍ନ ଉପାୟ ଖୋଜି ବାହାର କରିଛନ୍ତି । ପୂର୍ବ…

ଆମ୍ ଆଦମୀ ପାର୍ଟି ଛାଡିଦେବେ କି ସ୍ୱାତୀ ? ଏକ ସାକ୍ଷାତକାରରେ କଲେ ଏପରି ଖୁଲାସା

ନୂଆଦିଲ୍ଲୀ:ଆମ ଆଦମୀ ପାର୍ଟି(ଆପ୍‌)ର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ୱାତୀ ମାଲିୱାଲ । ସ୍ୱାତୀ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ମାରପିଟ୍ ଘଟଣାକୁ…

ଓକିଲଙ୍କ କଳାକୋଟ୍ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଦାଖଲ ହେଲା ମାମଲା, ଇଂରେଜମାନଙ୍କ ଉପରେ ବି ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: କଳାକୋଟ୍ ଓକିଲଙ୍କ ପରିଚୟ ହୋଇଥାଏ । କିନ୍ତୁ ଅତ୍ୟଧିକ ଗରମରେ ଏହି ରଙ୍ଗର ପୋଷାକ ପିନ୍ଧିବାକୁ ବାରଣ କରାଯାଇଥାଏ । ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି । ଏଥିରେ ଗରମ ସମୟରେ…

(Video)କୋଠାର ତୃତୀୟ ମହଲାରେ ପହଞ୍ଚିଗଲା କୁମ୍ଭୀର, ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ଭିଡିଓ ହେଉଛି ଭାଇରାଲ୍‌

ଲକ୍ଷ୍ନୌ: ଏଠିକାର ବିଭୂତିଖଣ୍ଡ ଅଞ୍ଚଳରେ ଥିବା ଏକ କୋଠାରେ ହଠାତ୍ ଏକ କୁମ୍ଭୀର ପହଞ୍ଚି ଯିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ମିଳିଥିବା ଖବର ଅନୁଯାୟୀ ଏହି କୁମ୍ଭୀରଟି ବିକଲପ ଖଣ୍ଡ ୩ ମହ୍ଲୋର ପୋଲିସ…

ଜୈସଲମେର ସୀମାରେ ବିଏସଏଫ୍ ଯବାନ ସହୀଦ, ଅଂଶୁଘାତ କାରଣରୁ ଗଲା ଜୀବନ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଉତ୍ତର ଭାରତର ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ଉପରକୁ ରହୁଛି । ଭାରତ-ପାକିସ୍ତାନ ସ୍ଥିତ ଜୈସଲମେର ବର୍ଡରରେ ନିୟୋଜିତ ରହିଥିବା…

ବାର୍ ଆସୋସିଏସନର ବଡ ନିଷ୍ପତ୍ତି; କେହି ଓକିଲ ଲଢିବେନି ଗେମିଂଜୋନ୍ ଅଗ୍ନିକାଣ୍ଡ ଅଭିଯୁକ୍ତଙ୍କ କେସ୍‌

ନୂଆଦିଲ୍ଲୀ: ଗୁଜରାଟ ରାଜକୋଟରେ ହୋଇଥିବା ଗେମିଂ ଜୋନ୍ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଅକାଳରେ ୨୭ ଜୀବନ ଚାଲିଯିବା ପରେ ରାଜକୋଟ୍ ବାର୍ ଆସୋସିଏସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆସୋସିଏସନ୍ ଘୋଷଣା କରିଛି କି ଏହି…

ପାଣିପାଗ ବିଭାଗର ବଡ ଆକଳନ, ୫ଦିନ ଭିତରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ:ଆଗାମୀ ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ କହିଛି କି ୫ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିବ । ପାଗ ଅନୁକୂଳ ଥିବାରୁ ମୌସୁମୀ ବାୟୁ ଶୀଘ୍ର ଆସିଯିବ…

ସୁପ୍ରିମକୋର୍ଟରେ ବିଜେପିକୁ ଝଟ୍‌କା, ଖାରଜ କରିଦେଲେ ଏହି ଯାଚିକା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ବିରୁଦ୍ଧରେ ପ୍ରଚାରକୁ ନେଇ ବିଜେପିକୁ ସୁପ୍ରିମକୋର୍ଟରୁ ବି ଝଟ୍‌କା ମିଳିଛି । ଏହା ପୂର୍ବରୁ ଟିଏମସିକୁ ଲଜ୍ଜିତ କରିବା ଲାଗି ବିଜେପିର ବିଜ୍ଞାପନ ଉପରେ କୋଲକତା ହାଇକୋର୍ଟ ପ୍ରତିବନ୍ଧ…