fbpx

ଆମ ଦେଶରେ ନଡା ଜଳା ଯାଉଥିବା ବେଳେ ଚୀନ୍‌, ଜାପାନ ପରି ଦେଶରେ ଏଥିରୁ ପ୍ରସ୍ତୁତ ଇନ୍ଧନରେ ଚାଲୁଛି ବିଏମଡବ୍ଲ୍ୟୁ ଓ ମର୍ସିଡିଜ୍‌; କିପରି…

ନୂଆଦିଲ୍ଲୀ:ଭାରତରେ ନଡା ଜଳିବା ଏବେ ପ୍ରଦୂଷଣ ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି । ବିଶେଷକରି ଶୀତଦିନେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ଚାଷୀମାନେ ଧାନ କାଟିବା ପରେ ଏହି ସମୟରେ ଜମିରେ ରହିଯାଇଥିବା ନଡା…

ଇସ୍ରାଏଲରେ ୧୩ ମହିଳା ଯୋଦ୍ଧାଙ୍କୁ ନେଇ ହେଉଛି ଚର୍ଚ୍ଚା, ୧୦୦ରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ହତ୍ୟା କରି ସହରକୁ କଲେ ମୁକ୍ତ

ନୂଆଦିଲ୍ଲୀ: ଇସ୍ରାଏଲରେ ୪ ଲକ୍ଷରୁ ଅଧିକ ଯୁବକ ଯୁବତୀ ହମାସ ବିରୁଦ୍ଧରେ ଅସ୍ତ୍ର ଉଠାଇଛନ୍ତି । ଏହାରି ମଧ୍ୟରେ ୧୩ ଜଣ ମହିଳାଙ୍କ ଏକ ସେନା ଗ୍ରୁପକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହି ମହିଳା ଯୋଦ୍ଧାମାନେ ୧୦୦ରୁ ଅଧିକ…

ନିଜକୁ ଏଲିଅନ୍ ବୋଲି ଦାବୀ କରୁଛନ୍ତିି ଯୁବତୀ, କହିଛନ୍ତି ମୋତେ ମଣିଷ ପରି ଜୀଇଁବା ପସନ୍ଦ ନୁହେଁ

ଆମ ଏହି ଦୁନିଆରେ ବହୁ ଅଜବ ଚରିତ୍ର ଦେଖିବାକୁ ମିଳନ୍ତି । କେହି ନିଜର ଅଜବ ବେଶ ପୋଷାକ ଲାଗି ଚର୍ଚ୍ଚାରେ ରହିଥାଏ ତ ଆଉ କେହି ଶରୀରରେ ବିଭିନ୍ନ ପ୍ରକାର ଟାଟୁ ଆଙ୍କି । ଏହି ପ୍ରକାର ବ୍ରିଟେନ ବ୍ରାଡଫୋର୍ଡର ଜଣେ ମହିଳା…

ମଟନ ବଦଳରେ ବିକ୍ରୀ ହେଉଥିଲା ବିଲେଇ ମାଂସ, ଖବର ପାଇ ପୋଲିସ ଉଦ୍ଧାର କଲା ୧୦୦୦ ବିଲେଇ

ନୂଆଦିଲ୍ଲୀ: ମାଂସ ବିକ୍ରୀ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ବହୁ ଘୋଟାଲାର ଖବର ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଚୀନ୍‌ରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ସହଜରେ ବିଶ୍ୱାସ ହେବ ନାହିଁ । ଏଠାରେ ୧୦୦୦ରୁ…

କୃଷକଙ୍କ ଲାଗି ମୋଦୀ ସରକାରଙ୍କ ବଡ ଆଶ୍ୱସ୍ତି,ସାରରେ ସବସିଡି ପ୍ରଦାନ ଜାରି ରହିବା ସହିତ ମିଳିବ ଏହିସବୁ ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଅର୍ଥାତ୍ ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ କୃଷକଙ୍କ ଲାଗି ବହୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବୈଠକରେ…

IDF ଜାରି କଲା ଫୋନ୍ ରେକର୍ଡିଂ, ହତ୍ୟା ପରେ ଇହୁଦୀ ମହିଳାଙ୍କ ଫୋନ୍‌ରୁ ନିଜ ପିତାମାତାଙ୍କୁ ଗର୍ବର ସହ କଲ୍ କଲା ହମାସ ଆତଙ୍କବାଦୀ

ନୂଆଦିଲ୍ଲୀ:ଏବେ ଟ୍ୱିଟର(X)ରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ପକ୍ଷରୁ ଏକ ଫୋନ୍ ରେକର୍ଡିଂ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ହମାସ୍ ଆତଙ୍କବାଦୀ ଓ ତାର ପିତାମାତାଙ୍କ ସହ ବାର୍ତ୍ତାଳାପ ଶୁଣିବାକୁ ମିଳୁଛି ।…

ଅମିତାଭ କହିଲେ ‘ମୋ ଘର ତ ଏକ ଛୋଟ ଭାରତ ପରି’ , ଟିଭି ଶୋ’ରେ କାହିଁକି ଏପରି କହିଲେ ବିଗ୍ ବି

ମୁୁମ୍ବାଇ: କୌନ ବନେଗା କରୋଡପତି ଶୋ’ର ଲାଟେଷ୍ଟ ଏପିସୋଡ୍ ଏଥର ଫ୍ୟାମିଲି ସ୍ପେସିଆଲ ୱିକ୍ ଉପରେ ପର୍ଯ୍ୟବେଶିତ ଥିଲା । ଶୋ’ରେ ବିଗ୍ ବି ପ୍ରତିଯୋଗୀଙ୍କୁ ଫ୍ୟାମିଲି ଉପରେ ବିଭିନ୍ନ ପ୍ରଶ୍ନ କରିଥିଲେ । ଐହି କ୍ରମରେ…

ଥରେ କି ୨ ଥର ନୁହେଁ ୮ ଥର ଟ୍ରାକ୍ଟର ଚଢାଇ ହତ୍ୟା,ଚିତ୍କାର ଶୁଣି ଲୋକେ ଭିଡିଓ କଲେ ପଛେ ଉଦ୍ଧାର କଲେ ନାହିଁ

ଭରତପୁର: ରାଜସ୍ଥାନର ଭରତପୁରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି କ୍ରୁରତାର ସବୁ ସୀମା ଟପିଯାଇଛି ସଭ୍ୟ ସମାଜର ମଣିଷ । ଏଠାରେ ଦୁଇ ପକ୍ଷ ମଧ୍ୟରେ ବିବାଦୀୟ ଜମିକୁ ନେଇ ଝଗଡା ହୋଇଥିଲା । ଏହି ଝଗଡା ଏପରି…

ଓଇସିଡି ରିପୋର୍ଟରେ ଆସିଲା ବଡ ତଥ୍ୟ, ଧନୀ ଦେଶରେ ନାଗରିକତା ଗ୍ରହଣ କରିବାରେ ଭାରତୀୟମାନେ ଶୀର୍ଷରେ

ନୂଆଦିଲ୍ଲୀ:ଅମୀର ଦେଶରେ ନାଗରିକତା ନେବାରେ ଭାରତୀୟମାନେ ଶୀର୍ଷରେ ଅଛନ୍ତି । ଅର୍ଗାନାଇଜେସନ ଫର୍ ଇକୋନୋମିକ୍ କୋଅପରେସନ୍ ଆଣ୍ଡ ଡେଭଲପମେଣ୍ଟ(ଓଇସିଡି) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏ ବିଷୟରେ ସୂଚନା ମିଳିଛି…

ଧର୍ମଘଟରେ ସାମିଲ ହେଲେ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ, ମହିଳାଙ୍କୁ କମ୍ ଦରମା ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ମହିଳାଙ୍କ ନେତୃତ୍ୱ

ନୂଆଦିଲ୍ଲୀ: ଆଇସଲ୍ୟାଣ୍ଡରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ଦରମା ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ଏବେ ଆନ୍ଦୋଳନ ଜାରି ରହିଛି । ସବୁଠାରୁ ବଡ କଥା ହେଉଛି ଆଇସ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କାଟ୍ରିନ୍…