fbpx

ନବରାତ୍ରୀରେ ଏହି ରେଲୱେ ଷ୍ଟେସନରେ ମିଳୁଛି ସାତ୍ତ୍ୱିକ ଭୋଜନ, ଜାଣନ୍ତୁ କିପରି ଅର୍ଡର କରିବେ ?

ନୂଆଦିଲ୍ଲୀ: ନବରାତ୍ରୀ ସମୟରେ ଯେଉଁମାନେ ବ୍ରତ ରଖିଥାନ୍ତି ସେମାନେ ସଂପୂର୍ଣ୍ଣ ସାତ୍ତ୍ୱିକ ଭୋଜନ ଗ୍ରହଣ କରିଥାନ୍ତି । ଏହି ସମୟରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ବହୁତ ଅସୁବିଧା ହୋଇଥାଏ ଯେଉଁମାନେ କେବଳ…

ମିସାଇଲ୍ ମାଡ ଜାରି ରହିଥିବା ବେଳେ ଯୁଦ୍ଧ କ୍ଷେତ୍ରକୁ ଯାଉଛନ୍ତି ବାଇଡେନ୍‌, ଆଶଙ୍କାରେ ଆମେରିକା ସହ ସାରା ବିଶ୍ୱ

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ଗସ୍ତରେ ଯାଇଛନ୍ତି । ଏହାରି ମଧ୍ୟରେ ଏକ ରିପୋର୍ଟରେ ଦାବୀ କରାଯାଉଛି କି ଜୋ ବାଇଡେନ୍ ବଡ ଧରଣର ଶାରୀରିକ କ୍ଷତିର ସାମ୍ନା କରିପାରନ୍ତି । ୱାଶିଂଟନ ପୋଷ୍ଟର ଏକ…

ଗରବା ନୃତ୍ୟ ଲାଗି ଆଧାର କାର୍ଡ ସହିତ ତିଳକ ଲଗାଇବା ଜରୁରୀ, କାହିଁକି ଏପରି ନିୟମ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ସାରା ଦେଶ ଏବେ ନବରାତ୍ରୀ ପର୍ବର ଆନନ୍ଦ ଉଠାଇବାରେ ମଜ୍ଜି ରହିଛି । ଦେବୀ ମା’ଙ୍କୁ ପ୍ରସନ୍ନ କରିବା ଲାଗି ଲୋକମାନେ ପେଣ୍ଡାଲରେ ଗରବା ନୃତ୍ୟ ବି କରୁଛନ୍ତି । ତେବେ ଏହି ନୃତ୍ୟ କାର୍ଯ୍ୟକ୍ରମରେ ଲଭ ଜିହାଦ…

କେସ୍‌ର ଶୁଣାଣୀ ସମୟରେ ଫୋନ୍‌ରେ ଗପୁଥିଲେ ଓକିଲ, ରାଗିଯାଇ ଏପରି ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ଶୁଣାଣୀ ସମୟରେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଜଣେ ଓକିଲଙ୍କ ଉପରେ ଭୀଷଣ ରାଗିଯାଇଥିବାର ଘଟଣା ସାମ୍ନାକୁ ଆସିଛି । କୋର୍ଟ ରୁମ୍‌ରେ ଏକ କେସ୍‌କୁ ନେଇ ତର୍କ ଚାଲିଥିବା ସମୟରେ ଓକିଲ…

ଶସ୍ତା ମେମ୍ବରସିପ୍ ପ୍ଲାନ ପରେ ସ୍ୱିଗି ଗ୍ରାହକଙ୍କୁ ଦେଲା ଝଟକା, ବୃଦ୍ଧି କଲା ପ୍ଲାଟଫର୍ମ ଫି’

ନୂଆଦିଲ୍ଲୀ:ଚଳିତ ପାର୍ବଣ ଋତୁ ଉପଲକ୍ଷେ ଫୁଡ୍ ଡେଲିଭରୀ ପ୍ଲାଟଫର୍ମ ସ୍ୱିଗି ଗ୍ରାହକଙ୍କୁୁ ଜୋରଦାର ଝଟକା ଦେଇଛି । କମ୍ପାନୀ ଏହାର ପ୍ଲାଟଫର୍ମ ଫି’କୁ ବଢାଇ ଦେଇଛି । କମ୍ପାନୀ ଫୁଡ୍ ଡେଲିଭରୀ ଅର୍ଡର ଉପରେ ଲାଗୁଥିବା…

ମନ୍ଦିରରେ ପହଞ୍ଚି ଜିଭ କାଟିଦେଲେ ବ୍ୟକ୍ତି, ଭକ୍ତି ନା ରହିଛି ଅନ୍ୟ କିଛି କାରଣ ?

ନୂଆଦିଲ୍ଲୀ: ଚମ୍ବଲ କ୍ଷେତ୍ରରେ ଥିବା ପ୍ରସିଦ୍ଧ ମାତା ବସୈୟା ମନ୍ଦିରରେ ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ଭକ୍ତ ନିଜ ଜିଭ କାଟି ମା’ଙ୍କ ଦରବାରରେ ଚଢାଇଛନ୍ତି । ସକାଳେ ମା’ଙ୍କ ଦର୍ଶନ ଲାଗି…

ଅଧିକ ଖର୍ଚ୍ଚ କରିଦେଇଥିବାରୁ ଆପଣଙ୍କ କ୍ରେଡିଟ୍ କାର୍ଡ ଡିଫଲ୍ଟ ହୋଇଯାଇଛି କି? ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । କ୍ରେଡିଟ୍ କାର୍ଡରେ ମିଳୁଥିବା ଆକର୍ଷଣୀୟ ଅଫର କାରଣରୁ ବହୁ ଲୋକ ନିଜ ବଜେଟ୍‌ରୁ ଅଧିକ ଖର୍ଚ୍ଚ କରି ଦେଇଥାନ୍ତି । ଏହି କାରଣରୁ ଯେତେବେଳେ କ୍ରେଡିଟ୍ କାର୍ଡ ବିଲ୍…

‘ଏମରଜେନ୍ସି’କୁ ନେଇ ଅପଡେଟ୍ ସେୟାର କଲେ କଙ୍ଗନା, କହିଲେ ଚଳିତ ବର୍ଷ ରିଲିଜ୍ ହେବ ନାହିଁ ଫିଲ୍ମ

ମୁମ୍ବାଇ: ଦମଦାର ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କଙ୍ଗନା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ କଙ୍ଗନା ତାଙ୍କର ଅପକମିଂ ଫିଲ୍ମ ‘ତେଜସ’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅନ୍ୟପକ୍ଷରେ ସେ ତାଙ୍କର…

ଦୀପାବଳି ଲାଗି ଚୀନ୍ ପଠାଉଛି ରୋଗ ସୃଷ୍ଟି କରୁଥିବା ବାଣ ! ପିଆଇବି କ’ଣ ଉତ୍ତର ରଖିଲା ଜାଣନ୍ତୁ

ନୂଆଦିଲ୍ଲୀ: ଦୁର୍ଗାପୂଜା ପରେ ପରେ ଆସିଯିବ ବହୁ ପ୍ରତୀକ୍ଷିତ ଦୀପାବଳି ପର୍ବ । ଯଦିଓ ଦୀପାବଳିକୁ ଆହୁରି ୨୫ ଦିନରୁ ଅଧିକ ସମୟ ବାକି ଅଛି ତଥାପି ଏବେ ଠାରୁ ବିଭିନ୍ନ ସ୍ଥାନରୁ ବାଣର ଶବ୍ଦ କାନରେ ବାଜିବା ଆରମ୍ଭ କଲାଣି…

ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଉପରେ ଆସିଲା ବଡ ଖବର, ଏହିଦିନ ବନ୍ଦ ହେବ ଦ୍ୱାର

ଡେରାଡୁନ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ସହିତ ଚାରିଧାମର ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରିଦିଆଯାଇଛି । ଶ୍ରୀବଦ୍ରୀନାଥ ଧାମର…