କୃଷକଙ୍କ ଲାଗି ଖୁସି ଖବର, ୩ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଲାଭକାରୀ ଯୋଜନା ଘୋଷଣା କଲେ ସରକାର
ନୂଆଦିଲ୍ଲୀ:କେନ୍ଦ୍ର ସରକାର ବୁଧବାର କୃଷକମାନଙ୍କ ଲାଗି ୩ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଲାଭକାରୀ ଯୋଜନା ବିଷୟରେ ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ଆର୍ଥିକ ବିଷୟକ ସମିତି ବୈଠକରେ…