fbpx

ବିଶେଷ ଜମା ଉପରେ ବମ୍ପର ସୁଧ ଦେଉଛି ଏଚଡିଏଫସି ବ୍ୟାଙ୍କ, ୫୫ ମାସ ନିବେଶ କଲେ ହୋଇଯିବେ ମାଲାମାଲ

ନୂଆଦିଲ୍ଲୀ:ଦେଶର ସବୁଠାରୁ ବଡ ଘରୋଇ ବ୍ୟାଙ୍କ ଏଚଡିଏଫସି ସୀମିତ ସମୟ ଲାଗି ଦୁଇ ଗୋଟି ଫିକ୍ସଡ ଡିପୋଜିଟ୍ ସ୍କିମ୍ ଆରମ୍ଭ କରିଛି । ବ୍ୟାଙ୍କ ୩୫ ମାସ ଓ ୫୫ ମାସ ଅବଧି ଲାଗି ଦୁଇଟି ଏଫ୍ ଡି ପ୍ଲାନ୍ ଲଞ୍ଚ କରିଥିଲା…

ମୁଣ୍ଡବିନ୍ଧାକୁ ନେଇ ଚିନ୍ତିତ ରହୁଛନ୍ତି କି? ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ, ତୁରନ୍ତ ମିଳିବ ଆରାମ

ଆଜିକାଲି ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଖରାଦିନେ ତ ଏହି ସମସ୍ୟା ଆହୁରି ବଢିଯାଇଥାଏ । ତେବେ ଏହା ଯେତିକି ସାଧାରଣ ମନେ ହୁଏ ବାସ୍ତବରେ ସେତିକି ସାଧାରଣ ନୁହେଁ । ମୁଣ୍ଡବିନ୍ଧା ଆମର ଦୈନନ୍ଦିନ କାମରେ…

ଅସଲି ଡାକ୍ତରଙ୍କ ଡିଗ୍ରୀକୁ ନେଇ ମେଡିକାଲ୍ ଅଫିସର ଭାବରେ କାମ କରୁଥିଲେ ନକଲି ମହିଳା, ଜାଣନ୍ତୁ କେମିତି ଖୋଲିଲା ରହସ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଗ୍ୱାଲିୟରରେ ଘଟିଛି ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକ ଅସଲି ଡାକ୍ତର ଡିଗ୍ରୀକୁ ନେଇ ଜଣେ ନକଲି ମହିଳା ମହାରାଷ୍ଟ୍ରରେ ମେଡିକାଲ୍ ଅଫିସର ପାଲଟି ଯାଇଥିଲେ । ତେବେ ଏହି ନକଲି ମହିଳାଙ୍କ…

ଓଲଟିଲା କାର୍, ବର କନିଆ ଗୁରତର

ସମ୍ବଲପୁର:ସମ୍ବଲପୁରରେ ସକାଳୁ ସକାଳୁ ଘଟିଯାଇଛି ଏକ ଦୁଖଦ ଘଟଣା । ବାହାଘର ପରେ ବର କନିଆଁଙ୍କୁ ଧରି ଫେରୁଥିବା ଏକ କାର୍ ଓଲଟି ପଡିଥିଲା । ଏଥିରେ ବର କନ୍ୟାଙ୍କ ସହିତ ଅନ୍ୟ ୪ ଜଣ ଗୁରୁତର ହୋଇ ସୋନପୁର ମେଡିକାଲ୍ ରେ…

ଟ୍ରକକୁ ପିଟିଲା ଆମ୍ବୁଲାନ୍ସ ,ରୋଗୀ ସହ ଆଟେଣ୍ଡାଣ୍ଟ ଆହତ

ବଲାଙ୍ଗୀର: ସକାଳୁ ସକାଳୁ ରାଜ୍ୟରେ ଘଟିଛି ଏକ ବଡ ଦୁର୍ଘଟଣା । ବଲାଙ୍ଗୀର ଜିଲ୍ଲାରେ ଏକ ଆମ୍ବୁଲାନ୍ସ ଟ୍ରକ୍ସକୁ ଧକ୍କା ଦେବାରୁ ଘଟିଯାଇଛି ଏହି ଦୁର୍ଘଟଣା । ଏଥିରେ ରୋଗୀ ସହ ଆଟେଣ୍ଡାଣ୍ଟ ଆହତହୋଇ ଭୀମଭୋଇ ମେଡିକାଲ୍…

ବିଭିନ୍ନ ଖାଦ୍ୟ ମିଶାଇ ଖାଉଛନ୍ତି କି, ଜାଣିନିଅନ୍ତୁ କେଉଁ ସବୁ ଖାଦ୍ୟ ମିଶାଇ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡିଥାଏ ଖରାପ ପ୍ରଭାବ

ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । ଭିନ୍ନ ଭିନ୍ନ ଖାଦ୍ୟର ସ୍ୱାଦ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ କିଛି ଖାଦ୍ୟଦ୍ରବ୍ୟକୁ ମିଶାଇ ଖାଇଲେ ତାହା ଅଧିକ ସ୍ୱାଦିଷ୍ଟ ଲାଗିଥାଏ । ମାତ୍ର ଏପରି କିଛି…

ରଣବୀରଙ୍କୁ କଙ୍ଗନାଙ୍କ କଟାକ୍ଷ, ଜଣେ ନିଶାଡି ଓ ନାରୀପ୍ରେମୀ ଏବେ ଭଗବାନ ରାମ ହେବାକୁ ଚାହୁଁଛି

ମୁମ୍ବାଇ:ପୁଣି କଙ୍ଗନାଙ୍କ କଟାକ୍ଷ । ଏଥର ସେ କଟାକ୍ଷ କରିଛନ୍ତି ଅଭିନେତା ରଣବୀର କପୁରଙ୍କୁ । ସେ କହିଛନ୍ତି ଜଣେ ନିଶାଡି ଓ ନାରୀପ୍ରେମୀ ଏବେ ଭଗବାନ ରାମ ହେବାକୁ ଚାହୁଁଛନ୍ତି । କଙ୍ଗନା ନିଜର ଖୋଲା ମତ ଓ କଟାକ୍ଷ…

ଗରିବ ବିଦ୍ୟାର୍ଥୀଙ୍କୁ ହେଲିକପ୍ଟରରେ ଉଡାଇଲେ ମୁଖ୍ୟମନ୍ତ୍ରୀ, ୧୦ମ ଓ ଦ୍ୱାଦଶ ପରୀକ୍ଷାରେ ହୋଇଥିଲେ ଟପ୍ପର

ରାୟପୁର:ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଗରିବ ବିଦ୍ୟାର୍ଥୀଙ୍କୁ ହେଲିକପ୍ଟର ଜୟରାଇଡ୍ କରାଇଛନ୍ତି । ଏହା ପୂର୍ବରୁ ମଧ୍ୟ ୨୦୨୨ରେ ମୁଖ୍ୟମନ୍ତ୍ରୀ ୧୨୫ ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ହେଲିକପ୍ଟର ଜୟରାଇଡ୍…

ପୃଥିବୀ ନିକଟ ଦେଇ ଗତି କରିବ ବୁର୍ଜ ଖଲିଫା ସମ ବିଶାଳକାୟ ଆଷ୍ଟରଏଡ୍, ଦିଗ ଓ ଗତି ବଦଳାଇଲେ ପୃଥିବୀ ପ୍ରତି ବିପଦ

ନୂଆଦିଲ୍ଲୀ:ମହାକାଶରୁ ପୃଥିବୀ ଆଡକୁ ମାଡି ଆସୁଛି ଏକ ବିରାଟକାୟ ଆଷ୍ଟରଏଡ୍ । ଏହି ଆଷ୍ଟରଏଡ୍ ୧୧ ଜୁନ୍ ୨୦୨୩ରେ କେଉଁ ସମୟରେ ବି ପୃଥିବୀ ନିକଟ ଦେଇ ଗତି କରିପାରେ । ଏହା ବିପଦଜନକ ଏଇଥିପାଇଁ କି ଏହାର ଆକାର ବହୁତ ବଡ…

ତତ୍କାଳ ବୁକିଂରେ ମିଳି ନ ଥାଏ କନଫର୍ମ ଟିକେଟ୍, ଏହି ଉପାୟ ଆପଣାଇଲେ ଟିକେଟ୍ କନଫର୍ମ ହେବା ନିଶ୍ଚିନ୍ତ

ନୂଆଦିଲ୍ଲୀ:ଆମେ ଯଦି ତତ୍କାଳ ଟିକେଟ୍ ବୁକ୍ଂ କରିଥାଉ ତ ଆମକୁ କନଫର୍ମ ଟିକେଟ୍ ମିଳି ନଥାଏ । କିନ୍ତୁ ଯାତ୍ରୀଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ଲାଗି ରେଳ ବିଭାଗ ଏବେ ନୂଆ ଯୋଜନା ଆଣିଛି । ତତ୍କାଳ ଟିକେଟ୍ ବୁକିଂ…