fbpx

ଦିଲ୍ଲୀରେ ରହିଛି ଏପରି କ୍ୟାଣ୍ଟିନ୍ ଯେଉଁଠି ୧୨ ଟଙ୍କାରେ ମିଳୁଛି ପେଟପୁରା ଭୋଜନ, ବର୍ଷ ବର୍ଷ ଧରି ଖାଉଛନ୍ତି ବରିଷ୍ଠ ରାଜନେତା

ନୂଆଦିଲ୍ଲୀ:ଯେତେବେଳେ ସାରା ଦୁନିଆରେ ଦରଦାମ୍ ବୃଦ୍ଧିକୁ ନେଇ ହାହାକାର ଖେଳି ଯାଇଛି ସେତେବେଳେ ଏମିତି ଏକ ଖବର ଆପଣଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିବ ନିଶ୍ଚୟ । ନୂଆଦିଲ୍ଲୀର ଭାଇ ବୀର ସିଂହ ମାର୍ଗରେ ଏପରି ଏକ…

୩ ଘଣ୍ଟା ଭିତରେ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ଭିତରେ ମୟୂରଭଞ୍ଜ ଓ କେନ୍ଦୁଝରରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ବିଜୁଳି ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା…

ବିମାନ ବନ୍ଦରରେ ଅଜବ ମାମଲା, ବ୍ୟାଗ୍ ରେ ବମ୍ ଅଛି କହି ଚିଲାଇବାରୁ ଯିବାକୁ ପଡିଲା ଜେଲ୍

ମୁମ୍ବାଇ:ମୁମ୍ବାଇ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ଅଜବ ମାମଲା ସାମନାକୁ ଆସିଛି । ଏଠାରୁ ମୁମ୍ବାଇରୁ କଲିକତା ଯାଉଥିବା ଜଣେ ମହିଳା ବେଶ୍ ହଙ୍ଗାମା ସୃଷ୍ଟି କରିଥିଲେ । ତାଙ୍କ ଲଗେଜ୍ ୧୫ କିଲୋରୁ ଅଧିକ ଥିଲା…

ରୁୁଷ ୟୁକ୍ରେନ୍ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ, କହିଲେ କଂଗ୍ରେସର ବି ସମାନ ନୀତି ରହିଥାନ୍ତା

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିବେ । କଥାଟା କେମିତି ଖଟକା ଲାଗୁଛି । ନିକଟରେ ମାନହାନି ମାମଲାରେ କେନ୍ଦ୍ର ସରକାର ରାହୁଲଙ୍କୁ ଲୋକସଭାର ସଦସ୍ୟ ପଦରୁ ବହିଷ୍କାର…

ଡେକାନ୍ କୁଇନ୍ ର ୯୪ ତମ ଜନ୍ମଦିନରେ କଟାଗଲା କେକ୍, ନାଚି ଗାଇ ଖୁସି ମନାଇଲେ ରେଳ ପ୍ରେମୀ ଓ ଅଧିକାରୀ

ମୁମ୍ବାଇ:ଭାରତୀୟ ରେଲୱେର ପ୍ରଥମ ଡିଲକ୍ସ ଟ୍ରେନ୍ ଡେକାନ୍ କୁଇନ୍ ଗୁରୁବାର ଏହାର ୯୪ ତମ ଜନ୍ମଦିନ ପାଳନ କରିଛି । ଡେକାନ୍ କୁଇନ୍ର ୯୪ ତମ ଜନ୍ମଦିନ ବେଶ୍ ଉତ୍ସାହର ସହ ପାଳନ କରାଯାଇଛି । ଏହି ଅବସରରେ ଡେକାନ୍ କୁଇନ୍…

ଜୁନ୍ ମାସରେ ଜନ୍ମ ହୋଇଥିଲେ ନିଜ ସ୍ୱଭାବ ଓ କ୍ୟାରିୟର ବିଷୟରେ ଜାଣି ନିଅନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଜନ୍ମ ତାରିଖ, ଦିନ, ମାସ ଅନୁସାରେ ତାହାର ଗୁଣଓ ଅବଗୁଣ ବିଷୟରେ ସୂଚନା ପ୍ରଦାନ କରାଯାଏ । ଜୁନ୍ ବର୍ଷର ଷଷ୍ଠ ମାସ ହେବା ସହିତ ସବୁଠାରୁ ଉତ୍ତପ୍ତ ମାସ ହୋଇଥାଏ । ଏହି କ୍ରମରେ ଆଜି ଆମେ…

କର୍ଣ୍ଣାଟକ ସରକାରଙ୍କ ଗୃହଲକ୍ଷ୍ମୀ ଯୋଜନାରେ ୨୦୦୦ଟଙ୍କା ସହାୟତା ପାଇବ କିଏ? ଶାଶୂ ନା ବୋହୂ, ସେ ନେଇ ଲାଗିଛି ଝଗଡା

ନୂଆଦିଲ୍ଲୀ:ସରକାର ରାଜ୍ୟର ହେଉ କି କେନ୍ଦ୍ରର ଏହାର ଲକ୍ଷ୍ୟ ରହିଥାଏ ନିଜ ନାଗରିକଙ୍କ ସୁଖ ସୁବିଧା ପ୍ରତି ଧ୍ୟାନ ଦେବା । ଏଥିପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରିଥାନ୍ତି । କର୍ଣ୍ଣାଟକ ସରକାର…

ଚିକେନ୍ ଖାଉଥିଲେ ହେବ ଭୟଙ୍କର ରୋଗ, ମେଡିସିନ୍ ବି କାମ ଦେବ ନାହିଁ

ନୂଆଦିଲ୍ଲୀ:ଆମିଷ ପ୍ରିୟ ଲୋକମାନେ ପ୍ରାୟ ଚିକେନ୍ ଖାଇବାକୁ ଭଲ ପାଆନ୍ତି । ବିଶେଷ କରି ଛୋଟ ପିଲାମାନେ ବେଶୀ ମାତ୍ରାରେ ଚିକେନ ପ୍ରିୟ । ଯେତେବେଳେ ଏହି ଚିକେନ୍ ଆମ ଶରୀରକୁ ଯାଇଥାଏ ସେତେବେଳେ ବହୁ ଆଣ୍ଟିବାଓଟିକ୍ସକୁ…

ସୁନ୍ଦରତା ପାଇଁ ନୁହେଁ ଗଛକୁ ଧଳା କରାଯିବାର ବୈଜ୍ଞାନିକ କାରଣ ବି ରହିଛି

ଆପଣ ପ୍ରାୟ ସମୟରେ ହାଇୱେ କିମ୍ବା ସହରର ସଡକ ଉପରେ ଲାଗିଥିବା ଗଛରେ ଧଳା ରଙ୍ଗ ଲଗା ଯାଇଥିବାର ଦେଖିଥିବେ । ଭାରତରେ ବହୁ ଗଛରେ ଲାଲ ରଙ୍ଗ ମଧ୍ୟ ଦିଆଯାଇଥାଏ । ତେବେ ଏହା ପଛରେ କଣ କାରଣ ରହିଛି ତାହା ଆପଣ ଜାଣନ୍ତି କି?…

ଇଣ୍ଟରନେଟ୍ ର ଏହି ତଥ୍ୟ ଭାଇରାଲ୍ ପରେ ସତ୍ୟତା ପରୀକ୍ଷା, ବିଶେଷଜ୍ଞ କହିଲେ ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ

ଇଣ୍ଟରନେଟ୍ ର ଏବେ ଏକ ତଥ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏଥିରେ କୁହାଯାଇଛି ଯେ, ଯଦି କେହି ମେଡିସିନ୍ ଖାଇବା ପରେ ଅଙ୍ଗୁର ଖାଇବ ତେବେ ତାର ମୃତ୍ୟୁ ହୋଇଯିବ । ଇଣ୍ଟରନେଟ୍ ରେ ବିଭିନ୍ନ ପ୍ରକାର କଣ୍ଟେଣ୍ଟ ସେୟାର…