ଆଲମିରା ଭାବି ଯାହାକୁ ଖୋଲିଥିଲେ ତାହା ଥିଲା ଏକ ଭୟାନକ କାଳକୋଠରୀ, ରିଅଲ୍ ଇଷ୍ଟେଟ୍ ଏଜେଣ୍ଟଙ୍କ ସହ ଘଟିଲା ଏପରି କିଛି

ନୂଆଦିଲ୍ଲୀ: ବହୁ ସମୟରେ ବର୍ଷ ବର୍ଷ ତଳର ପୁରୁଣା କୋଠା ବା ଘରୁ ଏପରି ଜିନିଷ ମିଳିଥାଏ ଯାହା ସମସ୍ତଙ୍କୁ ଚକିତ କରିଦେଇଥାଏ । ବହୁ ସମୟରେ ଏହା କୌଣସି ଐତିହାସିକ ଜିନିଷ ହୋଇଥାଏ ତ ଆଉ ଅନେକ ସମୟରେ ଏହା କିଛି ଭୟାନକ…

୨୦୦ ପାକିସ୍ତାନୀ ଆସୁଛନ୍ତି ଅଯୋଧ୍ୟା, କିଏ ଏମାନେ ଓ କାହିଁକି ଆସୁଛନ୍ତି ଅଯୋଧ୍ୟା ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ରାମଲାଲାଙ୍କ ଦର୍ଶନ ଲାଗି ଅଯୋଧ୍ୟାର ପବିତ୍ର ମାଟିରେ ପହଞ୍ଚୁଛନ୍ତି ୨୦୦ ପାକିସ୍ତାନୀ । ପାକିସ୍ତାନରୁ ସିନ୍ଧି ସମୁଦାୟର ୨୦୦ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳ ରାମଲାଲାଙ୍କ ଦର୍ଶନ ଲାଗି ଆଜି…

କାହିଁକି ନିର୍ବାଚନ ଲଢୁନାହାନ୍ତି ପ୍ରିୟଙ୍କା ଗାନ୍ଧୀ, ଏ ସଂପର୍କରେ ରଖିଲେ ନିଜର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ:ଆମେଥି ଓ ରାଏବରେଲୀରେ କଂଗ୍ରେସ ପକ୍ଷରୁ କିଏ ନିର୍ବାଚନ ଲଢିବ ସେ ନେଇ ଥିବା ସଂଶୟ ଦୂର ହୋଇଛି । ଗାନ୍ଧୀ ପରିବାରର ପୁରୁଣା ଗଡ ଆମେଥି ଓ ରାଏବରେଲୀରୁ ପ୍ରାର୍ଥୀଙ୍କ ତାଲିକା ଆସିଯାଇଛି । ଆମେଥିରୁ…

ଟି-ସାର୍ଟରେ ଫିଟ୍ ହୋଇ ପୁରା ଦିନ ଥଣ୍ଡା ପବନ ଦେବ ପକେଟ୍ ଏସି, ଜାଣନ୍ତୁ କେତେ ରହିଛି ମୂଲ୍ୟ

ଓଡ଼ିଶା ଭାସ୍କର: ଯଦି ଆପଣ ଭୀଷଣ ଗରମକୁ ନେଇ ଅତିଷ୍ଠ ହୋଇ ପଡିଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ସୋନି ବଜାରକୁ ଆଣିଛି ଏହାର ସମାଧାନ । ସୋନି ଏକ ନୂଆ ପିନ୍ଧିବାଯୋଗ୍ୟ ଡିଭାଇସ୍ ଘୋଷଣା କରିଛି । ଏହା ଏକ…

(Video)ସାପ କାମୁଡାରେ ମୃତ ଯୁବକଙ୍କୁ ରସିରେ ବାନ୍ଧି ଗଙ୍ଗାରେ ବୁଡାଇ ରଖିଲେ ପରିବାର, ଆଉ ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ବୁଲନ୍ଦସହର: ଉତ୍ତରପ୍ରଦେଶ ବୁଲନ୍ଦ ସହରରୁ  ଅନ୍ଧବିଶ୍ୱାସର ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ସାପ କାମୁଡାରେ ମୃତ ଯୁବକକୁ ଜୀବିତ କରିବା ଆଶାରେ ପରିବାର ଓ ଗ୍ରାମବାସୀ ଶବକୁ ରସିରେ ବାନ୍ଧି ଗଙ୍ଗା ନଦୀରେ ଲଟକାଇ…

ମହିଳା ସଶକ୍ତିକରଣ ଦିଗରେ ଆଗକୁ ଆଉ ଏକ ପାଦ; ସୁପ୍ରିମକୋର୍ଟ ବାର୍ ଆସୋସିଏସନରେ ଏକ ତୃତୀୟାଂଶ ସଦସ୍ୟ ରହିବେ ମହିଳା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନ୍ୟାୟିକ କ୍ଷେତ୍ରରେ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ସୁପ୍ରିମକୋର୍ଟ ବାର୍ ଆସୋସିଏସନରେ ଏକ ତୃତୀୟାଂଶ ମହିଳା ଆରକ୍ଷଣ ଲାଗୁ କରିବା ଲାଗି ସୁପ୍ରିମକୋର୍ଟ…

କେଜ୍ରିୱାଲଙ୍କୁ କ’ଣ ୧୦ ବର୍ଷ ଜେଲ୍‌ରେ ରଖାଯିବ? ପତ୍ନୀ ସୁନୀତାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଲୋକସଭା ନିର୍ବାଚନରେ ପ୍ରଚାରର ଭାର ନିଜ କାନ୍ଧ ଉପରକୁ ନେଇଛନ୍ତି । ଏବେ ସେ ଦିଲ୍ଲୀ ବାହାରେ ବି ଦଳ ପାଇଁ ଭୋଟ…

୪୦୦ ପାର୍ ମଜାକ୍‌, ୩୦୦ ପାର୍ ଅସମ୍ଭବ; ଶଶି ଥରୁର କହିଲେ ବିଜେପି ଜିତିବ କେତେ ସିଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ମାହୋଲ ପୁରା ସରଗରମ ରହିଥିବା ବେଳେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ବିଜେପିର ୪୦୦ ପାର୍ ଦାବୀ ଏକ ମଜାକ୍ । ବିଜେପି ଏଥର ୩୦୦ ପାର୍ କରିବା ବି ଅସମ୍ଭବ । ଏପରିକି ୨୦୦…

(Video)ଏମିତି ବି ଆସେ ମୃତ୍ୟୁ, ନମାଜ ପଢୁଥିବା ବେଳେ ହଠାତ୍ ଟଳିପଡିଲେ ବ୍ୟକ୍ତି ଆଉ ତା’ପରେ ସବୁ ଶେଷ

ଗାଜିଆବାଦ:ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ମୁରାଦନଗର ମସଜିଦ୍‌ରେ ନମାଜ ପଢୁଥିବା ସମୟରେ ଅଚାନକ ହୃଦଘାତ ହେବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା…

ଇସ୍ରୋର ନୂଆ ଅଧ୍ୟୟନରେ ହେଲା ବଡ ଖୁଲାସା, ଚନ୍ଦ୍ରମାରେ ଆଶା ଠାରୁ ରହିଛି ୫ରୁ ୮ ଗୁଣ ଅଧିକ ପାଣି

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ଆଶା ଠାରୁ ବହୁତ ଅଧିକ ପାଣିର ସନ୍ଧାନ ମିଳିଛି । ଇସ୍ରୋ ଓ ଅନ୍ୟ ବୈଜ୍ଞାନିକ ସଂସ୍ଥା ମିଳିତ ଭାବରେ ଏହି ସନ୍ଧାନ କରିଛନ୍ତି । ଚନ୍ଦ୍ରମାର ଉଭୟ ମେରୁରେ ପାଣିର ଭଣ୍ଡାର ରହିଛି । ଉତ୍ତର…