ଆପଣଙ୍କ ଗୋଟିଏ ଭୋଟରେ ଖର୍ଚ୍ଚ ହୋଇଥାଏ କେତେ ଟଙ୍କା,ଭୋଟ ନ ଦେଲେ ହୋଇଥାଏ କେତେ କ୍ଷତି?

ନୂଆଦିଲ୍ଲୀ: ଦେଶରେ ଏବେ ୨୦୨୪ ଲୋକସଭା ନିର୍ବାଚନ ଜାରି ରହିଛି । ଏହି ନିର୍ବାଚନରେ ୨ ପର୍ଯ୍ୟାୟ ଭୋଟିଂ ସରିଛି । ତେବେ ଭାରତର ଏହି ସାଧାରଣ ନିର୍ବାଚନ ଏତେ ବ୍ୟୟ ବହୁଳ ଯେ, ଆପଣ ଚିନ୍ତା କରିପାରିବେ ନାହିଁ କି ଆପଣଙ୍କ…

ଡିନର ଡେଟ୍‌କୁ ଆଣିଲେ, ପିଜା ଅର୍ଡର କଲେ ଆଉ ତା’ ପରେ.., ଲିଭ୍ ଇନ୍ ପାର୍ଟନରଙ୍କ ସହ ଏପରି କଲେ ବ୍ୟକ୍ତି

ଗୁରୁଗ୍ରାମ: ହରିୟାଣା ଗୁରୁଗ୍ରାମରେ ୩୮ ବର୍ଷୀୟା  ଜଣେ ମହିଳା ନିଜ ଲିଭ୍ ଇନ୍ ପାର୍ଟନରଙ୍କ ଉପରେ ତାଙ୍କୁ ପିଟିବା ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି । ପୋଲିସ ଗତ ବୁଧବାର ଏ ବିଷୟରେ ସୂଚନା…

୨୭ ବର୍ଷ ଧରି ସାଧୁ ବେଶରେ ବୁଲୁଥିଲା ହତ୍ୟା ଅପରାଧୀ, ଏହି ଉପାୟରେ ପୋଲିସ କଲା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚ ୨୭ ବର୍ଷ ଧରି ହତ୍ୟା ଅଭିଯୋଗରେ ଫେରାର ଥିବା ଟିଲ୍ଲୁ ନାମକ ୭୭ ବର୍ଷୀୟ ହତ୍ୟା ଅପରାଧୀକୁ ଋଷିକେଶରୁ ଗିରଫ କରିଛନ୍ତି । ପୋଲିସ ଠାରୁ ରକ୍ଷା ପାଇବା ପାଇଁ ଏହି ଅପରାଧୀ…

ସାବଧାନ! ଜୁନ୍‌ରେ ଶନି ହୋଇଯିବେ ବକ୍ରୀ, ଏହି ରାଶିଙ୍କ ବଢିଯିବ ସମସ୍ୟା

ଓଡ଼ିଶା ଭାସ୍କର: ୨୯ ଜୁନ୍ରେ ଶନି କୁମ୍ଭ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି । ଶନି ଦେବଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିଙ୍କ ଲାଗି ସମସ୍ୟା ଆଣିପାରେ । କୌଣସି ବି ଗ୍ରହର ବକ୍ରୀ ସ୍ଥିତି ବଡ ଅଶୁଭ ହୋଇଥାଏ ।…

ଆସିଲା ଭାରତୀୟ ରେଲୱେର ବଡ ନିୟମ, ଏହାର ପରିସରକୁ ଆସିଥିବା ଯେକୌଣସି ବ୍ୟକ୍ତିର ମାଗଣାରେ ହେବ ଚିକିତ୍ସା

ନୂଆଦିଲ୍ଲୀ: ରେଳଷ୍ଟେସନ କିମ୍ବା ଏହାର ପରିସରରେ ଯଦି କାହା ସହ କିଛି ବି ଦୁର୍ଘଟଣା ଘଟି ବ୍ୟକ୍ତି ଆହତ ହେବ ତେବେ ତାଙ୍କର ଚିକିତ୍ସା ଏଣିକି ଭାରତୀୟ ରେଲୱେ କରାଇବ । ପୀଡିତ ନିକଟରେ ରେଲୱେର କୌଣସି ଟିକେଟ୍ ଥାଉ କି ନ…

ସଲମାନ ଖାନ୍ ଫାୟାରିଂ କେସ୍‌ରେ ଅଭିଯୁକ୍ତର ଆତ୍ମହତ୍ୟା, ଶୁଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ନେଇ ହୋଇଥିଲା ଅଭିଯୋଗ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ଘର ବାହାରେ ଫାୟାରିଂ କେସ୍‌ରେ ଧରାପଡିଥିବା ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି । ଅଭିଯୁକ୍ତ ଜଣକ ଥାନା ହାଜତରେ ଥିଲେ । ତାଙ୍କ ସହ ୨ ଜଣ ଅନ୍ୟ ଅଭିଯୁକ୍ତ ବି ଥିଲେ…

ମିମିକ୍ରୀ କଳାକାର ଶ୍ୟାମ ରଙ୍ଗୀଲା ଦେବେ ପ୍ରଧାନମନ୍ତ୍ରୀଙ୍କୁ ଟକ୍କର, ବାରଣାସୀରେ ମୋଦୀଙ୍କ ବିରୁଦ୍ଧରେ ହେବେ ପ୍ରାର୍ଥୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିମିକ୍ରୀ ଲାଗି ଚର୍ଚ୍ଚିତ ଶ୍ୟାମ ରଙ୍ଗିଲା ଉତ୍ତରପ୍ରଦେଶ ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । ଶ୍ୟାମ ରଙ୍ଗିଲା ଏବେ ପ୍ରଧାନମନ୍ତ୍ରୀ…

“ଆଲ୍ଲା ଚାହିଁଲେ ସାରା ଆକାଶ ଖାଲି ଧୂଆଁ ହିଁ ଧୂଆଁ ହୋଇଯିବ..’, ସ୍କୁଲକୁ ମିଳିଥିବା ଧମକ ଭରା ଇମେଲ୍‌ରେ ଲେଖାଯାଇଛି ଏପରି କିଛି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୮୦ରୁ ଅଧିକ ସ୍କୁଲକୁ ବମ୍ରେ ଉଡାଇଦେବାକୁ ଧମକ ମିଳିଛି । ଏକ ଇମେଲ୍ ଜରିଆରେ ଏହି ସମସ୍ତ ସ୍କୁଲକୁ ବମ୍ରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକ ମିଳିବା ପରେ ଯାଞ୍ଚ…

(Video)୧୧ବର୍ଷର ପୁଅ ସହ ଭିକ୍ଷୁ ପାଲଟିଗଲେ କୋଟିପତି ବ୍ୟବସାୟୀଙ୍କ ପତ୍ନୀ, ଖୁସୀରେ ବହୁତ କାନ୍ଦିଲେ, ଦେଖନ୍ତୁ ଇମୋସନାଲ ଭିଡିଓ

ନୂଆଦିଲ୍ଲୀ: ଭାରତରେ ରହୁଥିବା ଜୈନ ସମୁଦାୟର ଶହ ଶହ ଲୋକ ଭୌତିକ ଦୁନିଆ ତ୍ୟାଗ କରି ଭିକ୍ଷୁ ହୋଇଯାଉଛନ୍ତି । ଏମାନେ ଦୀକ୍ଷା ନେବା ପରେ ଭିକ୍ଷା ରୂପରେ ଯାହା ମିଳିଥାଏ ତାହା ହିଁ କେବଳ ଖାଇଥାନ୍ତି । ଏମାନେ ଖାଲି…

ଅଭିନବ ଉପାୟରେ ମୃତ ପ୍ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି ଜଣେ ମହିଳା, ଫ୍ରିଜରରେ ସାଇତି ରଖିଛନ୍ତି ଶହ ଶହ ପ୍ରାଣୀଙ୍କ ଶବ

ନୂଆଦିଲ୍ଲୀ: କାହା ଫ୍ରିଜ୍ରେ ମଣିଷ ବା କୌଣସି ପ୍ରାଣୀର ଶବ ରହିଥିବା କଥା ଶୁଣିଲେ ମନ ଭୟରେ ଭରିଯାଏ । ଏପରି ସ୍ଥିତିରେ ମନରେ ପ୍ରଶ୍ନ ଉଠିଥାଏ କି ଏହା କରିଥିବା ବ୍ୟକ୍ତି ଜଣେ କିଲର କିମ୍ବା ଜଣେ ମାନସିକ ବିକାରଗ୍ରସ୍ତ…