fbpx

ଅଲ୍ ଟାଇମ୍ ହାଇ ସ୍ତରରେ ପହଞ୍ଚିଲା ସୁନା ଦର, ବଜାର ବିଶେଷଜ୍ଞ କହିଲେ ଆଗକୁ ଏହା ଆହୁରି ବଢି ଏତିକିରେ ପହଞ୍ଚିବ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୧୧ ମାର୍ଚ୍ଚରେ ସୁନା ଦର ଅଲ୍ ଟାଇମ୍ ହାଇ ସ୍ତରରେ ପହଞ୍ଚି ଯାଇଛି । ଭାରତ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ ୧୦ ଗ୍ରାମ ସୁନାର ମୂଲ୍ୟ ୬୮୦ ଟଙ୍କା ବୃଦ୍ଧି ପାଇ ୬୫,୬୩୫ ଟଙ୍କାରେ…

ପାଣି ବଦଳରେ ନଳକୂପରୁ ଛୁଟିଲା ମଦର ସୁଅ, ବୁଲଡୋଜର ଲଗାଇ ପୋଲିସ କଲା ସନ୍ଧାନ

ଝାନ୍‌ସୀ: ଝାନ୍‌ସୀରେ ନଳକୂପରୁ ପାଣି ବଦଳରେ ବାହାରୁଛି ମଦ । ପୋଲିସ ଏଠାରେ ଅବୈଧ ମଦ କାରବାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପହଞ୍ଚିଥିଲା । ଏହି ସମୟରେ ଭୂମି ତଳେ ବହୁ ଫୁଟ ତଳେ ଡ୍ରମ୍‌ରେ ଲୁଚାଇ…

୧୨ ମାର୍ଚ୍ଚରୁ ଆରମ୍ଭ ହେଉଛି ପବିତ୍ର ରମଜାନ୍ ମାସ, କିପରି ରହିଛି ରୋଜା ରଖିବାର ପରମ୍ପରା

ପାଟନା: ଚଳିତ ବର୍ଷ ୧୨ ମାର୍ଚ୍ଚରୁ ଆରମ୍ଭ ହେଉଛି ରମଜାନ ମାସ । ଇସଲାମ ଧର୍ମର ସବୁଠାରୁ ପବିତ୍ର ମାସ ହେଉଛି ରମଜାନ୍ । ଜାମା ମସଜିଦ୍ ଖଞ୍ଜାଚି ହାଟ୍ ପୂର୍ଣ୍ଣିଆର ଇମାମ ୱାହିଦଉଜମା କାସମୀ କହିଛନ୍ତି ରମଜାନର ପବିତ୍ର…

ଏଥର ହୋଲିରେ ସୂର୍ଯ୍ୟ-ରାହୁ ଆଣୁଛନ୍ତି ଗ୍ରହଣ ଯୋଗ, ସାବଧାନ ରୁହନ୍ତୁ ଏହି ରାଶି

ଓଡ଼ିଶା ଭାସ୍କର: ରଙ୍ଗର ପର୍ବ ହୋଲିରେ ଏଥର ବାଧା ଉପୁଜିବ । କାରଣ ଏହିଦିନ ଚନ୍ଦ୍ର ଗ୍ରହଣ ବି ଲାଗୁଛି । ଏହାସହିତ ଏହି ସମୟରେ ମୀନ ରାଶିରେ ସୂର୍ଯ୍ୟ-ରାହୁଙ୍କ ଯୋଗ ହେଉଛି । ଏହାଦ୍ୱାରା କିଛି ରାଶିଙ୍କୁ ଅଶୁଭ ଫଳ…

ପ୍ଲାଷ୍ଟିକ୍ ଚାଉଳ ତ ଖାଉନାହାନ୍ତି ଆପଣ? ଏହିପରି କରନ୍ତୁ ଚେକ୍‌

ଓଡ଼ିଶା ଭାସ୍କର: ଆଜିକାଲି ଖାଦ୍ୟସାମଗ୍ରୀରେ ବହୁତ ଭେଜାଲ କାରବାର ହେଉଛି । ଏବେ ମାର୍କେଟରେ ନକଲି ପ୍ଲାଷ୍ଟିକ ଚାଉଳ ମିଳୁଛି ଯାହା ପରିବେଶ ଓ ସ୍ୱାସ୍ଥ୍ୟ ଉଭୟ ଲାଗି କ୍ଷତିକାରକ । ଆପଣ ଏହାକୁ ଦେଖି ଜାଣିପାରିବେ ନାହିଁ…

ନନ୍ଦନକାନନରେ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ୍ ଆଟ୍ ଜୁ’

ଭୁୁବନେଶ୍ୱର: ନନ୍ଦନକାନନ ପକ୍ଷରୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ଠାରୁ ଅର୍ଥାତ୍ ରବିବାର ମାର୍ଚ୍ଚ ୧୦ ତାରିଖ ଠାରୁ ବନ୍ୟପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ‘ନାଇଟ୍ ଆଉଟ୍ ଆଟ୍ ଜୁ’…

ମାର୍ଚ୍ଚରେ ହିଁ ସରୁଛି ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମର ଡେଡ୍‌ଲାଇନ୍‌, ସମୟ ପୂର୍ବରୁ ନ ସାରିଲେ ବଢିଯିବ ସମସ୍ୟା

ନୂଆଦିଲ୍ଲୀ: ମାର୍ଚ୍ଚରେ ଶେଷ ହେବାକୁ ଯାଉଛି କେତେକ ଗୁରୁତ୍ୱପୂର୍ଣ୍ଣ କାମର ସମୟସୀମା । ଏଇ ଯେପରି ଆଧାର କାର୍ଡ ଅପଡେଟ୍‌, ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସମୟସୀମା ଇତ୍ୟାଦି । ତେଣୁ ଆପଣ ଯଦି ଏହି ସମୟ ମଧ୍ୟରେ…

ଲୋକସଭା ନିର୍ବାଚନ ୨୦୨୪: ୪୨ ପ୍ରାର୍ଥୀଙ୍କ ତାଲିକା ଜାରି କରିବା ସହ ମମତା କଲେ ବଡ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସାମ୍ନାକୁ ଆସିଲା ବଡ ଅପଡେଟ୍ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ ବଡ ଘୋଷଣା କରିଛନ୍ତି । ମମତା ଘୋଷଣା କରିଛନ୍ତି କି ଟିଏମସି ପଶ୍ଚିମବଙ୍ଗରେ…

ପରୀକ୍ଷା ଖାତାରେ ପ୍ରେମିକାକୁ ଚିଠି, ଇଣ୍ଟର ଓ ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଅଜବ କାରନାମା

ପାଟନା: ବିହାର ବିଦ୍ୟାଳୟ ସମିତି ଦ୍ୱାରା ଆୟୋଜିତ ଇଣ୍ଟର ଓ ମାଟ୍ରିକ୍ ପରୀକ୍ଷା ଶେଷ ହେବା ପରେ ଏବେ ପରୀକ୍ଷା ଖାତା ଯାଞ୍ଚ କରାଯାଉଛି । ଏହି କ୍ରମରେ ପରୀକ୍ଷା ଖାତାରେ କିଛି ପିଲା ଉତ୍ତର ଦେବା ପରିବର୍ତ୍ତେ ଅଜବ ଅଜବ…

ପଦ୍ମ ଛାଡି ହାତ ଧରିଲେ ଏହି ସାଂସଦ, ଏକ୍ସରେ ସୂଚନା ଦେବା ସହ କାରଣ ବି କହିଲେ

ନୂଆଦିଲ୍ଲୀ: ହିସାରର ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂହ ଦଳରୁ ଇସ୍ତଫା ଦେଇଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଁ ରାଜନୈତିକ ବାଧ୍ୟବାଧ୍ୟକତା…