fbpx

ଗଣଶିକ୍ଷା ବିଭାଗର ବଡ଼ ପଦକ୍ଷେପ: ଛାତ୍ରଛାତ୍ରୀ ଲେଖିବେ ନିଜର ପୁସ୍ତକ ‘ମୋ କଥା ମୋ କାହାଣୀ’

ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଲଗାତାର ପ୍ରୟାସ ଜାରି ରଖିଛି ଗଣଶିକ୍ଷା ବିଭାଗ । ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଇ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ…

ଟି-୨୦ ବିଶ୍ୱକପ ଖେଳିବେ ରୋହିତ-ବିରାଟ: ଶେଷ ସିରିଜରେ ଇସାରା ଦେଲା BCCI

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିସାରିଛି ଭାରତୀୟ କ୍ରିକେଟ ବୋର୍ଡ । ଦୀର୍ଘ ବର୍ଷେ ପରେ ଟିମ ଇଣ୍ଡିଆର ଟି-୨୦ ଦଳକୁ କମବ୍ୟାକ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ କିଙ୍ଗ କୋହଲି…

ହ୍ୟାକ ହୋଇପାରେ ଆପଣଙ୍କ Whatsapp Accont: ୩ଟି ଉପାୟରେ ବଢାନ୍ତୁ Security

ନୂଆଦିଲ୍ଲୀ: ବର୍ତ୍ତମାନ ସାରେ ଦେଶରେ ବଢିବାରେ ଲାଗିଛି ସାଇବର କ୍ରାଇମ । ଗୁଗଲ ଆକାଉଣ୍ଟରୁ ଆରମ୍ଭ କରି ହ୍ୱାଟ୍ସଆପ୍ ଆକାଉଣ୍ଟ ପର୍ଯ୍ୟନ୍ତ ସବୁଥିରେ ପଶି ସାଇବର ଠକ ଡାଟା ଚୋରି କରିବାକୁ ସକ୍ଷମ ହେଉଛନ୍ତି । ବିଶେଷ…

ନୂଆ ରୂପ ନେଉଛି ନରେନ୍ଦ୍ର ପୋଖରୀ: ପାଚେରୀ ବଖାଣିବ ପୁରୀ ଐତିହ୍ୟର ଗାଥା

ପୁରୀ: ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସିଥାନ୍ତି । ଶ୍ରୀମନ୍ଦିର ଏବଂ ବେଳାଭୂମି ପରେ ଅନେକ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀକୁ ବୁଲି ଦେଖିଥାନ୍ତି । କେହି କେହି ମାନସିକ…

ଆଜିଠୁ ଧର୍ମଘଟକୁ ଓହ୍ଲାଇବେ ପରିବହନ ଶ୍ରମିକ: Hit And Run ଆଇନକୁ ବିରୋଧ କରି ଆନ୍ଦୋଳନ

ଭୁବନେଶ୍ୱର: ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଉଛି ରାଜ୍ୟ ପରିବହନ ଶ୍ରମିକ ସଂଘ । ରାଜ୍ୟବ୍ୟାପୀ ଧର୍ମଘଟ କରିବେ ପରିବହନ ଶ୍ରମିକ ସଂଘର ସଦସ୍ୟ । ନୂଆ ହିଟ ଆଣ୍ଡ ରନ୍ ଆଇନକୁ ପ୍ରତ୍ୟାହାର ଦାବିରେ ଧର୍ମଘଟ କରୁଛି ଓଡ଼ିଶା…

ମେ’-ଜୁନରେ ହେବାକୁ ଥିବା ବିବାହରେ ଆସିବ ଅନେକ ସମସ୍ୟା! ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି

ଓଡ଼ିଶା ଭାସ୍କର: ନୂଆବର୍ଷର ଫେବୃଆରୀ ମାସରେବିବାହ ପାଇଁ ୨୦ରୁ ଅଧିକ ମୁହୂର୍ତ୍ତ ରହିଛି । କିନ୍ତୁ ମେ’ ଏବଂ ଜୁନ୍ ମାସରେ ହେବାକୁ ଥିବା ବିବାହରେ ଅନେକ ସମସ୍ୟା ଦେଖା ଦେଇପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମେ’ ଏବଂ…

ଟି-୨୦ ଦଳକୁ ଫେରି ପାରିବେନି ରାହୁଲ-ଶ୍ରେୟସ! ଚହଲଙ୍କୁ ବି ମିଳିବନି ସୁଯୋଗ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତ ନିଜ ଦଳ ଘୋଷଣା କରିସାରିଛି । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ବର୍ଷକ ପରେ ଟି-୨୦ ଦଳକୁ କମବ୍ୟାକ କରୁଥିବା ବେଳେ ଆହତ ସମସ୍ୟା ଯୋଗୁଁ…

Dreams Meaning: ସ୍ୱପ୍ନରେ ଟଙ୍କା ଦେଖିବା ଶୁଭ ନା ଅଶୁଭ? ଦେଇଥାଏ ଏହି ଘଟଣାର ପୂର୍ବ ସଂକେତ…

ଓଡ଼ିଶା ଭାସ୍କର: ଶୋଇବା ସମୟରେ ଅନେକ ପ୍ରକାରର ସ୍ୱପ୍ନ ଦେଖାଯାଏ । ଏହିସବୁ ସ୍ୱପ୍ନ ଆମ ପ୍ରକୃତ ଜୀବନରେ ମଧ୍ୟ ଅନେକ ପ୍ରଭାବ ପକାଇଥାଏ । ତେବେ ଅନେକ ସମୟରେ ଶୋଇବା ବେଳେ ଆମେ ଟଙ୍କା-ଧନ ଇତ୍ୟାଦିର ସ୍ୱପ୍ନ ଦେଖିଥାନ୍ତି…

ସାବଧାନ୍! Password ବିନା ଆପଣଙ୍କ ଗୁଗଲ ଆକାଉଣ୍ଟ ଖୋଲିପାରିବେ ହ୍ୟାକର: ଜାଣନ୍ତୁ ଏହି Trick

ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ ଦୁନିଆରେ ଲୋକଙ୍କ ପାଇଁ ସୁବିଧା ଯେତେ ବଢୁଛି, ସମସ୍ୟା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଅନଲାଇନରେ ସବୁଠୁ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି ସାଇବର କ୍ରାଇମ ।…

T-20Iକୁ ଫେରିଲେ ଅଧିନାୟକ ରୋହିତ-ବିରାଟ: ଜୁନିୟର ଟିମକୁ ନେଇ ଆଫଗାନିସ୍ତାନକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା ହୋଇସାରିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଟି-୨୦ ଫର୍ମାଟକୁ ଫେରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଏହାସହ ଟିମ ଇଣ୍ଡିଆର…