fbpx

ସାବଧାନ ସୋସିଆଲ ମିଡିଆ! Facebook, Instagramକୁ ସରକାରଙ୍କ ଚେତାବନୀ, ନିଆଯିବ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ସୋସିଆଲ ମିଡିଆକୁ ନେଇ ଆହୁରି କଠୋର ହୋଇଛନ୍ତି । ଫେସବୁକ, ଇନଷ୍ୟାଗ୍ରାମ ତଥା ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସାବଧାନ କରାଇଛନ୍ତି ସରକାର । କାର୍ଯ୍ୟକଳାପରେ ସୁଧାର ନ…

୧୫ କୋଟି ନୁହେଁ, ୧୧୫ କୋଟିରେ ହାର୍ଦ୍ଦିକଙ୍କୁ କିଣିଛି MI! IPL-2024 କୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ ହୋଇଛି । ଗୁଜୁରାଟର ଅଧିନାୟକ(୨୦୨୨-୨୦୨୩) ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିଛି ମୁମ୍ବାଇ…

ଆୱାର୍ଡ ଫେରାଇଦେବେ ବିନେଶ ଫୋଗଟ: WFI ବିବାଦ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ମହିଳା ରେସଲର ବିନେଶ ପୋଗଟ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବିନେଶ ଫୋଗଟ । କ୍ରୀଡ଼ା…

ନୂଆବର୍ଷରେ ନୂଆ ମିଶନ୍ ଲଞ୍ଚ୍ କରିବ ISRO: ଚନ୍ଦ୍ର-ସୂର୍ଯ୍ୟ ପରେ ବ୍ଲାକ ହୋଲକୁ ପଠାଇବ ସ୍ପେସକ୍ରାଫ୍ଟ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଅପୂର୍ବ ସଫଳତା ପରେ ଭାରତୀୟ ସ୍ପେସ ରିସର୍ଚ୍ଚ ସେଣ୍ଟର(ଇସ୍ରୋ) ବିଭିନ୍ନ ଗ୍ରହ-ଉପଗ୍ରହର ରହସ୍ୟ ଖୋଲିବା ପାଇଁ ଯୋଜନା ଚଳାଇଛି । ଚନ୍ଦ୍ରମାର ଦକ୍ଷିଣ ମେରୁରେ ସଫଳତାର ସହ ଲ୍ୟାଣ୍ଡ୍ କରିବା…

IPL-2024ରେ ଏହି ଦେଶର ଏଣ୍ଟ୍ରି ଉପରେ ବ୍ୟାନ୍! ଟୁର୍ଣ୍ଣାମେଣ୍ଟ ପୂର୍ବରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ବିଭିନ୍ନ ପ୍ରକାର ଆୟୋଜନରେ ଲାଗି ପଡ଼ିଛି ।…

Youtube ରେ ନୂଆ ଇତିହାସ ରଚିଲେ ପଧାନମନ୍ତ୍ରୀ ମୋଦୀ: ପ୍ରଥମ ରାଜନେତା ଭାବରେ କଲେ ରେକର୍ଡ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ଖୁବ ଅଧିକ ରହିଛି । ବିଦେଶର ଅନେକ ରାଜନେତା ମଧ୍ୟ ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଅନୁସରଣ କରୁଥିବା…

(Video) ପ୍ରଥମ ଟେଷ୍ଟ ପୂର୍ବରୁ ରାହୁଲ ଦ୍ରାବଡଙ୍କ ନୂଆ ଅବତାର: ଦିୱାନା ହୋଇଗଲେ କ୍ରିକେଟ ଫ୍ୟାନ୍ସ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିବାର ଦେଖାଯାଇଛି । ମାତ୍ର ୧୩୦ ରନରେ ଭାରତ ୬ ୱିକେଟ ହରାଇଥିବା ବେଳେ ବଡ଼ ସ୍କୋର କରିବା ଆଶା ମୁଳିବାରେ ଲାଗିଛି । ଏହି ମ୍ୟାଚରେ…

ବ୍ୟାଙ୍କରେ କାମ ଥିଲେ ଯଥାଶୀଘ୍ର ସାରି ଦିଅନ୍ତୁ: ଜାନୁୟାରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଦିନ କେଇଟା ପରେ ଆରମ୍ଭ ହୋଇଯିବ ନୂଆବର୍ଷ ।୨୦୨୩କୁ ବିଦାୟ ଦେଇ ସାରା ବିଶ୍ୱ ୨୦୨୪ ମସିହାକୁ ସ୍ୱାଗତ ଜଣାଇବ । ତେବେ ଜାନୁୟାରୀ ମାସ ଆରମ୍ଭ ହେବା ପୂର୍ବରୁ ଜାଣି ନିଅନ୍ତୁ ବ୍ୟାଙ୍କର ଛୁଟି ତାଲିକା ।…

ପ୍ରଥମ ଟେଷ୍ଟରେ କାହିଁକି ଖେଳିଲେନି ରବିନ୍ଦ୍ର ଜାଡେଜା? ଅଧିନାୟକ ରୋହିତ କହିଲେ ପ୍ରକୃତ କଥା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୂମା । ଏହି ମ୍ୟାଚରେ ଭାରତର ଯୁବ ଫାଷ୍ଟ…

କାହିଁକି ଟେଷ୍ଟ ସିରିଜରୁ ଓହରିଗଲେ ଇଶାନ୍ କିଶାନ? ଏହି ଖେଳାଳିଙ୍କୁ ସୁଯୋଗ ଦେଲା BCCI

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଅଚାନକ ନିଜ ନାମ ଫେରାଇ ନେଇଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ୍ । ମାନସିକ ଚାପରୁ ବିରତୀ ପାଇବା ପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଷ୍ଟାର…