ମହିଳାଙ୍କୁ ମିଳିବ ବଡ଼ ଫାଇଦା: ମୋଦୀ ସରକାର ବଦଳାଇଲେ Family Pension ନିୟମ
ନୂଆଦିଲ୍ଲୀ: ଫ୍ୟାମିଲି ପେନସନ ସହ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ମହିଳା କର୍ମଚାରୀଙ୍କ ପତିଙ୍କ ପରିବର୍ତ୍ତେ ସେମାନଙ୍କ ସନ୍ତାନ କିମ୍ବା ପାରିବାରିକ ପେନସନ ପାଇଁ ନାମାଙ୍କିତ କରିବା…