Big Breaking; ଏପ୍ରିଲ ମାସରେ ହେବ ସାଧାରଣ ନିର୍ବାଚନ! ଇଲେକ୍ସନ କମିଶନ୍ ତରଫରୁ ରେପରେନ୍ସ ଡେଟ୍

ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣ ନିର୍ବାଚନକୁ ନେଇ ଭାରତୀୟ ନିର୍ବାଚନ କମିଶନ୍ ତରଫରୁ ଆସିଛି ଏକ ବଡ଼ ସୂଚନା । ଆସନ୍ତା ଏପ୍ରିଲ ମାସରେ ନିର୍ବାଚନ ହେବା ନେଇ ଇସି ସମ୍ଭାବନା ଜାରି କରିଛନ୍ତି । ଏପ୍ରିଲ ୧୬ ତାରିଖକୁ…

ଏହି ବର୍ଷ ମଧ୍ୟରେ ଆପଣଙ୍କୁ ମିଳିବ ସରକାରୀ ଚାକିରୀ: ମନେ ରଖନ୍ତୁ ଏହି ୫ଟି ଟିପ୍ସ, ମିଳିବ ସଫଳତା

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ ପ୍ରତିବର୍ଷ ବିଭିନ୍ନ ପ୍ରତିଯୋଗୀ ପରୀକ୍ଷା ଆୟୋଜିତ କରାଉଛି । ଚଳିତର୍ବେ ହେବାକୁ ଥିବା ୟୁପିଏସସି ପରୀକ୍ଷାରେ ସାମିଲ ହେବାକୁ ଥିବା ପ୍ରାର୍ଥି ନିଜ ପାଇଁ ପ୍ରସ୍ତୁତି ଆରମ୍ଭ…

Breaking News; ମାଟି ଅତଡ଼ା ଖସି ୨ ଶ୍ରମିକଙ୍କ ମୃତ୍ୟୁ: ଡ୍ରେନେଜ କାମ ବେଳେ ବଡ଼ ଅଘଟଣ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ାରେ ଘଟିଯାଇଛି ଏକ ବଡ଼ ଅଘଟଣ । ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ କାମ ଚାଲିଥିବା ବେଳେ ହଠାତ୍ ମାଟି ଅତଡ଼ା ଖସିବାରୁ ୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଡ୍ରେନେଜ…

ଇଂଲଣ୍ଡ ବିପକ୍ଷ ସିରିଜରେ ରାହୁଲଙ୍କୁ ମିଳିବନି ସୁଯୋଗ! ହାତରୁ ଖସିଯିବ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଇଂଲଣ୍ଡକୁ ଭେଟିବା ପାଇଁ ଭାରତୀୟ ଦଳ ପ୍ରସ୍ତୁତ ହେଉଥିବା ବେଳେ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ପ୍ରଥମ ଦୁଇଟି ଟେଷ୍ଟରୁ…

(Video) ‘ଆମେ ଅଯୋଧ୍ୟାରେ ଯାହା ଦେଖିଲୁ….’ ଅଯୋଧ୍ୟାର ଅଦ୍ଭୁତ ଦୃଶ୍ୟ ଦେଖାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ ପରେ ପ୍ରାଣପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ରାମଲାଲାଙ୍କ ଅପୂର୍ବ ବାଲ୍ୟବିଗ୍ରହ ମନ୍ଦିରର ଗର୍ଭଗୃହରେ ସ୍ଥାପନା ହୋଇ ସାରିଛନ୍ତି । ଏହି…

ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ଡ୍ରୋନ ସେବା: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ସଫଳତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଆଜିଠାରୁ ଡ୍ରୋନ ସେବା ଆରମ୍ଭ ହୋଇଯାଇଛି । ଏଣିକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମ୍ସ ମେଡିକାଲରେ ଡ୍ରୋନ ସେବା ଉପଲବ୍ଧ ହୋଇପାରିବ । ଏମ୍ସ ମେଡିକାଲର…

ଦିନ ହେଲେ ଅଯୋଧ୍ୟାରୁ ବାହାରି ଯାଆନ୍ତି ପ୍ରଭୁ ଶ୍ରୀରାମ, ଫେରନ୍ତି ରାତିରେ: ଜାଣନ୍ତୁ କ’ଣ ରହିଛି ସତ୍ୟତା?

ନୂଆଦିଲ୍ଲୀ: ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ମହିମା ବଡ଼ ଅପାର । ପ୍ରଭୁଙ୍କ ଜନ୍ମପୀଠ ଅଯୋଧ୍ୟାରେ ନିର୍ମାଣ ହେଉଛି ଭବ୍ୟ ରାମ ମନ୍ଦିର । କିନ୍ତୁ ଅଯୋଧ୍ୟା ବ୍ୟତୀତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଆଉ ଏକ ପ୍ରସିଦ୍ଧ…

ଅଯୋଧ୍ୟା ରାମ ମନ୍ଦିରକୁ ମିଳିଛି ୩୨୦୦ କୋଟିର ଦାନ: ଜାଣନ୍ତୁ କିଏ କେତେ ଦାନ ଦେଇଛନ୍ତି

ଓଡ଼ିଶା ଭାସ୍କର: ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ କରିଛନ୍ତି ପ୍ରଭୁ ରାମଲାଲାଙ୍କ ବାଲ୍ୟବିଗ୍ରହ । ଆଜି ଭବ୍ୟ ପ୍ରାଣପ୍ରତିଷ୍ଠା ମହା ସମାରୋହରେ ଶ୍ରୀରାମ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ରାମ…

ସବୁଠି ଜୟ ଶ୍ରୀରାମ… ଅଷ୍ଟ୍ରେଲିଆ କ୍ରିକେଟର ଡାଭିଡ ୱାର୍ଣ୍ଣରଙ୍କ ମୁହଁରେ ରାମନାମ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାର ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ବାଲ୍ୟ ବିଗ୍ରହ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିପାଇଁ ସାରା ଦେଶକୁ ରାମଭକ୍ତିରେ ମଗ୍ନ ଥିବା ଦେଖାଯାଇଛି । ଦେଶର କୋଣ ଅନୁକୋଣରେ…

ଗଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ଆଦିବାସୀ ସମାଜର ‘ସୌନ୍ଦର୍ଯ୍ୟତା’: January 26 ପରେଡ ପୂର୍ବରୁ ଚର୍ଚ୍ଚାରେ ଛତିଶଗଡ଼ର ଝାଙ୍କୀ

ରାୟପୁର: ଆଉ ୩ ଦିନ ପରେ ସାରା ଭାରତ ପାଳନ କରିବ ଦେଶର ୭୫ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମୁଖ୍ୟ ଅତିଥି ଭାବରେ ସାମିଲ ହେବେ । ତେବେ ଏଥର ଜାନୁୟାରୀ ୨୬ରେ ସାରା ବିଶ୍ୱ ଭାରତୀୟ…