Phone, E-Mailରେ ଧୋନୀଙ୍କୁ ଜଣାଇ ଦିଅ, ସେ… ଦିଲ୍ଲୀ ହାଇକୋର୍ଟ ଦେଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବିରୋଧରେ ରୁଜୁ ହୋଇଛି ଏକ ମାନହାନି ମୋକଦ୍ଦମା ମାମଲା । ତେବେ ଏ ନେଇ କୋର୍ଟରେ ଶୁଣାଣି କରିବା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ରେଜିଷ୍ଟ୍ରିଙ୍କୁ…