fbpx

Breaking; ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’: ଓଡ଼ିଶାରେ କ’ଣ ରହିବ ପରିସ୍ଥିତି?

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବର୍ତ୍ତମାନ ବାତ୍ୟାର ରୂପ ନେଇଛି । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଘଣ୍ଟା ପ୍ରତି ୨୦ କି.ମି…

ବାତ୍ୟା ଆଲର୍ଟ; ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ: ଓଡ଼ିଶା ଉପରେ ନାହିଁ ବିପଦ

ନୂଆଦିଲ୍ଲୀ: ଆଜି ବାତ୍ୟାର ରୂପ ନେବ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ତେବେ ଏହା ଏକ ବଡ଼ ବାତ୍ୟା ନୁହେଁ, ଛୋଟ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଅବପାତଟି ଦିଗ ପରିବର୍ତ୍ତନ…

ମଧ୍ୟପ୍ରଦେଶ-ଛତିଶଗଡ଼ରେ ନିର୍ବାଚନ ଲଢେଇ: ସକାଳ ୭ରୁ ମତଦାନ ଆରମ୍ଭ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼ ବିଧାନସଭା ପାଇଁ ଆରମ୍ଭ ହୋଇଛି ମତଦାନ । ମଧ୍ୟପ୍ରଦେଶର ସମସ୍ତ ୨୩୦ ଏବଂ ଛତିଶଗଡ଼ର ୭୦ଟି ଆସନରେ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସକାଳ ୭ଟାରୁ ମଧ୍ୟପ୍ରଦେଶରେ ମତଦାନ ଆରମ୍ଭ…

ସେମି ଫାଇନାଲ ନୁହେଁ ‘ଶାମୀ’ ଫାଇନାଲ: ନ୍ୟୁଜିଲାଣ୍ଡକୁ ଭୂଆଁ ବୁଲାଇଲା ଶାମୀଙ୍କ ସ୍ୱିଙ୍ଗ

ମୁମ୍ବାଇ: ନ୍ୟୁଜିଲାଣ୍ଡକୁ ଚକମା ଦେଇ ବିଶ୍ୱକପ-୨୦୨୩ର ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୪ ବର୍ଷ ପରେ ୨୦୧୯ ବିଶ୍ୱକପ ସେମି-ଫାଇନାଲର ପ୍ରତିଶୋଧ ନେଇଛି ରୋହିତ ସେନା । ଶାମୀଙ୍କ ସ୍ୱିଙ୍ଗକୁ ସାମ୍ନା…

Team India @ WC Final; ‘ବିରାଟ’ ଶତକ ସହ ଶାମୀଙ୍କ ସ୍ୱିଙ୍ଗ : ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ ଛଡ଼ାଇ ଆଣିଲା ରୋହିତ ସେନା

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ବାଜି ମାରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ବିଶ୍ୱକପ ଫାଇନାଲକୁ ଯୋଗ୍ୟତା ହାସଲ କରିଛି ଭାରତୀୟ କ୍ରିକେଟ ଟିମ୍ । ପ୍ରଥମ ସେମି ଫାଇନାଲ ମହାଲଢେଇରେ ଦମଦାର ବିଜୟ ହାସଲ…

WC ସେମି ଫାଇନାଲରେ ବିଶ୍ୱ ରେକର୍ଡ କଲା DISNEY+ Hotstar: ୫୦ ମିଲିୟନ୍ ଦର୍ଶକ ଏକା ସାଙ୍ଗରେ ଦେଖିଲେ ମ୍ୟାଚ୍

ମୁମ୍ବାଇ: ଦିନିକିଆ ବିଶ୍ୱକପ-୨୦୨୩ର ସେମି ଫାଇନାଲରେ ଏକ ବିଶ୍ୱ ରେକର୍ଡ କରିଛି ଡିସନୀର ଭିଡିଓ ଷ୍ଟ୍ରିମିଙ୍ଗ ସର୍ଭିସ ଡିସନୀ+ ହଟଷ୍ଟାର । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ୟାଚରେ ନିଜର ୫୦ତମ ଶତକ…

ସେମି ଫାଇନାଲରେ ମିଚେଲଙ୍କ ଶତକ: WC-2023ରେ ଭାରତ ବିପକ୍ଷରେ ଦମଦାର ଶତକୀୟ ଇନିଂସ

ମୁମ୍ବାଇ: ବିଶ୍ୱକପର ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ଏକ ଦମଦାର କମବ୍ୟାକ କରିଛି । ଅଧିନାୟକ କେନ୍ ୱିଲିୟମସନ୍ ଏବଂ ଡାରିଲ ମିଚେଲଙ୍କ ଦମଦାର ଭାଗିଦାରୀରେ ଭାରତ ଉପରେ ଭାରୀ ପଡ଼ିଛି ନ୍ୟୁଜିଲାଣ୍ଡ । କେନ୍ ୱିଲିୟମସନଙ୍କ…

(Video) ଶତକ ପରେ ବିରାଟଙ୍କୁ କିସ୍ କଲେ ପତ୍ନୀ ଅନୁଷ୍କା: ପଡ଼ିଆରୁ କୋହଲି ଦେଖାଇଲେ ଲଭ୍

ମୁମ୍ବାଇ: ଦିନିକଆ ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ଇତିହାସ ରଖିଛନ୍ତି କିଙ୍ଗ କୋହଲି ବିରାଟ । ଭାରତୀୟ ଦଳର ଷ୍ଟାର ବ୍ୟାଟର କୋହଲି ଏହି ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହି ଶତକ ସହିତ ସଚିନଙ୍କ ୪୯ଟି…

ବିଶ୍ୱକପକୁ ନେଇ ପାକିସ୍ତାନରେ ଝଡ଼: ଅଧିନାୟକ ପଦ ଛାଡ଼ିଲେ ବାବର ଆଜମ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ରେ ନିରାଶଜନକ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ପାକିସ୍ତାନ । ୯ ମ୍ୟାଚରୁ ୪ଟି ବିଜୟ ସହ ପଞ୍ଚମ ସ୍ଥାନରେ ରହି ବିଶ୍ୱକପ ଯାତ୍ରା ଶେଷ କରିଛି ବାବର ସେନା । ଏହାପରେ…

୫୦ତମ ଶତକ ପରେ ବିରାଟଙ୍କୁ କୁଣ୍ଢାଇ ପକାଇଲେ ‘ଭଗବାନ୍’: ପ୍ରଥମ ଦେଖା ମନେ ପକାଇଲେ ସଚିନ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ସେମି ଫାଇନାଲରେ ଇତିହାସ ରଚିଛନ୍ତି ଭାରତୀୟ ଦଳର କିଙ୍ଗ କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷରେ ହାସଲ କରିଛନ୍ତି ଦିନିକିଆ କ୍ୟାରିୟରର ୫୦ତମ ଶତକ । ଏହି ଶତକୀୟ ପାଳି ସହିତ ମାଷ୍ଟର ବ୍ଲାଷ୍ଟର…