fbpx

ଫାଇନାଲ ମ୍ୟାଚରେ ଚିତପଟାଙ୍ଗ ମାରିଲା ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା: ମାତ୍ର ୫୧ ରନ ମିଳିଲା ଟାର୍ଗେଟ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତର ଗାତକ ବୋଲିଂ ଆଗରେ ଫେଲ ମାରିଛି ପୂର୍ବତନ ଚମ୍ପିଆନ୍ । ଭାରତର ପେସ୍ ଆଟାକ୍ ସାମ୍ନାରେ ସମ୍ପୂର୍ଣ୍ଣ ଦଳ ମାତ୍ର ୫୦ ରନ୍ କରିବାରେ ସମର୍ଥ ହୋଇ ପାରିଛି । ମହମ୍ମଦ…

ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେବ ୪୨ ଲକ୍ଷ: କଠିନ ପରିଶ୍ରମର ଉପହାର ଘୋଷଣା କଲେ ଜୟ ଶାହ

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆଜି ଶେଷ ପାଦରେ ପହଞ୍ଚିଛି । ଫାଇନାଲ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଛି । କିନ୍ତୁ ଏହି ମ୍ୟାଚ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ଫାଇନାଲ କେଳାଯିବାକୁ…

ସିରାଜଙ୍କ ଆଗରେ ମୁଣ୍ଡ ନୁଆଁଇଲା ଘରୋଇ ଦଳ: ୫ ଓଭରରେ ଶ୍ରୀଲଙ୍କାର ଖେଳ ଶେଷ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ସର୍ବଶ୍ରେଷ୍ଠ ଦଳ ଭାରତ ଏବଂ ଶ୍ରୀଲଙ୍କା । କିନ୍ତୁ ଭାରତର ଘାତକ ବୋଲିଂ ଆଗରେ ଶ୍ରୀଲଭ୍କାର ସମସ୍ତ ଖେଳାଳି ଫେଲ ମାରିଛନ୍ତି । ମହମ୍ମଦ…

ବିଶ୍ୱକର୍ମା ପୋର୍ଟାଲ ସହ ଡାକ ଟିକେଟ ଜାରି କଲେ ପ୍ରଧାନମନ୍ତ୍ରୀ: ଜନ୍ମଦିନରେ ଉପହାର ଦେଲେ ମୋଦୀ

ନୂଆଦିଲ୍ଲୀ: ଆଜି ପବିତ୍ର ବିଶ୍ୱକର୍ମା ପୂଜା ସାରା ଦେଶରେ ପାଳନ କରାଯାଉଛି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରେ ଦେଶବାସୀଙ୍କ ଖୁସି ଡବଲ ହୋଇଯାଇଛି । ତେବେ ଏହି ଖୁସିକୁ ଆହୁରି ସ୍ମରଣୀୟ…

ବିଶ୍ୱକପ ପୂର୍ବରୁ ମନ କିଣି ନେଲେ ଶୁଭମନ ଗିଲ: ସାଜିଲେ ଭାରତର ତୃତୀୟ ଶତକବୀର

ନୂଆଦିଲ୍ଲୀ: ଦମଦାର ଫର୍ମକୁ ଫେରି ପାଇବା ପରେ ଭାରତ ପାଇଁ ସଙ୍କଟମୋଚକ ସାଜିଛନ୍ତି ଷ୍ଟାର ଓପନର ଶୁଭମନ ଗିଲ । ଶିଖର ଧୱନଙ୍କ ଅଭାବକୁ ପୂରଣ କରିବାରେ ସଫଳ ହୋଇଛନ୍ତି ଏହି ଷ୍ଟାର ଖେଳାଳି । ଆଜି ବାଂଲାଦେଶ ବିପକ୍ଷ…

ଦିନିକିଆ ବିଶ୍ୱକପରେ କିପରି ରହିବ ଭାରତର ଜର୍ସି? ଲିକ୍ ହେଲା ପ୍ରଥମ ଝଲକ

ନୂଆଦିଲ୍ଲୀ: ବର୍ତ୍ତମାନ ଏସିଆ କପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ ଭାରତ ବିଶ୍ୱକପ ପାଇଁ ପାଦ ବଢାଇବ । ଦିନିକିଆରେ ନୂଆ ଜର୍ସି ପାଇବା ପରେ ଭାରତ ଖୁବ ଭଲ ପ୍ରଦର୍ଶନ ଜାରି ରଖିଛି । ତେଣୁ ଏହି ନୂଆ ଜର୍ସିକୁ…

(Video) ଅନ୍ଧାର ରାତିରେ ପୃଥିବୀକୁ ଆସୁଛନ୍ତି ଏଲିୟନ! ଉଡ଼ନ୍ତା ଜାଲ ଛାଡ଼ି କୁଆଡ଼େ ହୋଇଯାଉଛନ୍ତି ଉଭାନ୍

ନୂଆଦିଲ୍ଲୀ: 'ଉଡନ୍ତାଯାନ'ର ମାୟାଜାଲରେ ଫସିଛି ଆମେରିକାର ସ୍ପେସ ଏଜେନ୍ସି ନାସା । ଉଡନ୍ତା ଯାନକୁ ନେଇ ନାସାର ବୈଜ୍ଞାନିକଙ୍କ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଏହି ଉଡନ୍ତା ଯାନର ରହସ୍ୟ କ’ଣ?…

ବାଂଲାଦେଶ ବିପକ୍ଷ ମ୍ୟାଚରେ ‘ଦ୍ୱିଶତକ’ ଅର୍ଜନ କଲେ ଅଧିନାୟକ ରୋହିତ: ସୂର୍ଯ୍ୟକୁମାର-ତିଲକଙ୍କୁ ଶିକ୍ଷା

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ସୁପର-୪ ଷ୍ଟେଜର ଶେଷ ମ୍ୟାଚ ଖେଳୁଛି ଟିମ ଇଣ୍ଡିଆ । ବାଂଲାଦେଶର ୨୬୬ ରନର ଟାର୍ଗେଟର ପିଛା କରି ଭାରତ ୩ ଓଭର ଭିତରେ ହିଁ ୨ଟି ୱିକେଟ ହରାଇ ସାରିଛି । ତେବେ ଏହି ମ୍ୟାଚରେ ତିଲକ…

ରାଜ୍ୟରେ ଆରମ୍ଭ ହେବ ନୂଆ ବସ୍ ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’: କ୍ୟାବିନେଟରେ ୧୯ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଓଡ଼ିଶାରେ ଆରମ୍ଭ ହେବ ନୂଆ ଯୋଜନା । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟରେ ନୂଆ ବସ୍ ଷ୍ଟାଣ୍ଡ ଯୋଜନା 'ଲକ୍ଷ୍ମୀ'କୁ ମଞ୍ଜୁରୀ…

କରୋନା ପରେ ନିପା ଭାଇରସ ପାଇଁ ଦିଆଯିବ Vaccine: ଡେଙ୍ଗୁ-ଟିବିର ଟୀକା ବି ପ୍ରସ୍ତୁତ…

ନୂଆଦିଲ୍ଲୀ: କରୋନା ମହାମାରୀରୁ ମୁକ୍ତ ହେବା ପରେ ଭାରତକୁ ଏବେ ଘାରିଛି ନିପା ଭାଇରସ ଆତଙ୍କ । କେରଳରେ ବର୍ତ୍ତମାନ ସୁଦ୍ଧା ୬ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ…