fbpx

ପ୍ରେମ ନୁହେଁ, ବିଶ୍ୱକପ ପାଇଁ ଭାରତକୁ ଆସିଛନ୍ତି ସୀମା…ପୁଣି ହେଲା ବଡ଼ ଖୁଲାସା!

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନରୁ ନିଜ ପ୍ରେମକୁ ପାଇବା ପାଇଁ ସେ ଭାରତ ଚାଲି ଆସିଥିବା ଦାବି କରି ଚାଲିଛନ୍ତି । ଗେଟର ନୋଏଡାର ସଚିନଙ୍କୁ ସେ ତାଙ୍କ…

ନକଲି ମସଲା ଉତ୍ପାଦନ କାରଖାନା ଉପରେ ଚଢାଉ, ଜଣେ ଅଭିଯୁକ୍ତ ଗିରଫ

କଟକ: ଦିନକୁ ଦିନ ବଢୁଛି ନକଲି ଖାଦ୍ୟ ଉତ୍ପାଦନ । ଶନିବାର ଦିନ କଟକ ମାଲଗୋଦାମ ସ୍ଥିତ ଏକ ନକଲି ମସଲା ପ୍ରସ୍ତୁତ କରୁଥିବା କାରଖାନା ଉପରେ କଟକ ମୁନିସିପାଲ କର୍ପୋରେସନ(ସିଏମସି) ଏବଂ ପୋଲିସ ମିଳିତ ଭାବରେ ଚଢାଉ…

‘ମୋ ମା’ ଦେଖିବାକୁ ଆସିଛନ୍ତି, ଶତକ ହାସଲ କର ବିରାଟ…’ ୱେଷ୍ଟଇଣ୍ଡିଜ ଖେଳାଳି କଲେ ଗୁହାରୀ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ଖେଳ ଜାରି ରଖିଛି ଟିମ ଇଣ୍ଡିଆ । ରୋହିତ-ଜଏସ୍ୱାଲଙ୍କ ଶତକୀୟ ପାଳି ପରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ ଜାରି ରଖିଛନ୍ତି । ନିଜ କ୍ରିକେଟ କ୍ୟାରିୟରର…

ଏଭଳି ଅଭ୍ୟାସ ଠାରୁ ନିଜକୁ ଦୂରେଇ ରୁହନ୍ତୁ, ନଚେତ ପଡିପାରେ ନବଗ୍ରହଙ୍କର ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ପୃଥିବୀରେ ଜନ୍ମ ହେବା କ୍ଷଣି ନବଗ୍ରହଙ୍କର ଶୁଭ ଓ ଅଶୁଭ ପ୍ରଭାବ ତାହା ସହିତ ଯୋଡି ହୋଇଥାଏ । ବେଳେ ବେଳେ ନବଗ୍ରହଙ୍କର ପ୍ରଭାବରେ ମଣିଷକୁ ଅନେକ ଅସୁବିଧାର ସାମ୍ନା କରିବାକୁ…

ଏଥର ପ୍ରଧାନମନ୍ତ୍ରୀ ହେବେ ସୁପରଷ୍ଟାର ଅମିତାଭ ବଚ୍ଚନ! ଖୁବଶୀଘ୍ର ହେବ ଘୋଷଣା

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଖୁବ ଉଚ୍ଚକୋଟୀର ରହିଛି । ଭାରତ ସମେତ ଅନ୍ୟାନ୍ୟ ଦେଶର ସାଧାରଣ ଜନତା ଏବଂ ନେତା ରାଜନେତା ମଧ୍ୟ ମୋଦୀଙ୍କୁ ଖୁବ ଭଲ…

Indian Railwaysର ଜାଣିବା କଥା: ଟ୍ରେନ ଟଏଲେଟରେ ପରିସ୍ରା କରି ଯୁବକ ଗଣିଲେ ୧୦୦୦ ଟଙ୍କା ଜରିମାନା!

ନୂଆଦିଲ୍ଲୀ: ଭାରତୀୟ ରେଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଟ୍ରେନ ଟଏଲେଟରେ ପରିସ୍ରା କରିବାରୁ ଜଣେ ଯୁବକଙ୍କ ପାଖରୁ ଜରିମାନା ଆଦାୟ କରିଛି ରେଳ ବିଭାଗ । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ଆଜି ପ୍ରକାଶ ପାଇବ ସ୍ପେଶାଲ OJEE ରେଜଲ୍ଟ: ଜାଣନ୍ତୁ କେମିତି ଜାଣିବେ ଫଳାଫଳ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସ୍ପେଶାଲ ଓଜେଇଇ ପରୀକ୍ଷା ଫଳ । ସନ୍ଧ୍ୟା ୫ଟାରେ ୱେବସାଇଟରେ ଏହି ରେଜଲ୍ଟ ଉପଲବ୍ଧ ହେବ । ଏହାପରଠାରୁ ପରୀକ୍ଷାର୍ଥିମାନେ ନିଜ ନିଜ ରେଜଲ୍ଟ ଚେକ୍ କରିପାରିବେ । ଅଫିସିଆଲ ୱେବସାଇଟ…

(Video) ICC ODI WC_2023: ପ୍ରୋମୋ ଭିଡିଓରେ ‘ବିରାଟ’ ଓଡ଼ିଆ ଫ୍ୟାନ୍ ପିଣ୍ଟୁଙ୍କ ଜଲୱା, ଦେହସାରା କୋହଲିଙ୍କ ଟାଟୁ

ଭୁବନେଶ୍ୱର: ଆଗକୁ ଆସୁଛି ଦିନିକିଆ ବିଶ୍ୱକପ । କିନ୍ତୁ ଏବେଠୁ କ୍ରୀଡ଼ାପ୍ରେମୀଙ୍କ ମନରେ ଏହାକୁ ନେଇ କ୍ରେଜ ଦେଖିବାକୁ ମିଳିଛି । ଏହାଭିତରେ ଆଇସିସି ତରଫରୁ ଦିନିକିଆ ବିଶ୍ୱକପକୁ ନେଇ ଏକ ପ୍ରୋମୋ ଭିଡିଓ ପୋଷ୍ଟ…

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇପାରେ ଆଜୀବନ ଜେଲଦଣ୍ଡ: ପାକିସ୍ତାନ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇପାରନ୍ତି ମାନ୍ୟବର ଅଦାଲତ । ଏ ନେଇ ଦେଶର ଆଇନମନ୍ତ୍ରୀ ଆଜମ ନଜୀର ତରାର୍ ସୂଚନା ଦେଇଛନ୍ତି । ଏକ ସଙ୍ଗୀନ ମାମଲାରେ…

ଦେଶର କେଉଁ ବିଧାୟକଙ୍କ ପାଖରେ କେତେ ଅଛି ସମ୍ପତ୍ତି? କିଏ ଧନୀ କିଏ ଗରିବ?

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କେଉଁ ବିଧାୟକଙ୍କ ପାଖରେ କେତେ ସମ୍ପତ୍ତି ଅଛି ? ଏ ପ୍ରଶ୍ନର ଉତ୍ତର ଅନେକ ଲୋକଙ୍କ ପାଖରେ ନଥିବ । ତେବେ ଏ ନେଇ ଏକ ରିପୋର୍ଟ ଏବେ ହସ୍ତଗତ ହୋଇଛି । ବର୍ତ୍ତମାନ ଦେଶର ସବୁଠାରୁ ଧନୀ ଏବଂ…