fbpx

ହେଲମେଟ ନଥିଲା ବୋଲି ଗୁଳି କରି ଦେଲେ ପୋଲିସବାବୁ: ଚେକିଙ୍ଗ ବାହାନରେ ଦବଙ୍ଗଗିରି

ବିହାର: ବିଭିନ୍ନ ସମୟରେ କିଛି ପୋଲିସକର୍ମୀଙ୍କ ଦବଙ୍ଗଗିରିର ଶିକାର ହୋଇଥାନ୍ତି ସାଧାରଣ ଜନତା । ବିନା କାରଣରେ କିମ୍ବା ଛୋଟ ଭୁଲ ପାଇଁ ଜଣେ ନିର୍ଦୋଷ ଉପରେ ନିଜ ପାୱାରର ଦମ୍ ଦେଖାଉଛନ୍ତି ପୋଲିସବାବୁ । ଏମିତି ଏକ…

ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର: ଅନେକ ଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି । ବହୁ ଦିନ ପରେ ପ୍ରଭୁ ଲିଙ୍ଗରାଜ ଆଜି ରୁକୁଣା ରଥରେ ଶୋଭା ପାଇବେ । କାରଣ ଆଜି ହେଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପବିତ୍ର ରୁକୁଣା ରଥଯାତ୍ରା । ସେଥିପାଇଁ…

ଯୁକ୍ତ ୨ ପରୀକ୍ଷା ବଡ ବିଭ୍ରାଟ: ମିଳୁନି ୧୨ ଜଣ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା

ବାରିପଦା: ମାଟ୍ରିକ ପରେ ବର୍ତ୍ତମାନ ଯୁକ୍ତ ୨ ପରୀକ୍ଷାରେ ଦେଖାଦେଇଛି ବଡ ଧରଣର ବିଭ୍ରାଟ । ପିଲାମାନଙ୍କ ପରୀକ୍ଷା ପ୍ରତି ପ୍ରଶାସନର ଅବହେଳା ନୀତି ଲୋକଲୋଚନକୁ ଆସିଛି । ଯୁକ୍ତ ଦୁଇ ପରୀକ୍ଷାର ସାହିତ୍ୟ ବିଷୟର ୧୨ଟି…

ଚଞ୍ଚଳ ମନକୁ ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ଉପାୟ: ମିଳିବ ଅପୂର୍ବ ଶାନ୍ତି

ନୂଆଦିଲ୍ଲୀ: ମନ ଏବଂ ଶରୀରକୁ ପ୍ରତି ମୁହୂର୍ତ୍ତରେ ଚିନ୍ତାମୁକ୍ତ ଏବଂ ଶାନ୍ତ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସୁସ୍ଥ ରହିବା ପାଇଁ ଏହା ପ୍ରତ୍ୟେକ ବ୍ୟକ୍ତି ପାଇଁ ଅତ୍ୟନ୍ତ ଆବଶ୍ୟକୀୟ । ଏମିତି ପରିସ୍ଥିତିରେ ଶାନ୍ତ…

Oh my God! ଭାରତର ଏମିତି ଏକ ଗାଁ; ପ୍ରତ୍ୟେକ ବ୍ୟକ୍ତିଙ୍କ ଆକାଉଣ୍ଟରେ ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ଜମାରାଶି

ଗୁଜୁରାଟ: ଯଦି ଆମେ ଗାଁ ବୋଲି କହିବା, ତେବେ ପ୍ରଥମ ଦୃଶ୍ୟ ଆମ ମନରେ ଆସିବ କୁଡିଆ ଘର, ଚାଷୀ, କୃଷକ ଇତ୍ୟାଦିର ଛବି । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଗ୍ରାମୀଣ କ୍ଷେତ୍ରରେ ଅନେକ ବିକାଶ…

(Video) ଖେଳିବେନି ଋଷଭ ପନ୍ତ: ଦିଲ୍ଲୀ ପାଇଁ କେଉଁ ଖେଳାଳି କରିବେ ୱିକେଟ କିପିଙ୍ଗ?

ନୂଆଦିଲ୍ଲୀ: ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏକା ସାଙ୍ଗରେ ୨ଟି ଝଟକା ଲାଗିଛି । ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ…

ଚକୋଲେଟ ଶରୀର ପାଇଁ ଖୁବ ଲାଭଦାୟକ: ଓଜନ କମ୍ କରିବା ସହ ଦିଏ ଅନେକ ଫାଇଦା

ନୂଆଦିଲ୍ଲୀ: ଆଜିକାଲି ପିଲାଠୁ ବୁଢା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚକୋଲେଟ ଖାଇବାକୁ ଖୁବ ଭଲ ପାଆନ୍ତି । ଏହା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ଚକୋଲେଟ ଖାଇବା ପାଇଁ ଯେତିକି ମଜା ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ…

ତମ୍ବା ପାତ୍ରରେ ପାଣି ପିଇଲେ ମିଳେ ଅନେକ ଫାଇଦା: ଏହି ଉପାୟରେ କରନ୍ତୁ ସେବନ

ନୂଆଦିଲ୍ଲୀ: କାହିଁ କେତେ ବର୍ଷରୁ ତମ୍ବା ପାତ୍ରରେ ପାଣି ପିଇବାର ପ୍ରଚଳନ ରହି ଆସିଛି । ବର୍ତ୍ତମାନ ଅଧିକାଂଶ ଲୋକ ଷ୍ଟିଲ ବାସନକୁ ଆପଣେଇ ଥିଲେ ବି ଅନେକ ସ୍ଥାନରେ ତମ୍ବା ପାତ୍ରରେ ଖାଇବା ପିଇବା କରାଯାଉଛି । କାରଣ…

ଭୁବନେଶ୍ୱର ଇସ୍କନ ମନ୍ଦିର ସାମନାରେ ଗଢି ଉଠିଲା ନଈ: ବର୍ଷାପାଣିରେ ଉବୁଟୁବୁ ରାସ୍ତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସ୍ମାର୍ଟ କାହାଣୀ ବର୍ତ୍ତମାନ ଲୋକଲୋଚନକୁ ଆସିଛି । ଟିକିଏ ବର୍ଷାରେ ସହରର ଅନେକ ପ୍ରମୁଖ ରାସ୍ତା ଜଳାର୍ଣ୍ଣବ ହୋଇଯାଉଛି । ଏହି ତାଲିକାରେ ରହିଛି ଭୁବନେଶ୍ୱରର ପ୍ରସିଦ୍ଧ ଇସ୍କନ…

ଛି ଲଜ୍ଜ୍ୟା! ଛେଳି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲା ଯୁବକ: ଏବେ ପୋଲିସ ହେପାଜତରେ

କେନ୍ଦ୍ରାପଡା: ଗୋଟିଏ ନିରୀହ ନିର୍ବାକ ପଶୁ ଉପରେ ହୋଇଛି ଅମାନୁଷିକ ଅପରାଧ । ଅପ୍ରାକୃତିକ ଭାବରେ ଛେଳି ସହ ଯୌନ ସମ୍ପର୍କ ରଖିଥିବା ନେଇ ଜଣେ ଯୁବକଙ୍କ ବିରୋଧରେ ଅଭିଯୋଗ ହୋଇଛି । ପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ…