fbpx

ଗୁଳି କରି ପାକ୍ ଡ୍ରୋନ ଖସାଇଲା ଭାରତୀୟ ସେନା: ଚାଲିଥିଲା କି ବଡ ଷଡଯନ୍ତ୍ର?

ନୂଆଦିଲ୍ଲୀ: ୱାଘା-ଅଟାରୀଠାରେ ଭାରତୀୟ ସେନାକୁ ମିଳିଛି ଏକ ବଡ ସଫଳତା । ଭାରତର ଆକାଶରେ ଉଡୁଥିବା ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ଭାରତୀୟ ସେନା । ବିଏସଏଫର ଯବାନଙ୍କ ଗୁଳିରେ ତଳେ ଖସି ପଡିଛି…

କରମଣ୍ଡଳ ପରେ କାର୍-ବସ୍ ଭିତରେ ଧକ୍କା: ୬ ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ର: ବାହାନଗା ଦୁର୍ଘଟଣାର ଶୋକ ସରିବା ପୂର୍ବରୁ ଆଜି ସକାଳେ ଘଟି ଯାଇଛି ଆଉ ଏକ ବଡ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବସକୁ ପଛ ପଟୁ ଧକ୍କା ଦେଇଛି କାର୍ । ମହାରାଷ୍ଟ୍ର ଚନ୍ଦ୍ରପୁର କାନପା ଗାଁ ନିକଟରେ ଗୋଟିଏ…

ରାଜ୍ୟ ସରକାର ଦେଲେ ଉପହାର: ଓଡିଶାରୁ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ଭିତରେ ଓଡିଶା ସରକାର ଏକ ବଡ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗକୁ ଯିବା ପାଇଁ ଯାତ୍ରୀମାନଙ୍କ ମାଗଣା ବସ୍ ସେବା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ବଡ ଖବର! ହାର୍ଦ୍ଦିକ ପାଣ୍ଡ୍ୟା ନେଇପାରନ୍ତି ଅବସର: ଷ୍ଟାର ଅଲରାଉଣ୍ଡରଙ୍କ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆରମ୍ଭ ହୋଇଛି ଏକ ବଡ ଚର୍ଚ୍ଚା । ଭାରତୀୟ ଲିମିଟେଡ ଓଭର ଦଳର ଆଗାମୀ ଅଧିନାୟକ କୁହାଯାଉଥିବା ହାର୍ଦ୍ଦିକ ନେଇପାରନ୍ତି ଅବସର । ୨୦୧୮ରୁ…

(Video) ଗଙ୍ଗା ନଦୀରେ ବୁଡିଗଲା ୧୭୦୦ କୋଟିରୁ ଅଧିକ ଟଙ୍କା: ଭାଙ୍ଗିଲା ନିର୍ମାଣାଧୀନ ପୋଲ

ବିହାର: ବିହାରର ଭାଗଲପୁରର ଗଙ୍ଗା ନଦୀରେ ବୁଡି ଯାଇଛି ୧୭୦୦ କୋଟିରୁ ଅଧିକ ଟଙ୍କା । ବର୍ଷ ବର୍ଷର ପ୍ରସ୍ତୁତି ଏବଂ ପରିଶ୍ରମ ଏବେ ପାଣିରେ ବୁଡି ଯାଇଛି । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି…

(Video) Big Breaking ଟ୍ରେନ ଟ୍ରାଜେଡି: ୪୮ ଘଣ୍ଟା ପରେ ବଗି ତଳୁ ଆହତ ଅବସ୍ଥାରେ ଉଦ୍ଧାର ହେଲେ ଯାତ୍ରୀ

ବାଲେଶ୍ୱର: ବାଲେଶ୍ୱର ବାହାନଗାର କରମଣ୍ଡଳ ଦୁର୍ଘଟଣାକୁ ୪୮ ଘଣ୍ଟା ବିତି ସାରିଛି । ଏହି ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ଗତ ୨ ଦିନରୁ ବାହାନଗା ଷ୍ଟେସନ ବଜାରର…

୧୪୬ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ: ବେନ ଷ୍ଟୋକ୍ସ କରିଦେଲେ ବଡ କିର୍ତ୍ତୀମାନ

ନୂଆଦିଲ୍ଲୀ: ଇଂଲଣ୍ଡ ଟେଷ୍ଟ କ୍ରିକେଟକୁ ବର୍ତ୍ତମାନ ଏକ ନୂଆ ରାସ୍ତାରେ ଆଗେଇ ନେଉଛନ୍ତି ଅଧିନାୟକ ବେନ୍ ଷ୍ଟୋକ୍ସ । ଗତବର୍ଷ ନେତୃତ୍ୱ ପଦ ନେବା ପରଠୁ ଇଂଲଣ୍ଡ ମୋଟ ୧୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ସେଥିରୁ ଦଳ ୧୧…

ସାବଧାନ! ଏହି ମୋବାଇଲ କିଣିଲେ ଯାଇପାରନ୍ତି ଜେଲ, ଦେବେ ଜରିମାନା

ନୂଆଦିଲ୍ଲୀ: ପ୍ରମିୟମ ଫୋନ ପ୍ରତି ଖୁବ ଆକର୍ଷିତ ହେଉଛନ୍ତି ଆଜିକାଲିର ସ୍ମାର୍ଟଫାନ ୟୁଜର । ଏହି ମୋବାଇଲକୁ ବ୍ୟବହାର କରିବାରୁ ୟୁଜର୍ସ ମାନେ ସେକେଣ୍ଡ ହ୍ୟାଣ୍ଡ ଫୋନ କିଣିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ।…

WTC Final ମ୍ୟାଚ ଡ୍ର ରହିଲେ କେଉଁ ଦଳ ହେବ ଚମ୍ପିଆନ? ଏଥିପାଇଁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଜୁନ୍ ୭ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଓଭାଲ ମଇଦାନରେ ଦମଦାର ପ୍ରସ୍ତୁତ ଜାରି ରଖିଛି ରୋହିତ ସେନା । ତେବେ ଟେଷ୍ଟ…

ଭାରତୀୟ ରେଳ ବିଭାଗରେ ବମ୍ପର ନିଯୁକ୍ତି: ମାସିକ ୮୦,୦୦୦ ରୋଜଗାର ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଦେଉଛି ରୋଜଗାରର ଏକ ବିରାଟ ସୁଯୋଗ । ମାସକୁ ପ୍ରାୟ ୮୦,୦୦୦ ଟଙ୍କା ରୋଜଗାର କରିବା ପାଇଁ ବାଟ ଦେଖାଉଛି ଇଣ୍ଡିଆନ ରେଲୱେ । ଦେଶରେ ବେକାରୀ ସମସ୍ୟା ଦୂର କରିବା ପାଇଁ ରେଳ ବିଭାଗର ଏହି…