fbpx

ପୁଣି ଫେରଲା କି ମହାମାରୀ? ୧୦ ହଜାର ଟପିଲା ପଜିଟିଭ କେସ୍, ଗୋଟିଏ ସ୍କୁଲରୁ ୩୭

ନୂଆଦିଲ୍ଲୀ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରବିବାର ଦେଶରେ ୧୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୧୪୯ ଦିନ ଭିତରେ ଏହା ସର୍ବାଧିକ ବୋଲି ରେକର୍ଡ…

India TB-2023: ଓଡିଶା ପାଇଁ ଗୌରବର ବିଷୟ, ଯକ୍ଷ୍ମା ନିରାକରଣରେ ରାଜ୍ୟ ଦ୍ୱିତୀୟ ସ୍ଥାନରେ

ଭୁବନେଶ୍ୱର: ଯକ୍ଷ୍ମା ରୋଗର ନିରାକରଣ ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ଜାରି ରଖିଛି ସାରା ଭାରତ । ନିଜ ନିଜ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଏ ନେଇ ସତର୍କ ଏବଂ ସଚେତନ କରିବା ପାଇଁ ପ୍ରୟାସ କରୁଛନ୍ତି ପ୍ରଶାସନ । ତେବେ…

୧ ମିନିଟରେ ହେଉଛି ୪ କୋଟି ହ୍ୱାଟ୍ସଆପ ମେସେଜ, ୧୮ କୋଟି ଇ-ମେଲ: ଦେଖନ୍ତୁ ଇଣ୍ଟରନେଟର ହିସାବ

ନୂଆଦିଲ୍ଲୀ: ଆପଣ ମାନେ ମୋବାଇଲ୍ ଫୋନ୍ ବିନା କେତେ ସମୟ ରହିପାରିବେ? ବୋଧ ହୁଏ କିଛି ଘଣ୍ଟା ମାତ୍ର । କାରଣ ଆଜିକା ସମୟରେ ମୋବାଇଲ୍ ଠାରୁ ଆମେ ଦୂରେଇ ରହିପାରୁନେ । ଆଉ ଇଣ୍ଟରନେଟ୍ ସହିତ ଆମେ ପୂରା ଦୁନିଆକୁ ନିଜ ହାତ…

WPL ରନର୍ସ ଅପ୍ ଟିମକୁ ମିଳିବ ୩ କୋଟି: ଚମ୍ପିଆନଙ୍କୁ କେତେ?

ମୁମ୍ବାଇ: ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଆଜି ବାଜିବ ଫାଇନାଲ ବିଗୁଲ । ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ହାତେଇବା ପାଇଁ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ହେବ ଘମାଘୋଟ ଫାଇଟ । ସେଥିପାଇଁ ସଜେଇ ହୋଇସାରିଛି…

୨୭ ତାରିଖରୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ନୋଟିସ

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୨୭ ତାରିଖରୁ ପ୍ରଥମ ଶ୍ରେଣୀ ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ୧୭ ତାରିଖ…

ସମୁଦ୍ର କୂଳରେ ଶାହରୁଖଙ୍କ ପ୍ରତିଛବି: ପାକିସ୍ତାନୀ କଳାକାର ଦେଲେ ଏମିତି ଉପହାର

ନୂଆଦିଲ୍ଲୀ: ବଲିଉଡ ବାଦଶାହ ଶାହରୁଖ ଖାନ ବର୍ତ୍ତମାନ 'ମନ୍ନତ'ରେ ନୁହେଁ, ଆଉ ଏକ ସ୍ଥାନରେ ଦେଖା ଯାଇଛନ୍ତି । ପାକିସ୍ତାନର ଏକ ସମୁଦ୍ର କୂଳରେ କିଙ୍ଗ ଖାନଙ୍କୁ ସ୍ଥାନ ଦେଇଛନ୍ତି ଜଣେ ପ୍ରତିଭାବାନ କଳାକାର ।…

(Video)ରାସ୍ତାରେ ମୋବାଇଲ ବ୍ୟବହାର କରିବା କେତେ ଖତରନାକ? ଏହି ଭିଡିଓ ହିଁ ଉଦାହରଣ

ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ ଆମ ଜବୀନଶୈଳୀର ଏକ ପ୍ରମୁଖ ଅଂଶ ପାଲଟି ଯାଇଛି । ମୋବାଇଲ ବିନା ବର୍ତ୍ତମାନ ପିଢୀରେ କିଛି ଦିନ ରହିବା ଖୁବ କଷ୍ଟକର ହୋଇପାରେ । ତେବେ ଏହାକୁ ଅଧିକ ସମୟ ବ୍ୟବହାର କରିବା ମଧ୍ୟ ବିପଦ…

୫୯୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଏଥର ସୁନା ପାଲଟିଯିବ ଗଞ୍ଜାମ

ଗଞ୍ଜାମ: ଗଞ୍ଜାମ ଗସ୍ତରେ ଆସି ଜିଲ୍ଲାକୁ ସୁନାରେ ପରିଣତ କରିଦେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଜିଲ୍ଲାର ବିକାଶ ଏବଂ ଉନ୍ନତି ପାଇଁ ୫୯୦ କୋଟି ଟଙ୍କା ବିନିମୟରେ ୩୦୦ରୁ ଅଧିକ ପ୍ରକଳ୍ପକୁ…

ନୋଟ ଓ କଏନ ଛପାରେ କେତେ ଟଙ୍କା ଖର୍ଚ୍ଚ କରେ ରିଜର୍ଭ ବ୍ୟାଙ୍କ? ମିଳିଲା ଉତ୍ତର

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରତ୍ୟେକ କାମ ପାଇଁ ଟଙ୍କାର ଖୁବ ଆବଶ୍ୟକତା ରହିଛି । କୌଣସି ଜିନିଷ ଆଣିବା ପାଇଁ ହେଲେ ଟଭ୍କା ଖର୍ଚ୍ଚ କରିବାକୁ ହୁଏ । ଏମିତିକି ଟଙ୍କା ବାହାର କରିବା ପାଇଁ ମଧ୍ୟ ଖର୍ଚ୍ଚ ହୁଏ ମୋଟା ଆକାରର…

ମଣିଷର ସ୍ପର୍ମ ଚୋରି କରୁଛନ୍ତି ଏଲିୟନ! କାରଣ ସହ ଏମିତି ଦାବି କଲେ ୟୁଏଫଓ ଏକ୍ସପର୍ଟ

ନୂଆଦିଲ୍ଲୀ: ଅଲଗା ଗ୍ରହ ଏବଂ ସେଠାରେ ଜୀବନର ସମ୍ଭାବନାକୁ ନେଇ ବୈଜ୍ଞାନିକ ଦୀର୍ଘ ଦିନରୁ ରିସର୍ଚ୍ଚ ଜାରି ରଖିଛନ୍ତି । ତେବେ ଅନ୍ୟଗ୍ରହରେ ରହୁତିବା ଜୀବମାନଙ୍କୁ ନେଇ ମଧ୍ୟ ଅନେକ ସମୟରେ ବିଭିନ୍ନ ଆଲୋଚନା ହୋଇଥାଏ ।…