fbpx

ପୁରୀ ରେଲୱେ ଷ୍ଟେସନରେ ଲାଗିଲା ନିଆଁ: ଲିଭାଇବାକୁ ପୋଲିସ ସହ ଦମକଳ ବାହିନୀର ଉଦ୍ୟମ ଜାରି

ପୁରୀ: ଶ୍ରୀକ୍ଷେତ୍ର ପୁରୀ ରେଳ ଷ୍ଟେସନରେ ହଠାତ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି । ତେବେ ୱାଶିଂ ଲାଇନରେ ଥିବା ୨୪ ଏବଂ ୨୫ ନମ୍ବରର ଇନଭର୍ଟରରରେ ସର୍ଟ ସିର୍କଟ ହେବା…

IPLରୁ ବାଦ୍ ପଡିଲେ ଷ୍ଟାର କ୍ରିକେଟର: ୬ କୋଟିରେ କିଣିଥିଲା ପଞ୍ଜାବ କିଙ୍ଗସ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପୂର୍ବରୁ ଶିଖର ଧୱନଙ୍କ ନେତୃତ୍ୱରେ ଖେଳିବାକୁ ଯାଉଥିବା ପଞ୍ଜାବ କିଙ୍ଗସକୁ ଲାଗିଛି ଏକ ଶକ୍ତ ଝଟକା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦଳରେ ସାମିଲ କରିଥିବା ଜଣେ ଷ୍ଟାର ଖେଳାଳି ବର୍ତ୍ତମାନ…

ଆପଣଙ୍କ ରାସନ କାର୍ଡ ବି ରଦ୍ଦ ହୋଇପାରେ: ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଲୀ: ଦେଶର ରାସନ କାର୍ଡଧାରୀ ମାନଙ୍କ ପାଇଁ ଏକ ନୂଆ ଖବର ସାମନାକୁ ଆସିଛି । ଦେଶର ଲକ୍ଷ ଲକ୍ଷ ରାସନ କାର୍ଡଧାରୀଙ୍କୁ ମାଗଣାରେ ରାସନ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ଅଧୀନରେ କନ୍ଦ୍ରେ ସରକାର…

ଦିନିକିଆ କ୍ରିକେଟରେ ନୂଆ ଇତିହାସ ଲେଖିଲା ବାଂଲାଦେଶ: କଲା ଏମିତି କାରନାମା

ନୂଆଦିଲ୍ଲୀ: ଆୟରଲାଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚକୁ ୧୦ ୱିକେଟରେ ବିଜୟ ସହ ୨-୦ରେ ସିରିଜ ମଧ୍ୟ କବଜା କରିଛି ବାଂଲାଦେଶ କ୍ରିକେଟ ଟିମ । ଏହି ବିଜୟ କ୍ରିକେଟ ଇତିହାସରେ ଦଳ ନୂଆ ଇତିହାସ ଲେଖିଛି । କୌଣସି…

ସହିଦ ଭଗତ ସିଂହଙ୍କୁ ଫାଶୀ ମିଳିଥିବା ସ୍ଥାନରେ ଏବେ କ’ଣ ଅଛି? ପାକିସ୍ତାନ ତିଆରି କରିଛି…

ନୂଆଦିଲ୍ଲୀ: ଆଜି ହେଉଛି ସହିଦ ଦିବସ । ଭାରତର ସ୍ୱାଧୀନତା ପାଇଁ ଲଢେଇ କରି ପ୍ରାଣ ବଳି ଦେଇଥିବା ବୀର ପୁରୁଷମାନଙ୍କୁ ସମ୍ମାନ କରିବାର ଏକ ଗୌରବ ମୁହୂର୍ତ୍ତ । ୧୯୩୧ ମସିହା ଆଜିର ଦିନରେ ୨୩ ବର୍ଷୀୟ ଜଣେ ବୀର…

IPL-2023ରେ ରିଟର୍ଣ୍ଣ କରିବେ ଶ୍ରୀସନ୍ଥ: ବୋଲରଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩କୁ ନେଇ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ବିଶ୍ୱର ଅନେକ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜି ପାଇଁ ନିଜ ଜଲୱା ଦେଖାଇବେ । ତେବେ ଏମାନଙ୍କ ବ୍ୟତୀତ ବିଶ୍ବର କିଛି…

ଖାତାକୁ ଆସିବ ୧୫ ଲକ୍ଷ ଟଙ୍କା: ୧୪ତମ କିସ୍ତି ପୂର୍ବରୁ ମୋଦି ଦେଲେ ସରପ୍ରାଇଜ, କେମିତି କରିବେ ଆବେଦନ?

ନୂଆଦିଲ୍ଲୀ: ଦେଶର କୃଷି ବିଭାଗକୁ ମଜବୁତ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପି.ଏମ କିସାନ ଯୋଜନା ଚଳାଇଛନ୍ତି । ତେବେ…

କ୍ଷମା କର, ମୁଁ ତୁମ ଅପେକ୍ଷା କରିପାରିବିନି…ଭୟଙ୍କର ରୋଗ ପାଇଁ ସିଦ୍ଧୁଙ୍କୁ ପତ୍ନୀ ଲେଖିଲେ ଏମିତି ଚିଠି

ନୂଆଦିଲ୍ଲୀ: ହତ୍ୟା ମାମଲାରେ ଜେଲ କାଟୁଥିବା ନବଜୋତ ସିଂ ସିଦ୍ଧୁ ଖୁବଶୀଘ୍ର ମୁକୁଳିବା ନେଇ ଆଲୋଚନା ହେଉଛି । କିନ୍ତୁ ଏହା ମଧ୍ୟରେ ପତ୍ନୀ ନବଜୋତ କୌର ସିଦ୍ଧୁଙ୍କ ନିକଟରୁ ସେ ପାଇଛନ୍ତି ଏକ ଚିଠି । ଯେଉଁଥିରେ ପତ୍ନୀ…

ନବୀନ ନିବାସରେ ପହଞ୍ଚିଲେ ମମତା ବାନାର୍ଜୀ: ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଚାଲିଛି ଆଲୋଚନା

ଭୁବନେଶ୍ୱର: ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଗସ୍ତ ମଧ୍ୟରେ ବର୍ତ୍ତମାନ ସେ ନବୀନ ନିବାସରେ ପହଞ୍ଚି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟିଛନ୍ତି ।…

IPL-2023 ରେ ମୁମ୍ବାଇ ଦଳକୁ ଫେରୁଛନ୍ତି କାଏରନ ପୋଲାର୍ଡ: କିନ୍ତୁ ଆଉ ଏକ ନୂଆ ଅବତାରରେ

ମୁମ୍ବାଇ: ଆଇପିଏଲ-୨୦୨୩ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ମିଳିଛି ଏକ ବଡ ଖୁସି ଖବର । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳରେ ଯୋଡି ହୋଇଛନ୍ତି ପୂର୍ବତନ ଷ୍ଟାର ଅଲରାଉଣ୍ଡର କାଏରନ ପୋଲାର୍ଡ । ଗତବର୍ଷ…