fbpx

Live-In Relationship ରେଜିଷ୍ଟ୍ରେସନ ପିଟିସନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: କହିଲେ ଏମିତି କଥା?

ନୂଆଦିଲ୍ଲୀ: ଆଜିର ସମାଜରେ ଲିଭ-ଇନ୍ ରିଲେସନସିପକୁ ନେଇ ସାରା ଦେଶରେ ଖୁବ ଚର୍ଚ୍ଚା ଲାଗି ରହିଛି । ତେଣୁ ଏହାର ରେଜିଷ୍ଟ୍ରେସନ ବାବଦରେ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନକୁ ନେଇ ନୂଆ ରାୟ ପ୍ରକାଶ ପାଇଛି ।…

ମାର୍ଚ୍ଚରେ ୟୁ ଟର୍ଣ୍ଣ ମାରି ଆସୁଛି ଥଣ୍ଡା: ନିର୍ଧୁମ ତାତି ପରେ ଫେରିବ ମୌସୂମୀ

ନୂଆଦିଲ୍ଲୀ: ପ୍ରବଳ ଖରା ଏବଂ ତାତି ପରେ ଏବେ ଦେଶରେ ମୌସୂମୀ ପୁଣି ଥରେ ୟୁ ଟର୍ଣ୍ଣ ନେଇଛି । ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଗତ ସପ୍ତାହ ପର୍ଯ୍ୟନ୍ତ ଦେଶରେ ତାତିକୁ ନେଇ ଲୋକେ ଚିନ୍ତିତ ଥିବା…

ଶ୍ରୀଜଗନ୍ନାଥଙ୍କ ପାଖରେ ଭୋଗ ହୁଏ ଏହି ପଖାଳ: ମହାପ୍ରଭୁଙ୍କ ପ୍ରିୟ ଅରୁଆ ପଖାଳ

ଭୁବନେଶ୍ୱର: ପ୍ରତ୍ୟେକ ଓଡିଆଙ୍କ ପ୍ରିୟ ଖାଦ୍ୟ କହିଲେ ସେ ପଖାଳ କଂସାକୁ ବୁଝାଏ । ଖାଲି ଓଡ଼ିଆ ନୁହେଁ, ଓଡ଼ିଆଙ୍କ ଆରାଧ୍ୟ ବଡ଼ ଠାକୁରଙ୍କର ମଧ୍ୟ ପ୍ରିୟ ହେଉଛି ପଖାଳ । ଜଗତର ନାଥ ମଧ୍ୟ ପଖାଳକୁ ଭାରି ଭଲ ପାଆନ୍ତି ।…

ବିଶ୍ୱ ପଖାଳ ଦିବସରେ ଜାଣନ୍ତୁ ପଖାଳର ଫାଇଦା: ଶରୀରକୁ ଦିଏ ସୁରକ୍ଷା

ଭୁବନେଶ୍ୱର: ପଖାଳ ସହ ସମସ୍ତ ଓଡ଼ିଆ ବେଶ୍ ପରିଚିତ । ପଖାଳ ମୁଠାଏରେ ଓଡ଼ିଆଙ୍କ ମନପ୍ରାଣ । ଜଗତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଟଙ୍କ ତୋରାଣୀ । କି ଗରିବ କି ଧନୀ, ପଖାଳ କଂସାଏ ହୋଇଗଲେ ସବୁ ଦୁଃଖ…

ଭାରତ ଛାଡି ଇଂଲଣ୍ଡ ଦଳରୁ ଖେଳିବେ ଅର୍ଶଦୀପ ସିଂହ: କ’ଣ ରହିଛି ପ୍ରକୃତ ସତ୍ୟତା?

ଚଣ୍ଡୀଗଡ: ଟିମ ଇଣ୍ଡିଆ ଏବଂ ଭାରତୀୟ କ୍ରିକେଟ ଫ୍ୟାନ୍ସମାନଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଏବେ ଭାରତ ଛାଡି ଆଉ ଏକ ଦଳ ପକ୍ଷରୁ ଖେଳିବେ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି । ଏହି ଖେଳାଳି ହେଉଛନ୍ତି ଟି-୨୦ କ୍ରିକେଟରେ…

ରାଜାରାଣୀ ବସ୍ତିରେ ‘ଆଶ୍ରା’ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର: ବିକାଶ ପାଇଁ ଚାଲିଛି ଚେଷ୍ଟା

ଭୁବନେଶ୍ଵର: ସ୍ଥାନୀୟ ରାଜାରାଣୀ ବସ୍ତିରେ ସାମାଜିକ ସଂଗଠନ 'ଆଶ୍ରା' ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିରର ଆୟୋଜିତ ହୋଇଛି । ପୋଷଣ ଅଭାବରୁ ବିଭିନ୍ନ ରୋଗ ବ୍ୟାଧିର ଶିକାର ହେଉଥିବା ପିଲାମାନଙ୍କ ପାଇଁ ଏହି…

ଏପ୍ରିଲ ୧ ରୁ ବିଜୁଳି ହେବ ମହଙ୍ଗା: ପାଣିର ମୂଲ୍ୟ ବି ବଢାଇପାରେ ଚିନ୍ତା

ଡେରାଡୁନ: ଦେଶରେ ମହଙ୍ଗା ମାଡକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ଜନସାଧାରଣ । ଦିନକୁ ଦିନ ପ୍ରତ୍ୟେକଟି ଆବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା…

କ୍ରିକେଟ ଖେଳିବା ସମୟରେ ଆସିଲା ହାର୍ଟ-ଆଟାକ: ପଡିଆ ଭିତରେ ହୋଇଗଲା ମୃତ୍ୟୁ

ରାଜକୋଟ: କ୍ରିକେଟ ମ୍ୟାଚ ଖେଳୁ ଖେଳୁ ହଠାତ ଆସିଲା ମୃତ୍ୟୁ । ଅସୁସ୍ଥ ହୋଇଯିବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏମିତି ଏକ ଘଟଣା ଦେଖିବାକୁ…

ଅଲଗା ଗ୍ରୁପର ରକ୍ତ ଦେହକୁ ଗଲେ କ’ଣ ହେବ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ନୂଆଦିଲ୍ଲୀ: ମେଡିକାଲ ବିଜ୍ଞାନ କ୍ଷେତ୍ରରେ ଭାରତ ଏକ ସଫଳ ଦେଶ ଭାବରେ ବିବେଚିତ ହେଉଛି । ତେବେ ଏହି ମେଡିକାଲ ଦୁନିଆ ଖୁବ ବିଚିତ୍ର ହୋଇଥାଏ । ତେବେ ଆପଣ ଜାଣିଥିବେ ଅସୁସ୍ଥତା ସମୟରେ ରୋଗୀଙ୍କର ରକ୍ତ ଆବଶ୍ୟକ ହେଲେ…

ପିଡିଏସରେ ମିଳୁଛି ପ୍ଲାଷ୍ଟିକ ଚାଉଳ: ହିତାଧିକାରୀଙ୍କ ହିତରେ ନାହିଁ ପ୍ରଶାସନ!

ଭଦ୍ରକ: ପିଡିଏସ ଚାଉଳରେ ମିଶୁଛି ପ୍ଲାଷ୍ଟିକ ଦାନା । ନିମ୍ନମାନର ଚାଉଳ ଯୋଗୁଁ ଖାଦ୍ୟରୁ ଭିଟାମିନ ହ୍ରାସ ପାଇବା ସହ ଏହା ଖାଦ୍ୟ ଉପଯୋଗୀ ମଧ୍ୟ ହୋଇ ପାରୁନି । ତେବେ ଏଭଳି ଘଟଣାକୁ ନେଇ ରାଜ୍ୟର ସାଧାରଣ ଜନତା ତଥା…