fbpx

ଅଷ୍ଟ୍ରେଲିଆର ଏକତରଫା ବିଜୟ: ୧୦ ୱିକେଟରୁ ଭାରତକୁ ଦେଲା ମାତ୍

ବିଶାଖାପାଟନା: ଦ୍ୱିତୀୟ ଦିନିକିଆରେ ଏକତରଫା ଭାବରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଭାରତ ଦେଇଥିବା ୧୧୮ ରନର ଚୋଟ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ପୂରଣ କରିଥିବା ବେଳେ ଏହି ମ୍ୟାଚକୁ ୧୦ ୱିକେଟରେ ଦଳ ଜିତି ନେଇଛି ।…

ବବି ଦାସଙ୍କ ‘କ୍ରୀତଦାସ’ ହେବା ବୟାନରେ ଝଡ: କଟାକ୍ଷ କଲେ ବିଜେପି ନେତା

ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରମୁଖ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଏକ ମନ୍ତବ୍ୟକୁ ନେଇ ଏବେ ରାଜନୀତିରେ ଉଠିଛି ଝଡ । ଏହି ମନ୍ତବ୍ୟକୁ କଡା କାଉଣ୍ଟର କରିବା ସହ ବିଜେପି ବବିଙ୍କୁ କଟାକ୍ଷ କରିଛି…

ଦ୍ୱିତୀୟ ଦିନିକିଆରେ ପଲଟି ମାରିଲା ରୋହିତ ସେନା: ଷ୍ଟାର୍କ ଆଟାକରେ ଫସିଲେ ୫ ଖେଳାଳି

ବିଖାଖାପଟନା ପ୍ରଥମ ଦିନିକିଆ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିଛି ଅଷ୍ଟ୍ରେଲିଆ ଟିମ୍ । ଭାରତର ବ୍ୟାଟିଂ ଅର୍ଡରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାରେ ସଫଳ ହୋଇଛି ଅଷ୍ଟ୍ରେଲିଆର ବୋଲିଂ ଆଟାକ । ଅଷ୍ଟ୍ରେଲିଆର ପେସ…

Disney କରିବ ୪ ହଜାର କର୍ମଚାରୀଙ୍କ ଛଟେଇ: ଚିହ୍ନଟ କରିବା ପାଇଁ ମ୍ୟାନେଜରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମନୋରଞ୍ଜନ କ୍ଷେତ୍ରରେ ଖୁବ ନାଁ କମାଇଥିବା ଡିସନି କର୍ମଚାରୀଙ୍କ ଉପରେ ନେଇଛି ଏକ ବଡ ପଦକ୍ଷପ । ନିଜର କର୍ମଚାରୀ କ୍ଷମତାରେ ହ୍ରାସ କରିବା ନେଇ ନିଷ୍ପତ୍ତି ନେଇଛି କମ୍ପାନୀ । ଅଫିସରେ କାମ କରୁଥିବା…

ଝିଅ ବାହାଘରରେ ମିଳିବ ୫୬ ହଜାର ଟଙ୍କା: ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା

ବୁରହାନପୁର: କନ୍ୟା ବିଭାଘର ଉତ୍ସବରେ ଏଣିକି ଦିଆଯିବ ୫୬ ହଜାର ଟଙ୍କା । ଏ ନେଇ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । କନ୍ୟା ବିବାହ ଯୋଜନାରେ ଏମିତି ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି…

ବଜ୍ରପାତ ନେଇଗଲା ୧୩ଟି ମୂଲ୍ୟବାନ ଜୀବନ: ୧୨ରୁ ଅଧିକ ଗୁରୁତର

ବାଲେଶ୍ୱର: ଆଜି ସନ୍ଧ୍ୟାରେ ହଠାତ ସାରା ରାଜ୍ୟରେ ଦେକିବାକୁ ମିଳିଛି ତୁମ୍ବି ତୋଫାନ । ଟ୍ୱିନ ସିଟି କଟକ-ଭୁବନେଶ୍ୱରଠୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ବିଜୁଳି ଭୟଙ୍କର ରୂପ ନେଇଥିଲା । ତେବେ ଏହି…

ଶରୀରରେ ନୂଆ ହାତ ଗୋଡ ସୃଷ୍ଟି କରିପାରିବ ମଣିଷ: ରିସର୍ଚ୍ଚ ପରେ ବଡ ଖୁଲାସା

ନୂଆଦିଲ୍ଲୀ: ଶରୀରରେ କିଛି ଅଙ୍ଗ ଭାଙ୍ଗି ଗଲେ କିମ୍ବା କଟିଗଲେ ଅନେକ ପଶୁ ଏହାକୁ ପୁଣିଥରେ ସୃଷ୍ଟି କରିପାରନ୍ତି । ଠିକ ଯେମିତି ହରିଣ, ନିଜ ଶିଙ୍ଗ ଭାଙ୍ଗିଗଲେ ହରିଣ ପୁଣିଥରେ ଏହାକୁ ସୃଷ୍ଟି କରିପାରେ । ତେବେ ମଣିଷ…

ମଙ୍ଗଳବାର ଡୋନାଲ୍ଡ ଟ୍ରମ୍ପ ହେବେ ଗିରଫ: ସମର୍ଥକଙ୍କୁ ‘ଦେଶ ବଞ୍ଚାଅ’ କହି ଦେଲେ ଆହ୍ୱାନ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବଶୀଘ୍ର ଜେଲର ଚାରିକାନ୍ଥ ଭିତରେ କଏଦ ହେବାକୁ ଯାଉଛନ୍ତି । ଏ ନେଇ ନିଜେ ସୂଚନା ଦେଇଛନ୍ତି ଟ୍ରମ୍ପ । ଏହା ସହିତ 'ଦେଶ ବଞ୍ଚାଅ' ବୋଲି କହି ନିଜ…

ଏସିଆ କପ୍ ପାଇଁ ପାକିସ୍ତାନ ଯିବା ଉଚିତ ନୁହେଁ: ସୁରକ୍ଷା ବ୍ୟବସ୍ଥାକୁ ନେଇ ହରଭଜନଙ୍କ ବୟାନ

ନୂଆଦିଲ୍ଲୀ: ଚଳିତବର୍ଷ ହେବାକୁ ଥିବା ଏସିଆ କପକୁ ନେଇ ଆଶଙ୍କା ଲାଗି ରହିଛି । ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜନ ହେବାକୁ ଥିବା ବେଳେ ଭାରତ ଏଥିରେ ଭାଗ ନେବାକୁ ମନା କରି ଦେଇଛି । ତେବେ ଭାରତ ଏସିଆ କପରେ ଭାଗ…

Momo, Sandwitch ସହ Mayonnaise ଖାଇବା ବିପଦ: ହୋଇପାରେ ଏହି ୫ଟି ରୋଗ 

ନୂଆଦିଲ୍ଲୀ: ଅଧିକାଂଶ ଲୋକ ମୋମୋଜ, ବର୍ଗର ଏବଂ ସାଣ୍ଡୱିଚ ଇତ୍ୟାଦି ସହ ମେୟୋନିଜ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । କିଛି କିଛି ଲୋକ ଏହାକୁ ଖୁବ ଅଧିକ ପରିମାଣରେ ଖାଇଥାନ୍ତି । ଜଙ୍କ ଫୁଡ ଖାଇବା ସମୟରେ ମେୟୋନୀଜ…