Flightରେ ପ୍ରାଣ ହରାଇଲେ ଯାତ୍ରୀ: ଦୋହା ଯିବା ବାଟରେ ଜରୁରୀକାଳୀନ ଲାଣ୍ଡିଂ କଲା ବିମାନ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ବାହାରି ଦୋହା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଇଣ୍ଡିଗୋ ବିମାନ । କିନ୍ତ ମଝି ରାସ୍ତାରେ ଏମିତି ଏକ ଅଘଟଣ ଘଟିଯାଇଛି, ଯାହା ଫଳରେ ବିମାନକୁ ଜରୁରୀକାଳୀନ ଲାଣ୍ଡିଂ କରିବାକୁ ବାଧ୍ୟ…