ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: ପ୍ରଧାନମନ୍ତ୍ରୀଙ୍କ ଆଡକୁ ଧାଇଁ ଆସିଲେ ଜଣେ ଯୁବକ
କର୍ଣ୍ଣାଟକ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଦେଖାଦେଲା ତ୍ରୁଟି । ପ୍ରଧାନମନ୍ତ୍ରୀଙ୍କ ରାଲୀ ସମୟରେ ଜଣେ ଯିୁବକ ମୋଦିଙ୍କ ଆଡକୁ ଧାଇଁ ଆସିଥିବା ଦେଖିବାକୁ ମିଳିଛି । ମାତ୍ର ୩ ମାସରେ…