ଆରମ୍ଭ ହେଲା “ହେରା ଫେରି-୩’ର ଶୁଟିଙ୍ଗ: ରାଜୁ ଭୂମିକାରେ ଫେରିବେ ଖିଲାଡି ଷ୍ଟାର
ମୁମ୍ବାଇ: 'ହେରା ଫେରି' ଏବଂ 'ଫିର ହେରା ଫେରି' ପରେ ଏବେ ଖୁବଶୀଘ୍ର ହଲକୁ ଆସୁଛି 'ହେରା ଫେରି-୩' । କମେଡି ମୋଭି 'ହେରା ଫେରି'ର ତୃତୀୟ ସିକ୍ୱେଲ ଭାବରେ ୧୭ ବର୍ଷ ପରେ ପୁଣି ଧମାଲ କରିବ ଏହି ଚଳଚ୍ଚିତ୍ର । ତେବେ ଏହି…