ବର୍ବରତାର ସୀମା ପାର, ନାବାଳକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ, ସିଗାରେଟ୍ ଚେଙ୍କ ଦେଲେ, ପରିସ୍ରା ମଧ୍ୟ ପିଆଇଲେ
ପୁରୀ: ବର୍ବରତାର ସବୁ ସୀମା ପାର୍ କରିଦେଲେ ଅସାମାଜିକ ଯୁବକ। ୨ ନାବାଳକକୁ ବିନା ଦୋଷରେ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ। ଏମିତିକି ପିଟିପିଟି ୨ ନାବାଳକଙ୍କ ମୁଣ୍ଡ ଫଟାଇ ଦେଲେ।
କେବଳ ସେତିକି…