ଘରେ ନ ଜଣେଇ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ ଏୟାର ହୋଷ୍ଟେସ, ରାସ୍ତାରେ ଚାଲିଗଲା ଜୀବନ

ଭୋପାଲ: ଗାଈକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଏୟାର ଇଣ୍ଡିଆ ଏୟାର ହୋଷ୍ଟେସଙ୍କ ଜୀବନ। ଘର ଲୋକଙ୍କୁ ନ ଜଣାଇ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥିଲେ। ହେଲେ ଘଟିଗଲା ବଡ଼ ଅଘଟଣ। ରାସ୍ତାରେ ଜଗି ବସିଥିଲା ଯମ। ନେଇଗଲା…

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୨୦ ନୁହେଁ ୨୫ ଯାଏଁ ପ୍ରବଳ ଝଡ଼ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ୨୦ ତାରିଖରୁ ବର୍ଷା କମିବା ସହ ଖରାର ପ୍ରକୋପ ବଢିବା ନେଇ ଅନୁମାନ କରାଯାଉଥିଲା। ହେଲେ ଏବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି କି, ୨୦…

ଓଡ଼ିଶାରେ ଆୟୁଷ୍ମାନ କାର୍ଡରେ ବାଧକ ସାଜିଛି ସଫ୍ଟଓ୍ୱେର ଇସ୍ୟୁ

ଭୁବନେଶ୍ୱର: ଏବେ ରାଜ୍ୟରେ ନୂଆ କରି ଲାଗୁ ହୋଇଛି ଆୟୁଷ୍ମାନ କାର୍ଡ। ଆଉ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା। ହେଲେ ଏବେ ଏହି କାର୍ଡର କାର୍ଯ୍ୟକାରିତା…

Breaking: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଗର୍ଭବତୀ କଲା ନାବାଳକ ପୁଅ

ରାୟଗଡ଼ା: ପୁଣି ଜଣେ ଷଷ୍ଠ ଷ୍ରେଣୀ ଛାତ୍ରୀ ଗର୍ଭବତୀ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳର ଘଟଣା। ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି। ନିକଟରେ ଦୁଇରୁ ତିନୋଟି ଘଟଣା ସାମ୍ନାକୁ…

ବିବାହକୁ ୨ ଦିନ, ଭାବି ସ୍ୱାମୀକୁ ମାରି କୋମାକୁ ଫଟେଇ ଦେଲା ଭାବି ସ୍ତ୍ରୀ

ହରିୟାଣା: ବିବାହ ଏମିତି ଏକ ଦିନ ଯେଉଁ ଦିନକୁ ପ୍ରାୟ ସବୁ ପୁଅ ଝିଅ ଅପେକ୍ଷା କରି ରହିଥାନ୍ତି। ହେଲେ ଏଠି ଜଣେ କନିଆଁ ନିଜ ବାହାଘରର ୨ ଦିନ ପୂର୍ବରୁ ନିଜର ହେବାକୁ ଥିବା ଭାବି ସ୍ୱାମୀକୁ ମାରି କୋମାକୁ ପଠେଇ ଦେଇଛି।…

ଅନଲାଇନ୍ ଗେମ ଖେଳି ୬ ଲକ୍ଷ ଟଙ୍କା ହାରି ଆତ୍ମହତ୍ୟା ଉଦ୍ୟମ କଲେ ବ୍ୟକ୍ତି

ବାଲେଶ୍ୱର: ଆନଲାଇନ୍ ଗେମ୍ ହେଲା କାଳ। ଲକ୍ଷାଧିକ ଟଙ୍କା ହରାଇ ମାନସିକ ଭାରସାମ୍ୟ ହରାଇ ବସିଲେ ଜଣେ ବ୍ୟକ୍ତି। ପରିବାର ପିଲା ଛୁଆ କାହାରି କଥା ଚିନ୍ତା ନ କରି, ପାଖାପାଖି ୬ ଲକ୍ଷ ଟଙ୍କାର କ୍ଷତି ସହି ନ ପାରି ଶେଷରେ…

ମେଁ ୧ରୁ ସାରା ଦେଶରେ ବନ୍ଦ ହୋଇଯିବ FASTag ସିଷ୍ଟମ

ନୂଆଦିଲ୍ଲୀ: ଆସନ୍ତା ମାସ ମେଁ ୧ ତାରିଖରୁ ସାରା ଦେଶରେ ରାଜପଥରେ ଟୋଲ୍ ଆଦାୟ ପଦ୍ଧତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ମେଁ ମାସ ଆରମ୍ଭରୁ FASTag ସିଷ୍ଟମକୁ ବନ୍ଦ କରିବାକୁ ଯାଉଛନ୍ତି ଏବଂ GNSS…

ଚନ୍ଦନ ଯାତ୍ରାରେ ବାଣ ଫୁଟା ମନା, ଅମାନିଆ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ଏଥର ଚନ୍ଦନ ଯାତ୍ରାରେ ବାଣ ମନା। ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଫୁଟିବନି ବାଣ। ଅମାନିଆ ବାଣ ଫୁଟାଇଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା।…

ସ୍ୱାମୀ ପେଟରେ ୩୬ ଥର ଭଙ୍ଗା ମଦ ବୋତଲ ଭୁସିଲା ନାବାଳିକା ସ୍ତ୍ରୀ, ଭିଡ଼ିଓ କଲ କରି ପ୍ରେମିକକୁ ଶବ ଦେଖାଇଲା

ମଧ୍ୟପ୍ରଦେଶ: ୧୭ ବର୍ଷର ନାବାଳିକା ଝିଅ। ମାତ୍ର ୪ ମାସ ତଳେ ୨୫ ବର୍ଷୀୟ ଗୋଲ୍ଡେନ ପାଣ୍ଡେ ଓରଫ୍ ରାହୁଲଙ୍କ ସହ ଝିଅର ବାହାଘର କରିଥିଲେ ପରିବାର ଲୋକେ। ହେଲେ ଝିଅ ଉବୁଟୁବୁ ଥିଲା ଯୁବରାଜ ପ୍ରେମରେ। ତେଣୁ ସ୍ୱାମୀଙ୍କୁ…