ଖବର “ସ୍ତ୍ରୀ ମୁଖ୍ୟମନ୍ତ୍ରୀ, ହେଲେ ସ୍ୱାମୀଙ୍କ ହାତରେ ଶାସନ ଡ଼ୋରୀ” Subhasmita Das Apr 13, 2025 ନୂଆଦିଲ୍ଲୀ: "ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ସ୍ତ୍ରୀ। ହେଲେ ପରିଚାଳନା କରୁଛନ୍ତି ସ୍ୱାମୀ"। ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ବସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ୱାମୀ। ଯାହାର ଫଟୋ ସେୟାର କରିଛନ୍ତି ପୂର୍ବତନ…
Breaking News Breaking: ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ସାଧୁସନ୍ଥ ! Subhasmita Das Apr 13, 2025 ଭୁବନେଶ୍ୱର: ଦୁଇ ଦିନ ତଳେ ଓଡ଼ିଶାରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ କାର୍ଡ। ଆଉ ଏବେ ଏହି ଆୟୁଷ୍ମାନ ଯୋଜନାରେ ସାଧୁ ସନ୍ଥମାନଙ୍କୁ ସାମିଲ କରିବା ପାଇଁ ଦାବି ହୋଇଛି। 'ଆୟୁଷ୍ମାନ ଭାରତ' ଯୋଜନାରେ ସାଧୁସନ୍ଥଙ୍କୁ…
ଅପରାଧ ଭୁବନେଶ୍ୱରରେ ପିଲାଚୋରି! ପ୍ରଥମେ ଜୁସ୍ ଦେଲେ, ମୋବାଇଲ୍ ଦେଖେଇଲେ, ଅନ୍ଧୁଣୀ ମା’ କୋଳରୁ ଝାମ୍ପିନେଲେ Subhasmita Das Apr 13, 2025 ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଅନ୍ଧୁଣୀ ମା' କୋଳରୁ ଦେଢ଼ ବର୍ଷର ଶିଶୁପୁତ୍ରକୁ ଦୁର୍ବୃତ୍ତ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଆଉ ପିଲାକୁ ଚୋରି କରିବାର ଅଭିନବ ଉପାୟ ମଧ୍ୟ ଆଇଣାଇଥିଲା ପିଲା ଚୋର। ଯେପରି…
ଖବର ଓ୍ୱକଫ ବିଲ୍ ପ୍ରସଙ୍ଗ, ପ୍ରଥମ ଥର ସସ୍ମିତଙ୍କ ସମର୍ଥନରେ ବାହାରିଲେ ସୁଲତା ଦେଓ Subhasmita Das Apr 13, 2025 ଭୁବନେଶ୍ୱର: ଓ୍ୱକଫ ବିଲ୍ ପ୍ରସଙ୍ଗ। ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ସପକ୍ଷରେ ବାହାରିଲେ ସାଂସଦ ସୁଲତା ଦେଓ। ଯେତେବେଳେ କି ପ୍ରାୟ ବିଜେଡି ନେତା ଓ କର୍ମୀ ସସ୍ମିତଙ୍କ ବିରୋଧରେ ମନ୍ତବ୍ୟ…
ଖବର ଭୟଙ୍କର ଦୁର୍ଘଟଣା, ଏକାଥରେ ଗଡ଼ିଲା ଗୋଟିଏ ପରିବାରର ୫ ମୁଣ୍ଡ Subhasmita Das Apr 13, 2025 ରାଜସ୍ଥାନ: ଭୟଙ୍କର କାର ଦୁର୍ଘଟଣା। ମନ୍ଦିର ଦର୍ଶନ କରିବାକୁ ଯିବା ବେଳେ କାରକୁ ପିଟିଲା ଟ୍ରଲର। ଫଳରେ ଅଧାରେ ରହିଗଲା ଦେବାଦେବୀ ଦର୍ଶନ। ଆଉ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୫ ମୁଣ୍ଡ। ଦୁର୍ଘଟଣା ପରେ ଉଭୟ…
ଖବର ନୂଆ ଓ୍ୱକଫ ଆଇନକୁ କଟକରେ ବିରୋଧ, ଏକାଠି ହେଲେ ଶତାଧିକ ମୁସଲିମ ସମ୍ପ୍ରଦାୟ Subhasmita Das Apr 13, 2025 କଟକ: ପ୍ରଥମେ ପଶ୍ଚିମବଙ୍ଗ ଆଉ ଏବେ କଟକ। ସବୁଠି ଓ୍ୱକଫ ଆଇନକୁ ବିରୋଧ। ପଶ୍ଚିମବଙ୍ଗରେ ଓ୍ୱକଫ ଆଇନ ପ୍ରସଙ୍ଗରେ ଦଙ୍ଗା ଦେଖା ଦେଇଥିବା ବେଳେ, କଟକରେ ମଧ୍ୟ ଓ୍ୱକଫ ଆଇନକୁ ବିରୋଧ କରାଯାଉଛି। ଏହି ଓ୍ୱକଫ ଆଇନକୁ…
Breaking News Breaking: ଆଗାମୀ ୫ ଦିନ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ଆଲର୍ଟ କଲା ପାଣିପାଗ ବିଭାଗ Subhasmita Das Apr 13, 2025 ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ। ଝଡ଼ ତୋଫାନ ସହ ବହିବ ତୀବ୍ର ବେଗରେ ପବନ। ଆଲର୍ଟ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ରହିବ…
ଅପରାଧ ଓ୍ୱକଫ୍ ବିଲକୁ ନେଇ ତେଜିଲା ହିଂସା, ବିକ୍ଷୋଭ ବେଳେ ୩ ଜଣଙ୍କର ହତ୍ୟା Subhasmita Das Apr 13, 2025 ପଶ୍ଚିମବଙ୍ଗ: ଆଇନରେ ପରିଣତ ହୋଇସାରିଛି ଓ୍ୱକଫ ବିଲ୍। ହେଲେ ଏହି ଓ୍ୱକଫ୍ ବିଲକୁ ନେଇ ହିଂସା ବଢ଼ିବାରେ ଲାଗିଛି। ହୁତୁହୁତୁ ହୋଇ ଜଳୁଛି ପଶ୍ଚିଂବଙ୍ଗର ମୁର୍ଶିଦାବାଦ ଜିଲ୍ଲା। ଆଉ ଏହି ହିଂସା ଏତେ ଭୟଙ୍କର ରୂପ ଧାରଣ…
ଅପରାଧ ମାନବିକତାର ଶେଷ ସୀମା, ଯୁବକଙ୍କ ତଣ୍ଟି କାଟି ଦରମରା ଅବସ୍ଥାରେ ଅଖାରେ ପୂରେଇ ଫିଙ୍ଗିଦେଲେ Subhasmita Das Apr 13, 2025 ବଲାଙ୍ଗୀର: ହୃଦୟ ହୀନ ମଣିଷ। ଅତି ନିର୍ଦୟ ଭାବରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ପ୍ରଥମେ ମାଡ଼ ମାରିଲେ, ଦେହରେ ବିଭିନ୍ନ ସ୍ଥାନରେ ଆଘାତ କଲେ, ଆଉ ଶେଷରେ ଯୁବକଙ୍କ ତଣ୍ଟି କାଟି ଦରମରା କରି ଅଖାରେ ପୂରେଇ ନିଛାଟିଆ…
Breaking News Breaking: ସାଙ୍ଗକୁ ଟେଷ୍ଟରରେ ମାରି ହତ୍ୟା କଲା ସାଙ୍ଗ Subhasmita Das Apr 12, 2025 ରାଉରକେଲା: ସାଙ୍ଗକୁ ହତ୍ୟା କଲା ସାଙ୍ଗ। ସେ ପୁଣି ଟେଷ୍ଟର ଭୁସି। ହଁ ସାମାନ୍ୟ ଟେଷ୍ଟର ଜଣେ ନିରିହ ଯୁବକର ଜୀବନ ନେଇଯାଇଛି। ସାଙ୍ଗର ଟେଷ୍ଟର ପ୍ରହାର ଏତେ ଭୟଙ୍କର ଥିଲା ଯେ ନିଜ ଜୀବନ ବଞ୍ଚାଇପାରିନି ସାଙ୍ଗ। ହଁ…