Breaking News ମାମୁଁକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଭଣଜା Subhasmita Das Apr 12, 2025 କଣ୍ଟାବାଞ୍ଜି: ପୁଣି ଏକ ହତ୍ୟାକାଣ୍ଡ। ଭଣଜାର ଠେଙ୍ଗା ମାଡ଼ରେ ମାମୁଁ ମୃତ। ମାମୁଁ ଛିଡ଼ା ହୋଇଥିବା ବେଳେ, ପଛପଟୁ ଆସି ଏକ ଠେଙ୍ଗାରେ ମାମୁଁକୁ ପିଟି ଥିଲା ଭଣଜା। ଆଉ ଭଣଡାର ଶକ୍ତ ଠେଙ୍ଗା ମାଡ଼କୁ ସହିପାରିନଥିଲା…
Breaking News ତାଣ୍ଡବ ରଚିଲା କାଳବୈଶାଖୀ, ୭୦ରୁ ଅଧିକ ଘର କ୍ଷତିଗ୍ରସ୍ତ, ୩ ଆହତ Subhasmita Das Apr 12, 2025 ଭୁବନେଶ୍ୱର: ତାଣ୍ଡବ ରଚିଲା କାଳବୈଶାଖୀ। ହଠାତ୍ ସଧ୍ୟାରେ ମାଡି ଆସିଲା କଳାହାଣ୍ଡିଆ ମେଘ। ଆଜି ପ୍ରାୟ ସବୁ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। କୁଆପଥର ମାଡ଼ ସହ ପ୍ରବଳ ବର୍ଷା ମଧ୍ୟ ହୋଇଛି।…
ଖବର ପ୍ରସିଦ୍ଧ ମନ୍ଦିରରେ ଫୋଟସୁଟକୁ ବ୍ୟାନ୍ ! Subhasmita Das Apr 12, 2025 କର୍ଣ୍ଣାଟକ: ବାହାଘର ପୂର୍ବରୁ ଫଟୋ ସୁଟ୍ ଏବେ ଏକ ଟ୍ରେଣ୍ଡ ପାଲଟିଛି। କିଛି ଲୋକ ରୋମାଣ୍ଟିକ ଜାଗାକୁ ଯାଇ ଫଟୋ ସୁଟ୍ କରୁଛନ୍ତି, ତ ଆଉ କିଏ ମନ୍ଦିରରେ ଯାଇ ଫଟୋସୁଟ୍ କରୁଛନ୍ତି। ହେଲେ ଏବେ ମନ୍ଦିରରେ ଫଟୋସୁଟକୁ ବ୍ୟାନ…
ଅପରାଧ ଯେଉଁ ହାତରେ ରାକ୍ଷୀ ବାନ୍ଧୁଥିଲା, ସେହି ହାତରେ ଭଉଣୀକୁ ହାତୁଡ଼ିରେ ପିଟିପିଟି ମାରିଦେଲା ଭାଇ, Subhasmita Das Apr 12, 2025 ବିହାର: ନିଜ ଭଉଣୀକୁ ହାତୁଡିରେ ପିଟିପିଟି ମାରିଦେଲା ଭାଇ। କେବଳ ଭଉଣୀ ନୁହେଁ ଭଉଣୀ ସହ ଥିବା ତାଙ୍କ ପ୍ରେମିକକୁ ବି ହାତୁଡିରେ ଅତି ନିର୍ମମ ଭାବରେ ପିଟିପିଟି ମାରିଦେଇଛି ଅଭିଯୁକ୍ତ ଭାଇ। ଆଉ ଏହି ଘଟଣା ସାମ୍ନାକୁ…
ଅପରାଧ ଡ୍ରେନରୁ ମିଳିଲା ପଚା ମୃତଦେହ, ମହିଳାଙ୍କ ନାକଫୁଲ ପାଇଁ ଧରା ପଡ଼ିଲା ହତ୍ୟାକାରୀ ସ୍ୱାମୀ Subhasmita Das Apr 12, 2025 ନୂଆଦିଲ୍ଲୀ: ନାକଫୁଲ ଧରାଇ ଦେଲା ହତ୍ୟାକାରୀ। ଏହି କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିନା, ହେଲେ ଏହା ସମ୍ପୂର୍ଣ୍ଣ ସତ। କିଛି ଦିନ ତଳେ ଡ୍ରେନରୁ ଜଣେ ମହିଳାଙ୍କ କପଡା ଗୁଡ଼ା ମୃତଦେହ ପାଇଥିଲା ପୋଲିସ। ଆଉ ମୃତଦେହରେ…
Breaking News Breaking: ରାଜଧାନୀରେ କୁଆପଥର ବର୍ଷା ଆରମ୍ଭ, କାଳବୈଶାଖୀ ପ୍ରଭାବ Subhasmita Das Apr 12, 2025 ଭୁବନେଶ୍ୱର: ହଠାତ୍ ବଦଳିଗଲା ପାଗ। ଘୋଟି ଆସିଲା କଳାହାଣ୍ଡିଆ ମେଘ। କଳାହାଣ୍ଡିଆ ମେଘରେ ଘୋଡ଼ାଇ ହୋଇଗଲା ଆକାଶ। ବହିବାକୁ ଲାଗିଲା ପବନ। ଚାରିଆଡେ ହୋଇଗଲା ଅନ୍ଧକାର। ରାଜଧାନୀ ଭୁବନେଶ୍ୱର କଳାହାଣ୍ଡିଆ ମେଘରେ…
Breaking News Breaking: ସାନ ଭାଇର ତୀର ମାଡ଼ରେ ବଡ଼ ଭାଇର ମୃତ୍ୟୁ, ଭାଇକୁ ମାରି ବିଷ ପିଇଦେଲା Subhasmita Das Apr 12, 2025 ବଣାଇ: ବଡ଼ ଭାଇର ମୃତ୍ୟୁକୁ ସହିପାରିନାଲି ସାନ ଭାଇ। ନିଜେ ବିଷ ପିଇଦେଲା। ହେଲେ ଆଶ୍ଚର୍ଯ୍ୟର କଥା ଏହା କି ବଡ଼ ଭାଇର ମୃତ୍ୟୁ ସାନ ଭାଇ ହାତରେ ହୋଇଛି। ହଁ ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ମୃତ୍ୟୁ ବରଣ କରିଛି।…
ଖବର ହଠାତ୍ ବଦଳିଗଲା ପାଗ, ତାଣ୍ଡବ ରଚିଲା କାଳବୈଶାଖୀ, ଚାଲିଗଲା ଜଣଙ୍କ ଜୀବନ Subhasmita Das Apr 12, 2025 ନୂଆଦିଲ୍ଲୀ: ରାଜଧାନୀରେ କାଳବୈଶାଖୀ ତାଣ୍ଡବ। ହଠାତ୍ ବଦଳିଗଲା ପାଗ। ଆକାଶରେ ଘୋଟିଆସିଲା କଳାହାଣ୍ଡିଆ ମେଘ। ଆଉ ସୁ ସୁ ଗର୍ଜନ କରି ମାଡି ଆସିଲା ପବନ। ଆଖି ପିଛୁଳାକେ ସବୁ କିଛି ଛାରଖାର କରିଦେଲା। କାଳବୈଶାଖୀ…
ଅପରାଧ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିବାକୁ ଉଦ୍ୟମ Subhasmita Das Apr 12, 2025 କୋଲକାତା: ବ୍ୟାଙ୍କ ସୁଧ ପରିଶୋଧ କରିବାର ନୂଆ ଫଣ୍ଡା। ବ୍ୟାଙ୍କରୁ ଋଣ ନେଇ ସୁଝି ପାରୁନଥିଲେ ଜଣେ ବ୍ୟକ୍ତି। ମୁଣ୍ଡରେ ଥିଲା ଚାପ। ସବୁବେଳେ ରହୁଥିଲେ ଟେନସନରେ। କିପରି ସୁଝିବେ ବ୍ୟାଙ୍କ ସୁଧ। ଶେଷରେ ଆଉ କିଛି ଉପାୟ…
Breaking News Breaking: ପ୍ରଚଣ୍ଡ ଖରାରେ ହୁତୁହୁତୁ ହୋଇ ଜଳିଲା ଚଳନ୍ତା ଟ୍ରେନ Subhasmita Das Apr 12, 2025 ଖଲ୍ଲିକୋଟ୍: ଚଳନ୍ତା ଟ୍ରେନରେ ଲାଗିଲା ନିଆଁ। ପ୍ରଚଣ୍ଡ ରୌଦ୍ରତାପ କେବଳ ଜନଜୀବନକୁ ପ୍ରଭାବିତ କରୁଛି ତାହା ନୁହେଁ , ସବୁକିଛି ପୋଡି ଜାଳି ନଷ୍ଟ କରିଦେଉଛି। ଆଉ ତାର ଉଦାହରଣ ହେଉଛି ଏହି ଚଳନ୍ତା ଟ୍ରେନ। ଯାହାକି…