ଇତିହାସ ସୃଷ୍ଟି କଲା ଫିଲ୍ମ ‘କୁଲି’, ଓ୍ୱାର୍ ୨କୁ ପଛରେ ପକାଇବା ସହ ଭାଙ୍ଗିଲା ଏହିସବୁ ରେକର୍ଡ

ମୁମ୍ୱାଇ: ରଜନୀକାନ୍ତଙ୍କ 'କୁଲି' ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ଲୋକେଶ କନାଗରାଜଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରୀଲର୍ ମୁଭି ଭାରତରେ ମାତ୍ର ତିନି ଦିନରେ ୧୫୮.୩୫ କୋଟି ଟଙ୍କା ରୋଜଗାର କରିଛି। ରବିବାର…

ରନଓ୍ୱେରୁ ଖସି ପଡ଼ିଥାନ୍ତା ବିମାନ, ପୁଣି ଏୟାର ଇଣ୍ଡିଆ ଫ୍ଲାଇଟ୍ ବାତିଲ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। କେରଳର କୋଚିରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ AI 504ରେ ରବିବାର ବିଳମ୍ୱିତ ରାତିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।…

(video) କ୍ରିକେଟ୍ ଓ ଦେଶରୁ ବୋହୁତ ଦୂରରେ, ବିଦେଶରେ ସ୍ତ୍ରୀ ସହ ରୋମାନ୍ସ କରୁଛନ୍ତି କୋହଲି

ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦେଶର ସବୁଠାରୁ ଚର୍ଚ୍ଚିତ ଦମ୍ପତିମାନଙ୍କ ମଧ୍ୟରୁ ଜଣେ। ପ୍ରଶଂସକମାନେ ପ୍ରାୟତଃ ଏହି ସେଲିବ୍ରିଟି ଦମ୍ପତିଙ୍କୁ ସବୁବେଳେ ଖୋଜିଥାନ୍ତି। ଅନୁଷ୍କା ୭ ବର୍ଷରୁ ଅଧିକ…

ପୁଟିନଙ୍କ ପରେ ଆଜି ଜେଲେନସ୍କିଙ୍କ ପାଳି, ଟ୍ରମ୍ପଙ୍କ ସହ ଭୋଲୋଦିମିର ଜେଲେନସ୍କିଙ୍କ ଭେଟଘାଟ

ଆମେରିକା: ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଭେଟଘାଟ। ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି। ପାଖାପାଖି…

ଆଜି ରାଜ୍ୟର ଏହି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ମାଲକାନଗିରି:  ଆଜି ସ୍କୁଲ ଛୁଟି। ଆଜି ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି। ବନ୍ଦ ଘୋଷଣା କଲେ ଜିଲ୍ଲାପାଳ। ଯେହେତୁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଉ ତା ଉପରେ ଲଘୁଚାପ ମଧ୍ୟ…

ଗୋଲ ଏବଂ ଲମ୍ୱା ଲାଉ ଭିତରୁ କିଏ ବେଶୀ ଉପଯୋଗୀ, କିଣିବା ପୂର୍ବରୁ ଉଭୟଙ୍କ ମଧ୍ୟରେ ଜାଣନ୍ତୁ ଏହି ବଡ଼ ପାର୍ଥକ୍ୟ

ଓଡିଶାଭାସ୍କର: ଆପଣ ବଜାରରେ ଦୁଇ ପ୍ରକାରର ଲାଉ ଦେଖିଥିବେ। ଗୋଟିଏ ହେଉଛି ଗୋଲ ଲାଉ ଏବଂ ଅନ୍ୟଟି ଯାହା ପ୍ରତ୍ୟେକ ଋତୁରେ ସହଜରେ ଉପଲବ୍ଧ ହୁଏ ତାହା ହେଉଛି ଲମ୍ବା ଲାଉ। ଅଧିକାଂଶ ଲୋକ ଲମ୍ବା ଲାଉ କିଣନ୍ତି। କିନ୍ତୁ…

ପାଦ ଦିଏ ରୋଗର ସିଗନାଲ୍, ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା, ରୋଗକୁ ଚିହ୍ନନ୍ତୁ ଏପରି

ଓଡିଶାଭାସ୍କର: ଆପଣମାନେ ଜାଣିଛନ୍ତି କି ଆପଣଙ୍କ ପାଦ ମଧ୍ୟ କଥା କହିଥାଏ। ହଁ ଏହା ତୁମକୁ ଅଜବ ଲାଗିପାରେ, କିନ୍ତୁ ଏହା ସତ ଯେ ପାଦ ଅନେକ ରୋଗର ସଙ୍କେତ ଦିଏ।  ଯାହାକୁ ଆମେ ପ୍ରାୟତଃ ଅଣଦେଖା କରିଥାଉ। ସବୁଠାରୁ…

ଆସନ୍ତାକାଲି ସ୍କୁଲ ଛୁଟି, ପିଲାଙ୍କ ପାଇଁ ଖୁସି ଖବର, ଘୋଷଣା କଲେ ଜିଲ୍ଲାପାଳ

ମାଲକାନଗିରି: ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର।  ଆସନ୍ତାକାଲି ସରକାରୀ ଓ ବେସରକାରୀ ସ୍କୁଲ ଛୁଟି। ଜିଲ୍ଲାରେ ଛୁଟି ନେଇ ଘୋଷଣା କଲେ ଜିଲ୍ଲାପାଳ। ହେଲେ ସବୁ ଜିଲ୍ଲାରେ ନୁହେଁ। କେବଳ ମାଲକାନଗିରିରେ ହିଁ ସମସ୍ତ…

ଡାକ୍ତରଙ୍କ ପାଖରୁ ଜାଣନ୍ତୁ କାହିଁକି ହୁଏ କୁଣ୍ଡିଆ, କ’ଣ ଏହାର ଲକ୍ଷଣ ଏବଂ କିପରି କରିବେ ଉପଚାର

ଓଡିଶାଭାସ୍କର: ଅନେକ ସମୟରେ ଆମ ଶରୀରରେ କୁଣ୍ଡାଇ ହବା ଏବଂ ଚର୍ମ ରୋଗ ଦେଖାଯିବା ଆରମ୍ଭ ହୁଏ। ଏହି ସମସ୍ୟା ମୁଖ୍ୟତଃ ମୁଣ୍ଡ, କହୁଣୀ, ମୁହଁ, କାନ ଚାରିପାଖ ଏବଂ ଆଣ୍ଠୁରେ ଦେଖାଯାଏ। ଏହି ଅବସ୍ଥାକୁ ସୋରିଆସିସ୍…

ସିଂହ ଖୁଆଡ଼ ଭିତରେ ଫସିଗଲେ ଯୁବକ, ଭିଡ଼ିଓ ଭାଇରାଲ

ଓଡ଼ିଶାଭାସ୍କର: ସିଂହ ଏବଂ ସିଂହୀମାନଙ୍କୁ ପାଖରୁ ଦେଖିଲେ ଜୀବନ ପ୍ରତି ବିପଦ ଥିବା ଭଳି ମନେ ହୁଏ।  ତେଣୁ ସେମାନଙ୍କ ଭଳି ହିଂସ୍ର ଜନ୍ତୁଙ୍କ ପାଖରୁ ଦୂରେଇ ରହିବାକୁ ସମସ୍ତେ ଚେଷ୍ଟା କରନ୍ତି।  କିନ୍ତୁ ସେମାନଙ୍କ ସହ…