ଭାଇମାନଙ୍କ ହାତରେ ରାଖୀ ବାନ୍ଧିବା ପୂର୍ବରୁ କରନ୍ତୁ ଏହିସବୁ କାମ, ସଠିକ୍ ତରିକାରେ ବାନ୍ଧନ୍ତୁ ରାଖୀ
ଓଡିଶାଭାସ୍କର: ରାତି ପାହିଲେ ପବିତ୍ର ରକ୍ଷା ବନ୍ଧନ। ରାଖୀ ବାନ୍ଧିବାର ଶୁଭ ସମୟ ଅଗଷ୍ଟ ମାସ ୯ ତାରିଖ ଶନିବାର ସକାଳ ୫.୪୭ ମିନିଟରୁ ଆରମ୍ଭ ହେବ। ହେଲେ ଆପଣ ଜାଣିଛନ୍ତି କି ନିଜ ଭାଇ ହାତରେ ରାଖୀ ବାନ୍ଧିବା…