ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଢ଼ିଲା ଅଡୁଆ, ଖୁବଶୀଘ୍ର ଜେଲ୍ ଯିବେ ଶେଖ୍ ହାସିନା !
ଢ଼ାକା: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ପୁଣି ବଢ଼ିଲା ଅଡୁଆ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସମସ୍ୟା ଥମିବା ବଦଳରେ ଦିମନକୁ ଦିନ ବଢ଼ିବାରେ ଲାଗିଛି। ତାଙ୍କୁ ଗୋଟେ ପରେ ଗୋଟେ ଝଟକା ମିଳୁଛି।
ଏବେ…